ଭୂବନେଶ୍ବର,ନିରପେକ୍ଷ ଖବର: ଚତୁର୍ଥତମ ଜନ୍ମବାର୍ଷିକ ଉତ୍ସବରେ ଦୋସ୍ତି ଫାଉଣ୍ଡେସନ୍ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ବୃଦ୍ଧା ମାନଙ୍କ ଲୁଗା ଓ ଖାଦ୍ୟ ବଣ୍ଟନ କରାଯାଇଅଛି । ଏହି ଦୋସ୍ତି ଫାଉଣ୍ଡେସନର କର୍ମଚାରୀମାନେ ବିଭିନ୍ନ ସମାଜୀକ କାମ କରିବା ସହ ଆଗକୁ ମଧ୍ୟ ବହୁ ସମାଜୀକ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି ।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୋନ୍-୨ ଏସିପି ବିଷ୍ଟୁ ପ୍ରସାଦ ପାତ୍ର ଅତିଥିଭାବେନ୍ୟୁଜ୍-୭ ର କମେଡ଼ି ଆଙ୍କର ରଞ୍ଜନ ଓଝା (ମାଗାନା ଓଳିକି), ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କସମେତ ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଓ ଦୋସ୍ତି ଫାଉଣ୍ଡେସନର ଅୟୋଜକ,ଦିଲିପ୍ କୁମାର ସ୍ୱାଇଁ, ମଧୂସ୍ମିତା ଆଚାର୍ଯ୍ୟ, ନୁସିଂହ ପଣ୍ଡା, ଗ୍ୟାନରଞ୍ଜନ ପ୍ରଧାନ, ଭାରତ ଭୂଷଣ ମହାନ୍ତି, ମୁନୁ ପାତ୍ର, ଯ୍ୟୋତି ପ୍ରିୟମ୍ବଦା, ସୁଭେନ୍ଦୁ ସେଖର, ଲଲିତ କୁମାର ପଟେଲ,ଅରୁଣ ପଟେଲ, ନନ୍ଦ କିଶୋର ପଟେଲ, କିଶୋର ବିଶ୍ୱାଳ, ଭାରତ ଭୂଷଣ,ପୁଷ୍ପଲତା ନାୟକ,ଯ୍ୟୋତି ପ୍ରତିହାରି, ସୁହାସିନି ଗୁଡ଼ି, ନିବେଦିତା ମହାପାତ୍ର, ସୁଶାନ୍ତ ମହାନ୍ତି, ଶରିତା ପଟ୍ଟନାୟକ, ସୁଲୋଚନା ମହାନ୍ତି, ଅମିଦା ପରିଡ଼ା, ଅତିଥି ମାନଷ ରଞ୍ଜନ ପଣ୍ଡା ଓ ଅରୁଣ କୁମାର ବେହେରା ଯୋଗ ଦେଇ ସମ୍ନାନର ସହ ଉତ୍ସବକୁ ସମାପ୍ତ କରିଥିଲେ ।
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