ସଭ୍ୟ ସମାଜରେ ଅସଭ୍ୟ ଘଟଣା…
ଭଦ୍ରକ, ତିହିଡି ୪/୮ (ନିରପେକ୍ଷଖବର): ସଭ୍ୟ ସମାଜରେ ଅସଭ୍ୟ ବ୍ୟବହାର। ସତରେ କଣ ମଣିଷପଣିଆ ହଜି ଯାଉଛି। ଆମେ ଏମିତି କଣ ପାଇଁ କହୁଛୁ, ତାକୁ ଆପଣମାନେ ପଢିଲେ ବୁଝିପାରିବେ। ଯାହା ଆଜିର ଦୁନିଆରେ କେହି କେବେ କଳ୍ପନା କରି ନ ଥିବେ। ଏମିତି ଲଜ୍ୟା ଜନକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି…