Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ମାନବ ସେବା ହିଁ ମାଧବ ସେବା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୭/୨୦ ଆଜି ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ ତରଫରୁ ପଲ୍ଲୀ ଉନ୍ନୟନ ସେବା ସମିତି ରେ ଏ.ଓ. ଟି.ଏସ୍.ଓ ଛାତ୍ର ସଂଘ ର ଆବାହକ ଇଂ ରଶ୍ମିରଞ୍ଜନ ଦାସ ଙ୍କ ତତ୍ତ୍ଵାବଧାନରେ ସଙ୍ଗଠନର ସମସ୍ତ ସଦସ୍ୟ ଅନାଥାଶ୍ରମରେ ଥିବା ଅନ୍ତବାସୀ ଙ୍କୁ ମିଷ୍ଟାନ୍ନ, ବିସ୍କୁଟ, ମାସ୍କ୍, ସାନିଟାଇଜର , ନାପକିନ୍,ପାଠ୍ୟଉପକରଣ ପ୍ରମୁଖ ସାମଗ୍ରୀ ବଣ୍ଟନ କରିବା ସହିତ ପିଲାଙ୍କ ସହ ବିଶେଷ ମୁହୂର୍ତ୍ତ ବିତାଇଥିଲେ । ପିଲାଙ୍କୁ ବିଶ୍ୱରେ ଉଭା ହୋଇଥିବା କୋରନା ଭଲି ମହାମାରୀ ବିଷୟରେ ପିଲାଙ୍କୁ ସଚେତନ କରାଇବା ସହିତ ସାମାଜିକ ଦୂରତା ରକ୍ଷା ଦିଗରେ ମଧ୍ୟ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ଲାନେଟ୍ ଡେଭଲୋପମେଣ୍ଟ ଫାଉଣ୍ଡେସନ ସହଯୋଗରେ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ (ଏ.ଓ. ଟି.ଏସ୍.ଓ) ଛାତ୍ର ସଂଗଠନର ଉପଦେଷ୍ଟା ଦୀପକ୍ କୁମାର ସାହୁ, ସୌମ୍ୟ ସାର୍ଥକ ରାୟ, ସହ ଉପଦେଷ୍ଟା ମୋହୀକ୍ଷିତା ମିଶ୍ର,ପ୍ରତିଷ୍ଠାତା ସଭ୍ୟ ପିନାକୀ ଦାସ,ଛାତ୍ରସଂଘ ର ପୂର୍ବତନ ସଭାପତି ଦିପ୍ତେନ୍ଦୁ ଚୌଧୁରୀ ରାଜେଶ୍ କୁମାର ନାୟକ,ପୂର୍ବତନ ସାଧାରଣ ସମ୍ପାଦକ ଦେବାଶିଷ ଦାସ, ପୂର୍ବତନ ଉପସଭାପତି ରାଜୀବ ଲୋଚନ ମହାନ୍ତି,ଜୋନାଲି କୋବି ,ଆଦିତ୍ୟ ଚୈତନ୍ୟ ସାମଲ ଓ ଛାତ୍ର ନେତା ଆଲୋକ ପ୍ରଧାନ ,ସନ୍ଦୀପ ସ୍ୱାଇଁ ,ଜ୍ୟୋତିରଂଜନ ପାଲ, ଜିଜ୍ଞାଶୁ ସାହୁ, ଆନନ୍ଦ ଦିବ୍ୟଜ୍ୟୋତି ଧଳ ,ଆଶିଷ ଜେନା, ଅଶ୍ମିଁନ୍ ଆନନ୍ଦ,ସୁଧାଂଶୁ ରଞ୍ଜନ ସାହୁ,ପ୍ରିତମ କୁମାର ସାହୁ,ଦେବାଶିଷ ମହାନ୍ତି,ଅନିଶା ପ୍ରିୟଦର୍ଶିନୀ ପ୍ରଧାନ ,ସାରତି ଦାସ,ସତ୍ୟରଞ୍ଜନ ଜେନା,ରଞ୍ଜନ ସେଠୀ ପ୍ରମୁଖ ସହୋଯୋଗ କରିଥିଲେ।

Mo sapath

Leave A Reply

Your email address will not be published.