Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ‘ମହାସାରଥୀ’ ସମ୍ମାନ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୫ ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର ଓ ନର୍ସ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ସେହିପରି ସାମ୍ବାଦିକମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କରୋନାକୁ ଖାତିର ନ କରି ବିପଦଶଙ୍କୁଳ ସ୍ଥାନକୁ ଯାଇ…

ଆଜି ଅପଣଙ୍କ ଦିନଟି କିପରି କଟିବ…

ଭୁବନେଶ୍ୱର, ନିରପେକ୍ଷ ଖବର:୧୫/୦୫/୨୦ ଶୁକ୍ରବାର:ଜାଣନ୍ତୁ ଅପଣଙ୍କ ରାଶି ଫଳ..... ମେଷ: ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି । ଆଶାବାଦୀ ହେବେ । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ ।…

କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୫ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଶୁଣି ନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତା ମାଧ୍ୟମରେ କହିଛନ୍ତି ଯେ, ଏହା…

ସହଯୋଗର ହାତ ବଢାଇଛି ଶହୀଦ୍ ନଗର ୟୁଥ୍ ଆସୋସିଏସନ୍….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୫  ଲକ୍ ଡାଉନ୍ କାରଣରୁ ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନ  ଗୁଡ଼ିକ ବନ୍ଦ ରହିଥିବାରୁ ଦୋକାନୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇଛି ଶହୀଦ୍ ନଗର ୟୁଥ୍ ଆସୋସିଏସନ୍। ଦୋକାନୀ ଓ ସେମାନଙ୍କ…

କଟକ ଓ ଭୁବନେଶ୍ୱର ମଧ୍ୟରେ ଗଡ଼ିବା ବସ..

ଭୁବନେଶ୍ବର ନିରପେକ୍ଷ ଖବର:ତା୧୨/୫/ ସରକାରୀ ଅଧିକାରୀଙ୍କ ଯାତାୟତ ପାଇଁ ରାଜ୍ୟ ସରକାର ବସ୍ ଚଳାଇକୁ ନିସ୍ପତି ନେଇଛନ୍ତି। ଆସନ୍ତାକାଲିଠୁ ଏହି ସେବା ଆରମ୍ଭ ହେବ । କଟକରୁ ଭୁବନେଶ୍ବରକୁ ଗୋଟିଏ ବସ୍ ଯାତାୟତ କରିବ । ଭଡା ୩୦ ଟଙ୍କା ନିଆଯିବ । ଏନେଇ ପରିବହନ ପଦ୍ମନାଭ ବେହେରା ସୂଚନା…

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରୀ, ମଙ୍ଗଳବାର ଦିନ ୨ଟାରୁ ବୁଧବାର ଦିନ ୨ଟା

ଭଦ୍ରକ, ନିରପେକ୍ଷ ଖବର:ତା୧୨/୫/ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରୀ, ମଙ୍ଗଳବାର ଦିନ ୨ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା । ରେଳ ଷ୍ଟେସନର ୫୦୦ ମିଟର ପରିସରରେ କର୍ଫ୍ୟୁ ଲାଗୁ କରାଯାଇଛି । ଡଗରାସାହିରୁ ଗୁଣ୍ଠୁଣିଆ ବଜାର ଓ ରେଲୱେ ମାଲ ଗୋଦାମ,…

କରୋନା ପଜେଟିଭ୍ ଙ୍କୁ କୋଭିଡ୍ ହସ୍ପିଟାଲ ନେବାର ଆବଶ୍ୟକତା ନାହିଁ ।

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୧୧/୦୫ କରୋନା ପଜିଟିଭ୍ ଙ୍କୁ କୋଭିଡ୍ ହସ୍ପିଟାଲ ନେବାର ଆବଶ୍ୟକତା ନାହିଁ । ଯଦି ଜଣେ ବ୍ୟକ୍ତି କେରାନା ପଜିଟିଭ୍ ଚିହ୍ନଟ୍ ହେଉଛନ୍ତି ଓ ତାଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକଶ ପାଉନାହିଁ ବା ସାମାନ୍ୟ ଲକ୍ଷଣ ଅଛି ତେବେ ତାଙ୍କୁ ଘରେ ସଙ୍ଗରୋଧରେ ରଖିବାକୁ…

କରୋନ ମାନୁନି ବ୍ରେକ୍, ୩୬୨ରେ ପହଞ୍ଚିଲା ରୋଗୀଙ୍କ ସଂଖ୍ୟା..

ଭୁବନେଶ୍ବର ନିରପେକ୍ଷ ଖବର:ତା୧୦/୫/ ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରବିବାର ରାଜ୍ୟରେ ଆଉ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରବିବାର ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟରୁ ଆସିଲା ରାୟ….

