Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟକାଳ ସମୟସୀମା ବୃଦ୍ଧି କରାଗଲା….

ଛୋଟ ମୋଟ ଘଟଣାକୁ ଅଣଦେଖା କରି ସରକାର ବଦନାମ ନହୁଅନ୍ତୁ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୧୦ ରାଜ୍ୟରେ ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟ କାଳ ବୃଦ୍ଧିକୁ ନେଇ ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପ୍ରତ୍ୟେକ ତିନି ବର୍ଷରେ ଥରେ ଚାଇଲଡ୍ କମିଶନ ମେମ୍ବର ପରିବର୍ତନ କରାଯାଇଥାଏ। ନିୟମ ଅନୁଯାଇ କମିଶନ ମେମ୍ବରଙ୍କ ସମୟସୀମା ତିନି ବର୍ଷ ରଖା ଯାଇଛି ।ସମସ୍ତ ସଦସ୍ୟ ମାନେ ତିନି ବର୍ଷ ରହିବା ପରେ ସେମାନଙ୍କ ସମୟ କାଳ ସରିବାରୁ ସେମାନଙ୍କୁ ବିଦାୟ ଦିଆଯାଇଛି । ସେମାନଙ୍କ ମଧ୍ୟରୁ କାହାରି ସମୟ କାଳ ବୃଦ୍ଧି କରା ଯାଇନି କି କାହାରିକୁ ଉକ୍ତ ସ୍ଥାନରେ ଅବସ୍ଥାପିତ କରା ଯାଇନାହିଁ ।ଏଠାରେ ସବୁଠାରୁ ଆଚମ୍ବିତ ହେବା କଥା ହେଉଛି ପୂର୍ବରୁ ଯେଉଁ ମାନେ ଏଠାରେ ଅବସ୍ଥାପିତ ହୋଇଛନ୍ତି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଅଥବା ପୋଷ୍ଟ ଗ୍ରାଜୁଏଟ ଥିଲା । କିନ୍ତୁ ବର୍ତମାନ ଯାହାକୁ ଏକ୍ସଟେନସନ ଦିଆଯାଇ ମେମ୍ବର ଭାବରେ ଅବସ୍ଥାପିତ କରାଯାଇଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରକୁ ତର୍ଜମା କରିଯାଇଛିକି । ଯେବେଠାରୁ ରାଜ୍ୟରେ ନବୀନଙ୍କ ସରକାର ରେ “ଫାଇବ୍ ଟି” ସଚିବ ଅବସ୍ଥାପିତ ହୋଇଛନ୍ତି ସେବେ ଠାରୁ ସବୁ କାର୍ଯ୍ୟ ସ୍ୱଚ୍ଛତା ସହିତ ହେଉଛି । କିନ୍ତୁ ଗତ ଅଗଷ୍ଟ ମାସରେ ବର୍ତମାନର ଚାଇଲଡ୍ କମିଶନ ମେମ୍ବରଙ୍କର ସମୟ ସୀମା ବୃଦ୍ଧି କିପରି କରାଗଲା….? ଏବେ ଏହି ସଦସ୍ୟ ଏକ୍ସଟନସନ ପାଇବା ପରେ ନିଜର ଚାରି ଚକିଆ ଗାଡିରେ ସରକାରୀ ଲୋଗ ଲଗାଇ ସାରା ରାଜ୍ୟ ବୁଲୁଛନ୍ତି । ଯାହା ଆଇନ ବିରୁଧ ଅଟେ । ଏହା ଏବେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଲାଣି ଓ ଏହା ସହ ସାଧାରଣ ଲୋକେ ବି କହୁଛନ୍ତିଯେ ରାଜ୍ୟ ସରକାରଙ୍କ ଦାଇତ୍ୱ ଓ କାର୍ଯ୍ୟ ଅଧିକ ବଢିଯାଇ ଥିବାରୁ ଏପରି ଛୋଟ ମୋଟ ଘଟଣାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ।କିନ୍ତୁ ପଦସ୍ଥ ଅଫିସରମାନେ ବୁଝିବା ଉଚିତ ଯେ ଗୋଟେ ଛୋଟ କଣାଟେ ବି ବିରାଟ ଜାହାଜକୁ ବୁଡ଼ାଇ ଦିଏ ତେଣୁ ଏପରି ଛୋଟ ମୋଟ ଘଟଣାକୁ ଅଣଦେଖା କରି ସରକାର ବଦନାମ ନହୁଅନ୍ତୁ । ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Mo sapath

Leave A Reply

Your email address will not be published.