Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦ କର୍ମକର୍ତା ଙ୍କ ନିଆରାପ୍ରୟାସ

ଭୂବନେଶ୍ବର,ନିରପେକ୍ଷ ଖବର: ତା ୦୮/୦୮:ଲକ୍ଡାଉନ ହଉକି ସଟଡାଉନ୍ ସଦାସର୍ବଦା ଜନ ସାଧାରଣଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଛନ୍ତି ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦର କର୍ମକର୍ତା।ବର୍ତମାନ ପରିସ୍ଥିତିରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ବୀର ସୁରେନ୍ଦ୍ରସାଏ…

ଜିଲ୍ଲାରେ ଖୋଲିବାକୁ ଯାଉଛି ୩ ନୂତନ କୋର୍ଟ

ବାରିପଦା(ନିରପେକ୍ଷ ଖବର)ବିଶ୍ଵଜିତ୍ ଭୂୟାଁ : ତା-୦୮/୦୮-କୋର୍ଟ ମାନଙ୍କରେ ବହୁ ଦିନ ଧରି ଚାଲୁଥିବା ମାମଲା ଗୁଡିକର କିପରି ତୁରନ୍ତ ସମାଧାନ କରାଯାଇ ସାମାଜିକ ନ୍ୟାୟ ପ୍ରଦାନ କରାଯାଇପାରିବ ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରାଯାଇଛି। ସମଗ୍ର ରାଜ୍ୟର…

ବୁଣାକାରଙ୍କ ପାଇଁ ଅନଲାଇନ ମାର୍କେଟିଂ ସୁବିଧା

ଭୁବନେଶ୍ୱର,ନିରପେକ୍ଷ ଖବର : ତା ୦୮/୦୮ ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ହାତର ଯାଦୁ ଦେଶ କାହିକି ବିଦେଶରେ ଚର୍ଚ୍ଚିତ । ସେ ମାଣିଆବନ୍ଧ ପାଟ ହେଉ କି ସୋନପୁରର ପଶାପଲ୍ଲୀ, ଇକ୍କତ, ସମ୍ବଲପୁରୀ ପାଟର ଚାହିଦା ଆକାଶଛୁଆଁ । କିନ୍ତୁ ଗ୍ରାମାଞ୍ଚଳର ଯେଉଁ ବୁଣାକାର ଏହାକୁ ତିଆରି କରୁଛି ସେ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଭିଏସସନଗରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୬/୦୮ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାମାରୀ କରୋନା ସମୟରେ ଜୀବନକୁ ବଳିଦାନ ଦେଇଥିବା କରୋନାଯୋଦ୍ଧା ମାନଙ୍କ ସମ୍ମାନାର୍ଥେ #ଜୟ_ଜଗନ୍ନାଥ_ଚାରିଟେବୁଲ_ଟ୍ରଷ୍ଟ ଭିଏସସନଗର ତରଫରୁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା…

ମହାମାରୀ ସମୟରେ ଆସନ୍ତୁ ରକ୍ତଦାନ କରିବା

*୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ..... ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୪/୦୮" ମହାମାରୀ କରୋନା ସମୟରେ ଆସନ୍ତୁ ରକ୍ତଦାନ କରିବା। ମେଡିକାଲକୁ ଆସୁଥିବା ଅସହାୟ ଓ ଗରିବ ରୋଗୀଙ୍କର ଜୀବନ ବଞ୍ଚାଇବା। "ଓଡିଶା ମୋ ପରିବାର"ଓ ଜୀବନ ବିନ୍ଦୁ" ପକ୍ଷରୁ ଏଭଳି ଡାକରା ଦିଆଯାଇ ଏକ…

କୋଭିଡ଼୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଓ ପ୍ରଭୁ ଶ୍ରୀରାମ୍ରଙ୍କ ପାଇଁ ଦୀପ ପ୍ରଜ୍ୱଳନ କଲେ ପାଇକ ମହାସଂଘ ଓ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା-୦୫.୦୮.୨୦୨୦ କରୋନା ମହାମାରୀ ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଛି କରୋନା ରାକ୍ଷସର ଅନଳ ଗର୍ଭଭିତରେ ଶହଶହ ନିରୀହ ମଣିଷ ଲୀନ ହୋଇଯାଉଛନ୍ତି ସେଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍ ଯାଇନି ଚାରି ଆଡ଼େ ହାଃ ହାଃ କାର, ଧନ, ଜୀବନ, ଜୀବିକା ଅର୍ଥନୀତି ବିପର୍ଯ୍ୟସ୍ତ…

