ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୧/୧୧ ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରୁ ୯ଜଣ ଚର୍ଚ୍ଚିତ ତଥା ପ୍ରତିଷ୍ଠିତ ମହିଳା ୱେବିନାରରେ ଯୋଗ ଯୋଗ ଦେଇ ସେମାନଙ୍କ ସଫଳତାର କାହାଣୀ ବଖାଣିଥିଲେ । ଦିଲ୍ଲୀ ନିର୍ଭୟାଙ୍କ ମାଆ ଆଶା ଦେବୀ ୱେବିନାରରେ ଯୋଡ଼ି ହୋଇ ମହିଳାଙ୍କ ସୁରକ୍ଷା ଉପରେ ବିଭିନ୍ନ ମତ ରଖିଥିଲେ । ଦେବଯାନୀ ମହାନ୍ତି ତାଙ୍କ ସହ ଆଲୋଚନା କରିଥିଲେ । ଓଡିଶା ସୋସାଇଟି ଅଫ୍ ଆମେରିକାସ୍ (ଓଏସ୍ଏ) ସଭାପତି କୁକୁ ଦାସଙ୍କ ସହ ଜେକେସିଏମ ନିର୍ଦ୍ଦେଶିକା ଡା. ସଙ୍ଗୀତା ଗୋସାଇଁ ୱେବିନାରରେ ଆଲୋଚନା କରିଥିଲେ । ପଞ୍ଜାବର ଶାସ୍ତ୍ରୀୟ ସଙ୍ଗୀତା ନୃତ୍ୟାଙ୍ଗନା ପୂର୍ବା ପୁରୀଙ୍କ ସହ ଆଲୋଚନା କରିଥିଲେ ଡା. ମୀରା ନାଗପାଲ୍ ।
ବ୍ରିଟେନ୍ର ଚିକିତ୍ସା ବିଶେଷଜ୍ଞ ଡା. ମେହେନାଜ୍ ମେହବୁବଙ୍କ ସହ ଭାଗ୍ୟଶ୍ରୀ ଆଲୋଚନା କରିଥିଲେ । ଭିଜିଲାନ୍ସ ଏସ୍ପି ଶାରା ଶର୍ମା ୱେବିନାରରେ ଯୋଗ ଦେଇ ସାଂପ୍ରତିକ ସମୟରେ ମହିଳାଙ୍କ ବିଭିନ୍ନ ସମସ୍ୟା ଓ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ । ଆର୍ଜେ ସ୍ମିତା ତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ମହିଳା ଅଡିଓଗ୍ରାଫର ନମିତା ନାୟକଙ୍କ ସହ ଧ୍ୱନି ଜୈନ୍ ଆଲୋଚନାରେ ଭାଗ ନେଇଥିଲେ । ବିଶିଷ୍ଟ ପ୍ରସୂତୀ ବିଶେଷଜ୍ଞ ଡା. ସୁଜାତା କରଙ୍କ ସହ ଡା. ନିଧି ଗର୍ଗ ଆଲୋଚନା କରିଥିଲେ । ମାନସୀ ପ୍ରଧାନଙ୍କ ସହ ଜ୍ୟୋତ୍ସା ପ୍ରିୟଦର୍ଶିନୀ ଓ ତନୟା ପଟ୍ଟନାୟକଙ୍କ ସହ ଦୀକ୍ଷା ତିୱାରୀ ଆଲୋଚନା କରିଥିଲେ ।
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