Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ମହିଳାଙ୍କୁ ସଶକ୍ତିକରଣ କରିବ ସେବା ପ୍ରୟାସ ଫାଉଣ୍ଡେସନ

0

ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୦୨: ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସେବା ପ୍ରୟାସ ଫାଉଣ୍ଡେସନ ଉଦ୍ୟମ ଆରମ୍ଭ କରିଛି। ଏନେଇ ରାଜଧାନୀରେ ଆୟୋଜନ ହେବ ‘କାର ରାଲି’ ଚତୁର୍ଥ ସଂସ୍କରଣ ମହିଳାମାନେ କାର ଚଲାଇ ସଡ଼କ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ଦେବେ। ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ଏହାର ଚତୁର୍ଥ ମହିଳା କାର୍ ରାଲି, ୭ ମାର୍ଚ୍ଚ ରବିବାରରେ ଅନୁଷ୍ଠିତ ହେବ। ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରି-ଇଭେଣ୍ଟ ଭାବରେ ଏବଂ ୭ ଟି ଭିନ୍ନ ବର୍ଗରେ ସପ୍ତମ ମହିଳା ଆଚିଭର୍ ଫେଲିସିଟେସନ୍ “କଳିଙ୍ଗ ବୀରାଙ୍ଗନା” ଆୟୋଜନ କରିବାକୁ ଯାଉଛି । ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ, ନୟାଗଡ଼ ଜିଲ୍ଲାର ଦୁଇଟି ଗ୍ରାମରେ ଅନ୍ ଲାଇନ୍ ରେ ପାଠ ପଢା ହେବ। ମୋବାଇଲ୍ କିମ୍ବା ଲାପଟପ୍ ସୁବିଧା ନଥିବା ଗ୍ରାମୀଣ ଛାତ୍ରମାନଙ୍କ ପାଇଁ ଏକ ଡିଜିଟାଲ୍ ଶ୍ରେଣୀଗୃହ ସ୍ଥାପନ କରାଯିବ। କାର ରାଲିରୁ ଯେଉଁ ଟଙ୍କା ଆସିବ ଏହି “SPF eShiksha” ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ। ଏହି ରାଲି ଜନତା ମଇଦାନ, ଜୟଦେବ ବିହାର- ଆଚାର୍ଯ୍ୟ ବିହାର- ବାଣିବିହାର- ରସୁଲଗଡ- ଦେଇ ଉତ୍କଳ କନିକା ଗ୍ୟାଲେରିଆରେ ପହଁଚିବ। ଏହାପରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।

Registration Link: https://forms.gle/KaMWYNHwRbrdfo88

Blank space

Also available on Seva Prayas Foundation FB/Instagram/website

Mo sapath

Leave A Reply

Your email address will not be published.