Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଲିଭିଂଗ ହୁମାନୀଟି ପକ୍ଷରୁ ଦୃଷ୍ଟିହୀନ ପରିବାରଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ …

* ଏକ ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଲିଭିଙ୍ଗ ହ୍ୟୁମାନିଟି

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୬ ଲିଭିଂଗ ହୁମାନୀଟି ଏକ ସାମାଜିକ ଅନୁଷ୍ଠାନ ସର୍ବଦା ମଣିଷ ଭିତରେ ଥିବା ମଣିଷ ପଣିଆ ଜାଗ୍ରତ କରିବା ଦିଗରେ ବିଭିନ୍ନ କାଯ୍ୟ କରିଥାଏ । ଦୁଃଖୀ, ଦିଵ୍ୟାଙ୍ଗ,ଅସହାୟ ମାନଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇ ଥାଏ । ଏହି ସାହାଯ୍ୟ ବିଭିନ୍ନ ବର୍ଗର ଲୋକମାନଙ୍କଠୁ ବସ୍ତୁ, ଶ୍ରମ ଵା ଅର୍ଥ ରୂପରେ ଆସି ପ୍ରକୃତ ଅସହାୟମାନଙ୍କ ନିକଟରେ ପହଞ୍ଚେ ।
ଗତବର୍ଷ ମହାମାରୀ କରୋନାରେ ଏହି ଅନୁଷ୍ଠାନ ଭିନ୍ନକ୍ଷମ, ଦିଵ୍ୟାଙ୍ଗ,କୃଷ୍ଠ ରୋଗୀ ଏବଂ ଅନେକ ଅସହାୟଙ୍କୁ ସେମାନଙ୍କ ପରିସ୍ଥିତି ସୁଧୁରିବା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ମେଡିସିନ ଏବଂ ସ୍ୱାସ୍ଥ୍ୟ ସେବା ଇତ୍ୟାଦି ସାହାଯ୍ୟ କରିଥିଲା । ଆଜି ସତ୍ୟନଗର ନଵୀନ ଵସ୍ତି ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଦୃଷ୍ଟିହୀନ ଏବଂ ଅସହାୟ ପରିବାରଙ୍କୁ ସମସ୍ତ ରାସନ ସାମଗ୍ରୀ, ବିସ୍କୁଟ, ମିଠା, ମାସ୍କ, ସାନୀଟାଇଜର ଇତ୍ୟାଦି ପ୍ରଦାନ କରିଛି । ଏହି କାର୍ଯ୍ୟ ଭୁବନେଶ୍ୱର ସମେତ କଟକ, ପୁରୀ, ଯାଜପୁର ଇତ୍ୟାଦି ରାଜ୍ୟର ଅନେକ ସ୍ଥାନରେ ଚାଲୁଅଛି ।
Co-Existance (ସହବସ୍ଥାନ) ସୃଷ୍ଟି ର ନିୟମ l ଏହାକୁ ଆଡେଇ ମଣିଷ ସମାଜ ଅସମ୍ଭବ l କିଛି ଚୁଡା ଚାଉଳରେ କାହାର ଭୋକ ସବୁଦିନ ପାଇଁ ଯାଇ ନପାରେ କିନ୍ତୁ ଆମ ଭଳି ମଣିଷ ଭିତରେ ମଣିଷ ପଣିଆ ଜାଗ୍ରତ ହେବା, ମିଳିମିଶି ଚଳିବା ଏବଂ ସୁସ୍ଥ ସମାଜ ଗଠନ ର ଭାଗୀଦାର ହେବା ପାଇଁ ଲିଭିଙ୍ଗ ହ୍ୟୁମାନିଟି ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା

Mo sapath

Leave A Reply

Your email address will not be published.