Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ସମ୍ପୂର୍ଣ୍ଣ..

ହଟହଟା ହେଲେ ସାଂସଦ ଓ ବିଧାୟକ ପ୍ରଶାସନିକ ବିଫଳତା ପଦାରେ ପଡିଲା..

0

ବାରିପଦା, ନିରପେକ୍ଷ ଖବର:୬/ଜୁଲାଇ/୨୦୧୯, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ବିଶେଷକରି ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବାର ସୁଯୋଗ ପାଇଥାନ୍ତି। ଯାହା ବିଶ୍ୱରେ ଏଭଳି କେଉଁଠି ଦେଖିବାକୁ ମିଳେନାହିଁ। ମାତୃଶକ୍ତି ହେଉଛନ୍ତି ସୃଷ୍ଟିର ନିଅନ୍ତା, ମା ହେଉଛନ୍ତି ଜଗତର ଜନନୀ। ସେଥିପାଇଁ ବାରିପଦାରେ ସମଗ୍ର ନାରୀଶକ୍ତିକୁ ସମ୍ମାନ ଦେବା ପାଇଁ କେଉଁ ଆବାହନ କାଳରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ଉଦଜୀବିତ ହୋଇରହିଛି। ରୀତିନୀତି ଅନୁସାରେ ଶୁକ୍ରବାର ପ୍ରଭୁ ବଳଭଦ୍ରଙ୍କର ରଥ ଟଣା ଯାଇଥିବା ବେଳେ ମା’ ସୁଭଦ୍ରାଙ୍କର ରଥ ଟଣାଯାଇ ମାଉଷୀମା ମନ୍ଦିର ପୂର୍ବରୁ ଅଟିକି ରହିଥିଲା। ସେହିପରି ଅଧା ବାଟରେ ଅଟିକି ରହିଥିବା ଦେବୀ ସୁଭଦ୍ରାଙ୍କ ରଥ ଶନିବାର ଦିନ ଅପରାହ୍ନ 3ଟା ସମୟରେ ବିଧି ଅନୁସାରେ ମା’ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତମାନେ ମାଉସୀମା ମନ୍ଦିର କୁ ଟାଣି ନେଇଥିଲେ। ଏହାପରେ ଲକ୍ଷାଧିକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣି ମାଉଷୀମା ମନ୍ଦିର ନିକଟରେ ପହଞ୍ଚାଇଥିଲେ। ରଥଯାତ୍ରା ଦେଖିବାକୁ ମୟୁରଭଞ୍ଜ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପରମ୍ପରା ଅନୁଯାଇ ଶ୍ରୀକ୍ଷେତ୍ର ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଗୋଟେ ଦିନପରେ ବାରିପଦାରେ ଦୁଇଦିନିଆ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଆଜି ରଥଟଣା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୁଟି ଦେଖିବାକୁ ମିଳିଛି। ପୁଲିସ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁଁ ରଥଟାଣିବାକୁ ଆସିଥିବା ମୟୁରଭଞ୍ଜ ସାଂସଦ ଓ ବାରିପଦା ବିଧାୟକ ହଟହଟା ହୋଇଛନ୍ତି। ସୁରକ୍ଷା କର୍ମୀମାନେ ସାଂସଦ ଓ ବିଧାୟକଙ୍କୁ କର୍ଡନ ଭିତରକୁ ପୁରାଇ ଦେଇନଥିଲେ। ଯାହାକୁ ନେଇ ରଥ ଟଣା ସମୟରେ ଉତେଜନା ପ୍ରକାଶ ପାଇଥିଲା। ଯାହା ପ୍ରଶାସନିକ ବିଫଳତା ପଦାରେ ପଡିଥିବା ଦେଖିବାକୁ ମିଳିଥିଲା।
ଶନିବାର ଦିବା ୨:୩୦ଘଟିକା ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫:୦୦ ମିନିଟି ସମୟରେ ମାଉସୀ ମା’ମନ୍ଦିର ନିକଟରେ ପହଞ୍ଚିଥିଲା।ଆଜି ରଥଯାତ୍ରା ରେ ବିଧାନସଭା ର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ସ୍ଥାନୀୟ ବିଧାୟକ ପ୍ରକାଶ ସରେନ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.