Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ପ୍ରଶାସନିକ ଅଧିକାରୀ ନାଁରେ ଠକେଇ କରୁଥିବା ଠକକୁ ଦଣ୍ଡିତ କଲେ କୋର୍ଟ…

୬ବର୍ଷ ଜେଲ ସହ ୧୦୦୦୦ ଜୋରିମାନା....

0

ବାରିପଦା(ନିରପେକ୍ଷ ଖବର)ତା-୩୧/ଜୁଲାଇ/୨୦୧୯- ନକଲି ସରକାରୀ ଅଧିକାରୀ ବୋଲି ନିଜର ପରିଚୟ ଦେଇ ଲୋକଙ୍କୁ ଠକି ଚାଲୁଥିବା ଜଣେ ବ୍ୟକ୍ତିକୁ ମୟୁରଭଞ୍ଜ ଜିଲ୍ଲା ସ୍ପେଶାଲ ଦୌରା ଜର୍ଜ ସୁମିତା ଆଚାର୍ଯ୍ୟ ଦଣ୍ଡିତ କରିଛନ୍ତି। ବୁଧବାର ମାନ୍ୟବର କୋର୍ଟ ଦୋଷୀକୁ ୬ବର୍ଷ ଜେଲଦଣ୍ଡ ସହ ୧୦୦୦୦ ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲ୍ଲା ବଉଳପାଳ ଅଞ୍ଚଳର ସତ୍ୟଜିତ ପଣ୍ଡା। ସୂଚନା ଅନୁଯାୟୀ, ଦୋଷୀ ଜଣକ ନିଜକୁ ଏକ ସରକାରୀ ଅଧିକାରୀର ପରିଚୟ ଦେଇ ବାରମ୍ବାର ନିରୀହ ଲୋକଙ୍କୁ ଠକି ଚାଲିଥିଲେ। ଏନେଇ 2018 ମସିହାରେ ବାରିପଦାର ପାୟଲ ରାୟଙ୍କ ଠାରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ କରାଇଦେବେ ବୋଲି କହି ତାଙ୍କ ଠାରୁ ୩୦୦୦ ଟଙ୍କା ନେଇଥିଲେ। ପରେ ପାୟଲଙ୍କୁ ଆଉ ସେ ଧରାଛୁଆଁ ଦେଇନଥିଲେ।ଏନେଇ ବାରିପଦା ଟାଉନ ଥାନାରେ ପାୟଲ ଏକ ଏତଲା ଦେଇଥିଲେ। ଏତଲା ମୂଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି ବିଚର୍ବିଭାଗୀୟ ଅଦାଲତକୁ ପଠାଇଥିଲା। ବୁଧବାର ଏହି ମାମଲାର ବିଚାର କରି ମାନ୍ୟବର କୋର୍ଟ ନକଲି ପ୍ରଶାସନିକ ଅଧିକାରୀ ସତ୍ୟଜିତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Mo sapath

Leave A Reply

Your email address will not be published.