Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଜେଇଇ ମେନ୍ ରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ

ଦେଶର ଅଗ୍ରଣୀ କୋଚିଙ୍ଗ ସେଣ୍ଟର ମାନଙ୍କ ମଧ୍ୟରୁ ଆକାଶ ଆଇଆଇଟି ଜେଇଇ ଅନ୍ୟତମ ଭାବେଗଣା ଯାଉଛି

0

ଭୁବନେଶ୍ୱର,ନିରପେକ୍ଷ ଖବର ତା:୦୯/୦୩ ଚଳିତବର୍ଷ ଜେଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନ୍‌ଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ବର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ ରଖି ଓଡ଼ିଶା ଟପର ହୋଇପାରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି ଦ୍ଵାରା ପରିଚାଳିତ ( ଏନଟିଏ) ଫେବୃୟାରି ୨୦ ୨୧ ଜେଇଇ ମେନ୍ପ ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ ସର୍ବମୋଟ ୬୨ ୦୯୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ଆକାଶ ଇନିଷ୍ଟୁଟ୍ ଭୂବନେଶ୍ୱର ଶାଖାର ୯ ଜଣ ଛାତ୍ରଛାତ୍ରୀ ଦମଦାର ପ୍ରଦର୍ଶନ କରି ୯୮.୫ ୧୭ ପରସେଣ୍ଟାଇଲ୍ ରୁ ଉର୍ଦ୍ଧ୍ୱରେ ନମ୍ବର ରଖ୍ ଆଶାନୁରୂପକ ସଫଳତା ହାସଲକରିଛନ୍ତି । ଉକ୍ତ ପରୀକ୍ଷାଟି ୨୦ ୨୧ ଫେବୃୟାରି ୨୪ ରୁ ୨୬ ତାରିଖ ମଧ୍ୟରେ ହୋଇଥିବା ବେଳେ ୨ୟ ପର୍ଯ୍ୟାୟଟି ମାର୍ଚ୍ଚ ୨୦୨୧ ରେ ହେବ । ଆକାଶ ଆଇଆଇଟି ଜେଇଇ ଭୁବନେଶ୍ୱର ଶାଖାର ଦୀପକ ନନ୍ଦ ୯୯.୯୮୧, ଅଚ୍ଚିତା ପଟ୍ଟନାୟକ ୯୯.୮୦୯ ସୁଦିପ ରଞ୍ଜନ ସାହୁ ୯୯.୫ ୨୩, ଗୌରୀ ଶଙ୍କର ସ୍ବାଇଁ ୯୯.୪୮୦, ଆକାଶ ଗେନିରିୱାଲ ୯୯.୩୯୫, ଏନ୍ ଅନୁଷ୍କା ୯୯.୩୮୮, ପ୍ରତିକ୍ ଦାସ ୯୮.୯୮୧, ଏବଂ ଓମ୍ ଅନିମେଶ ମିଶ୍ର ୯୮.୫୧୭ ପରେଣ୍ଟାଇଲ ରଖି ଓଡ଼ିଶାର ଟପର ଲିଷ୍ଟରେ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଶାଖା ନିର୍ଦ୍ଦେଶକ ଏବି ସିଂହ ପରିକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅଭିଭାବଙ୍କ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ ଆପଣମାନେ ନିଜ ନିଜର ସନ୍ତାନମାନଙ୍କୁ ସର୍ବଦା ଆଶ୍ରୀର୍ବାଦଦେଉଥିଲେ ସେମାନେ ଅଗକୁ ଆସୁଥିବା ଜେଇଇ ଆଡ଼ଭାନସ ପରିକ୍ଷାରେ ଟପର ହୋଇ ଦେଖାଇପାରିବେ । ଶ୍ରୀ ସିଂହ ଏହି ସଫଳତାର ଶ୍ରେୟ ସଂସ୍ଥାରେ କାର୍ଯ୍ୟରତ ସମସ୍ତ ଶିକ୍ଷକଗଣ, ଅଭିଭାବକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଦେଇଛନ୍ତି । ଆକାଶ ଇନ୍‌ଷ୍ଟିଚ୍ୟୁଟ୍, ଭୁବନେଶ୍ବର ବିଗତ ୩ ବର୍ଷ ହେଲା ଟପର ଦେଇଆସୁଅଛି।

Mo sapath

Leave A Reply

Your email address will not be published.