ମଦ ମିଳିପାରିବ ଅନ୍ ଲାଇନ୍ ରେ... ଭୁବନେଶ୍ୱର, ନିରପେକ୍ଷ ଖବର: ତା,୦୮/୦୫ ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟ ର ବଡ଼ ରାୟ । ସୁପ୍ରିମକୋର୍ଟ ଆଦେଶ ଅନୁସାରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ନେଇ ପାରିବେ ନିଷ୍ପତି। ସାମାଜିକ ଦୁରତା ରଖି ମଦ ବିକ୍ରି କରାଯାଇ ପାରିବ। ତେବେ ରାଜ୍ୟ ସରକାର…

ବଢାଯିବ କ୍ବାରେଣ୍ଟାଇନ୍ ସମୟସୀମା …

ଭୁବନେଶ୍ବର, ନିରପେକ୍ଷ ଖବର:ତା-୭/୫/ ଆବଶ୍ୟକ ହେଲେ ବଢାଯିବ କ୍ବାରେଣ୍ଟାଇନ୍ ସମୟସୀମା । ଏଭଳି ପରାମର୍ଶ ଦେଇଛନ୍ତି ଜାତୀୟ ସ୍ତରୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ ମୁକାବିଲା ପାଇଁ ଗଠିତ କମିଟିର ସଭ୍ୟ ଶ୍ରୀନାଥ ରେଡ୍ଡୀ । କରୋନା ମୁକାବିଲା ନେଇ ଗୁରୁବାର…

କାୟା ଵିସ୍ତାରୁଛି ମହାମାରୀ ଗୋଟିଏ ଦିନରେ ୨୦ ଆକ୍ରାନ୍ତ….

ଭୁବନେଶ୍ୱର ,ନିରପେକ୍ଷ ଖବର:ତା-୭/୫/ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହି ମହାମାରୀକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଉ ୨୦କରୋନା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି…

ଭୁବନେଶ୍ୱର, ନିରପେକ୍ଷ ଖବର:ତା-୦୬/୦୫/୨୦ ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ମୃତ୍ୟୁ ହୋଇଥିବା ଵ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର ବୋଲି କୁହାଯାଇଛି।ସ୍ପଷ୍ଟ ଭାବରେ ଆକ୍ରନ୍ତ ଜଣକର କୋଣସି ବିବରଣୀ…

ଖୋଲିଲାନି ମଦ ଦୋକାନ, ନିରାଶ ହୋଇ ଫେରିଲେ…..

ଭୁବନେଶ୍ୱର ନିରପେକ୍ଷ ଖବର: ତା,(୦୫/୦୫/ ୨୦୨୦)୪୦ ଦିନର ଅପେକ୍ଷା ପରେ ଶେଷରେ ମଦୁଆ ମାନଙ୍କ ଆଶା ନିରାଶରେ ପରିଣତ ହୋଇଥିଲା। ଚାତକ ପରି ଅନେଇ ବସିଥିଲେ କେବେ ଖୋଲିବ ମଦ ଦୋକାନ। ଆଉ ଶେଷରେ ଅପେକ୍ଷାର ଅନ୍ତ ହେଲା। କେନ୍ଦ୍ର ସରକାର ଗ୍ରୀନ ଯୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ।ଏହି ଖବର…

ଜେଇଇ ମେନ୍ ପରୀକ୍ଷା ପାଈଁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ବଡ଼ ଘୋଷଣା ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା-୫/୫/ କରୋନାର ଭୟ ଭିତରେ ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି ସରକାର । ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା । ଜୁଲାଇ ୨୬ରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା କରିବା ନେଇ ଘୋଷଣା କରିଛନ୍ତି…

ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୦୫ ମଇ,୨୦୨୦ କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ନିମନ୍ତେ ଓଡ଼ିଶା ମତ୍ସ୍ୟ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି । ଆଜି କୃଷି ଭବନଠାରେ ଏହି ଅର୍ଥରାଶିକୁ କୃଷି ଓ କୃଷକ…

କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ..

ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୫.୫.୨୦ ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ…

ଭିନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀ ଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭୂବନେଶ୍ୱର,ନିରପେକ୍ଷ ଖବର:୦୨.୦୫:ସମଗ୍ର ବିଶ୍ୱ କରୋନା ମହାମାରୀରେ ସଂଗ୍ରାମ କରୁଥିବା ବେଳେ ନିରାଶୟ , ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଯୁବ ସମାଜସେବୀ ଅର୍ଜୁନ ସାହୁ ପୁଣିଥରେ ମହାନତାର ପରିଚୟ ଦେଇଛନ୍ତି । ରାଜଧାନୀର ଚେତନା ମହାବିଦ୍ୟାଳୟରେ…

ସାମାଜିକକର୍ମୀ ମାନଙ୍କ ସୁରକ୍ଷା ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଲା ଓଡିଶା ସମାଜସେବୀ ମହାସଂଘ

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୦୨/୦୪ ବାତ୍ୟା ହେଉ କି ବନ୍ୟା କିମ୍ବା କରୋନା ମହାମାରୀ , ସବୁ ପରିସ୍ଥିତି ରେ ସାମାଜିକକର୍ମୀ ମାନେ ବିନା ସରକାରୀ ସୀକୃତିରେ ସେମାନେ ସାମାଜିକ ସେବା ଯୋଗାଇଥାନ୍ତି , ସାମ୍ପ୍ରତିକ ସ୍ଥିତିରେ ଡାକ୍ତର , ଆଶାକର୍ମୀ ,ପୋଲିସ , ଗଣମାଧ୍ୟମ ପ୍ରତିନିଧି ପ୍ରଶାସନିକ…

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,ନିରପେକ୍ଷ ଖବର: ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା…

ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା…

ଭବନେଶ୍ବର, ନିରପେକ୍ଷ ଖବର:୩୦/୦୪: ରାଜ୍ୟରେ ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଯାଜପୁର ଅଞ୍ଚଳର । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଁଚିଛି । ଏହା ସହ ଯାଜପୁରରେ ଆକ୍ରାନ୍ତଙ୍କ  ସଂଖ୍ୟା ୨୨ ଛୁଇଁଛି । ସୂଚନା ଅନୁଯାୟୀ,…