Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

AAO NXTର ଓଟିଟି ଲୋକାର୍ପିତ

ନୂଆ, ପୁରୁଣା ଓଡ଼ିଆ,ତେଲଗୁ,,ତାମିଲ ଓ କନ୍ନଡ଼ ଚଳଚିତ୍ର ଦେଖିବାର ସୁଯୋଗ ସୃଷ୍ଟି କରିଛି

0

AAO TV ର ନୂଆ ଅବତାର AAO NXT, Next to Best

ଭୁବନେଶ୍ୱର, ନିରପେକ୍ଷଖବର:୧୯/୨: କାଲି,ଆଜି ଓ ଆସନ୍ତାକାଲି ସମୟ ସହିତ ତାଳଦେଇ ଆଗେଇ ଚାଲିଛି AAO TV। ଏବେ ଏହି ଟିଭିର ନାମ ପରିପର୍ତ୍ତନ ହୋଇ AAO NXT ନାଁରେ ଆବିର୍ଭାବ ହୋଇଛି। ଦର୍ଶକଙ୍କ ଅକୁଂଣ୍ଠ ଭଲ ପାଇବା AAO NEXTକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଅଗଣିତ ଦର୍ଶକଙ୍କ ମନ ନେଇ ଆଗକୁ ଏହି ୟୁଟୁବ ଚ୍ୟାନେଲ ଆଗେଇ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ୨୦୨୦ ଫେବୃଆରୀ ୨୯ରେ ପ୍ରଥମ କରି ସ୍ୱାଧୀନ ଅଡିଓ ଭିଜୁଆଲ୍ ଷ୍ଟ୍ରିମ ଆପ ଭାବେ ଓଡିଶା ମନୋରଂଜନ ଶିଳ୍ପରେ ଆରମ୍ଭ ହୋଇଥିଲା  ଏହି ଯାତ୍ରା। ଗୋଟିଏ ବର୍ଷ ଭିତରେ AOO TV କୁ ଏକ ପ୍ରତିଯୋଗୀତାମୂଳକ ଓ ଜାତୀୟ ଓଟିଟି ପ୍ଲାଟଫର୍ମରେ ମାନ୍ୟତା ପାଇପାରିଛି। ଏହି ସଫଳ ରୁପାୟନକୁ ଆପଣଙ୍କ ଗହଣରେ ଆଜି ଲୋକାର୍ପଣ କରାଯାଇଛି। ମୋବାଇଲ ପ୍ଲେ ଷ୍ଟୋରରେ AAO TV ର ନୂଆ ଅବତାର AAO NXT, Next to Best…ଉପଲବ୍ଧ ଅଛି।
AAO NXT ଏମିତି ଏକ ଓଟିଟି ପ୍ଲାଟଫର୍ମ ଯେଉଁଠି ଆମର ଅଗଣିତ ନୂଆ ଓ ପୁରୁଣା ଓଡ଼ିଆ,ତେଲଗୁ,,ତାମିଲ ଓ କନ୍ନଡ଼ ଚଳଚିତ୍ର ଦେଖିବାର ସୁଯୋଗ ସୃଷ୍ଟି କରିଛି। ଖାଲି ଏତିକି ନୁହେଁ ,ମୋବାଇଲରେ ଗୋଟିଏ କ୍ଲିକରେ ଆପଣମାନେ ଦେଖି ପାରିବେ ଆଓ ଅରଜିନାଲ ୱେବ ସିରିଜ। ୪୦ରୁ ଅଧିକ ଦେଶରେ ୬୦୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର, ଆଲବମ ଗୀତ ଓ କିଡ୍ସ କଣ୍ଟେଣ୍ଟ ଦେଖି ହେବ। ଓଟିଟି ଲୋକାର୍ପଣ ଅବସରରେ ଚ୍ୟାନେଲର ସି ଇ ଓ ଗ୍ରାହକଙ୍କ ସୂଚନା ପାଇଁ ଏହି ଆପ ସବସ୍କ୍ରିପସନର ବିଭିନ୍ନ ପ୍ୟାକେଜ ବିଷୟରେ ସୂଚନା ଦେଇଛନ୍ତି। ଏହା ସହ AAO NXT ର ଆଗାମୀ ୱେବ ସିରିଜ କ୍ଲବ -69 ର ପ୍ରଥମ ଅଫିସିଆଲ ଟ୍ରେଲର ରିଲିଜ କରାଯାଇଛି। ଖୁବ ଶୀଘ୍ର AAO NXT ଓଟିଟିରେ କରାଯିବ। ଏହାର ୱାର୍ଲଡ଼ ଡିଜିଟାଲ ପ୍ରିମୀୟମ ସମାଜରେ ବଢ଼ି ଚାଲିଥିବା ସାଇବର କ୍ରାଇମ ଉପରେ ସମ୍ବଳିତ ଏହି ଆଓ ଅରିଜିନାଲ ୱେବ ସିରିଜ ର ସ୍କ୍ରିପ ,ମେକିଂ ,ଭିଏଫଏକ୍ସ ଓ  ଏଡିଟିଂ ଓଡିଶା ମନୋରଞ୍ଜନ ଜଗତରେ ନୂଆ ଇତିହାସ ରଚିବ ବୋଲି ଅନୁଷ୍ଠାନର ସିଇଓ କହିଛନ୍ତି।

Mo sapath

Leave A Reply

Your email address will not be published.