ଓଡିଶା ମୋ ପରିବାର ପକ୍ଷରୁ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ…

ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫/୦୮"ଓଡିଶା ମୋ ପରିବାର-ଜୀବନ ବିନ୍ଦୁ"ର ଏକ ସ୍ବତନ୍ତ୍ର ଅଭିଯାନ ଆଗାମୀ ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ)ରୁ ଅଗଷ୍ଠ ୧୫ ତାରିଖ (ସ୍ବାଧୀନତା ଦିବସ) ପର୍ଯ୍ୟନ୍ତ କରାଯିବ। ବର୍ତ୍ତମାନ କରୋନା ମହାମାରୀର ଜଟିଳମୟ ସ୍ଥିତିରେ ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ…

ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ପକ୍ଷରୁ କରୋନା ଯୋଧ୍ୟା ସଂମ୍ମାନ ….

ଭୁବନେଶ୍ୱର, ନିରପେକ୍ଷ ଖବର: ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ମିଳିତ ଆନୁକୂଲ୍ୟରେ ଯାଜପୁର ସଦର ଆଇ.ଆଇ.ସି ଶ୍ରଯୁକ୍ତ ବଂଶୀଧର ବେହେରା ଏବଂ ଏ.ଏସ.ଆଇ ଶ୍ରୀଯୁକ୍ତ ବିଶ୍ୱନାଥ ଦତ୍ତ ଙ୍କୁ ସାମାଜିକ କ୍ଷେତ୍ରରେ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀ…

ଜାତୀୟ ରାଜପଥ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ରେଲିଂ ପାଲଟିଛି ମରଣଯନ୍ତା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୩୧/୦୭ ପଳାଶୁଣି ହାଟ ସମ୍ମୁଖସ୍ଥ ଜାତୀୟ ରାଜପଥ ରେ ମଝିରାସ୍ତାରେ ଲାଗିଥିବା ଲୁହା ବାଡ଼ ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି। କିଛିଦିନ ତଳେ ୨୬ ଜୁନ ରେ ଜଣେ ଲୋକ ସେଇବାଟ ଦେଇ ରାସ୍ତା ପାର ହେଉଥିବା ସମୟରେ ବିଦ୍ୟୁତ ଆଘାତ ଲାଗି…

କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର,ଗରିବ ଚାଷୀଙ୍କ ଠାରୁ…

ଭୁବନେଶ୍ୱର,ନିରପେକ୍ଷ ଖବର:-୨୮/୭/୨୦- ସାରା ଓଡିଶାର ଲୋକେ କରୋନା ମାହାମାରି ନେଇ ଚିନ୍ତାଗ୍ରସ୍ତ।ଦିନମଜୁରିଆ,ଚାଷୀ,ବେକାର ଯୁବକ,ପରିବା ବିକାଳୀ​ ଓ ଉଠାଦୋକାନୀ ଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଆଜି ରୋଜଗାର ବିନା ମୁଣ୍ଡରେ ହାତଦେଇ ବସିଛନ୍ତି।ନିଜର ପରିବାର ସଦସ୍ୟ ମାନଙ୍କୁ ଦି ଓଳି…

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୪/୦୭: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି…

ରାଜ୍ୟରେ କାୟା ମେଲେଇ ଚାଲିଛି କରୋନା….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୦୭/୨୦୨୦ ରାଜ୍ୟରେ ଆଜି ଗୋଟିଏ ଦିନରେ ୧୨୬୪ ଜଣ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ।ଏମାନଙ୍କୁ ମିଶାଇ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୨୧୦୯୯ ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି।ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୪୭ ଜଣ ସଙ୍ଗରୋଧ କେନ୍ଦ୍ରର…

ଅମିତାଭ୍ ଓ ଅଭିଷେକ୍ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ…

ମୁମ୍ବାଇ:ନିରପେକ୍ଷ ଖବର:ତା ୧୧/୦୭ ଆଜି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।  ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅମିତାଭ ନିଜେ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଅମିତାଭ…

ସାଧାରଣ ଜନତାଙ୍କ ପାଖରେ ମୁଁ ଉତ୍ତରଦାୟୀ: ସାଂସଦ ଅପରାଜିତା ଷଡ଼ଙ୍ଗୀ

*ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ଦେଲେ ୫୫ ପୃଷ୍ଠାର ବର୍ଷକର ରିପୋର୍ଟ କାର୍ଡ: ଭୁବନେଶ୍ୱର, ନିରପେକ୍ଷ ଖବର: ଯେଉଁମାନେ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କ ଅଂଚଳ ପାଇଁ ସାଂସଦ ଭାବେ କ’ଣ କାର୍ଯ୍ୟ କରିଛି,ତାହା ଜଣାଇବା ମୋର ଦାୟିତ୍ୱ ଓ କର୍ତ୍ତବ୍ୟ। ଭୁବନେଶ୍ୱର…

ଆଗେଇ ଆସିଲା ପରିଚୟ ଫାଉଣ୍ଡେସନ ସଫେଇ କର୍ମୀଙ୍କୁ ନେସ୍‌ଲେ କିଟ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୭/ ସଫେଇ କର୍ମୀମାନେ ସହରର ପ୍ରକୃତ ଯୋଦ୍ଧା । କରୋନା ବିପତ୍ତି ସମୟରେ ସେମାନେ ନିଦ କର୍ତ୍ତବ୍ୟପରାୟଣତା ଭୁଲି ନାହାନ୍ତି । ନିରନ୍ତର ସେବା ଜାରି ରଖିଛନ୍ତି । ଏହି ସଫେଇ କର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଉପହାର…

ମାନବ ସେବା ହିଁ ମାଧବ ସେବା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୭/୨୦ ଆଜି ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ ତରଫରୁ ପଲ୍ଲୀ ଉନ୍ନୟନ ସେବା ସମିତି ରେ ଏ.ଓ. ଟି.ଏସ୍.ଓ ଛାତ୍ର ସଂଘ ର ଆବାହକ ଇଂ ରଶ୍ମିରଞ୍ଜନ ଦାସ ଙ୍କ ତତ୍ତ୍ଵାବଧାନରେ ସଙ୍ଗଠନର ସମସ୍ତ ସଦସ୍ୟ ଅନାଥାଶ୍ରମରେ ଥିବା ଅନ୍ତବାସୀ ଙ୍କୁ…

ରଥଯାତ୍ରା ଏକ ଉତ୍ସବ ନୁହେଁ ଏହା ଏକ ବିଧି

ଭୁବନେଶ୍ୱର,ନିରପେକ୍ଷ ଖବର: ତା-୨୧/୦୬- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ନେଇ ଯେଭଳି ବାଦବିବାଦ ଚାଲିଛି ଏହାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ । ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରତିକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଉ ଗୋଟିଏ ଦିନ ମାତ୍ର…

ସହିଦ୍‍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,ନିରପେକ୍ଷ ଖବର, ତା:୨୦/୦୬ ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ବଣିକ ସଂଘ ପକ୍ଷରୁ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ଏ ମାଟିର ଗର୍ବ ଓ ଗୌରବ ଅମର ସହିଦ୍‍ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ…

ଭାରତ-ଚାଇନାର ଗଲ୍‌ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଧେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ନିରପେକ୍ଷ ଖବର: ତା - ୧୮/୦୬ ଆଜି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ(ଏଓବିଏସ୍ଓ) ତରଫରୁ ଭାରତ ଚାଇନାର ଗଲ୍‌ଓ୍ଵାନ ସୀମାରେ ଭାରତର ୨୦ଜଣଙ୍କ ସହ ସେଥି ମଧ୍ୟରୁ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ…

ରାଜ୍ୟ ସରକାରଙ୍କର ଶ୍ରମ ବିଭାଗରେ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୯/୦୬ – ସଂପ୍ରତି ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସରକାର ଶ୍ରମିକମାନଙ୍କୁ ଶୋଷଣ କରିଚାଲିଛନ୍ତି । ଶ୍ରମିକମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଉପକରଣ କିଣାରେ କୋଟି କୋଟି ଟଙ୍କାର ହେରଫେର ପଦାକୁ ଆସିଛି । ଏହାର ଏକ…