Blank space
Blank space
Breaking News/ମୁଖ୍ୟ ଖବର:
ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Blank space

ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

0

ଭୂବନେଶ୍ଵର, ନିରପେକ୍ଷ ଖବର:ତା ୦୪/୦୩ ଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ

ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ

Blank space

ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଚଳିତ ବିଧାନସଭା ଅଧ୍ବବେଶନ କାଳରେ ଏସ୍.ଇ.ଏମ୍

ମାନଙ୍କୁ ଜଳ ଯୋଗାଣ କର୍ମପ୍ସରୀର ମାନ୍ୟତା ପ୍ରଦାନ ଦାବିରେ ଆସନ୍ତା ମାର୍ଚ୍ଚ୨୧ ତାରିଖରେ

ବିଧାନସଭା ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି ।

ଓଡିଶା ରାଜ୍ୟ ମିଳିତ ସ୍ଵାବଲମ୍ବୀ କାରୀଗର ସଂଘ ସଭାପତି ପ୍ରଦୀପ୍ତି ରାମ, କାର୍ଯ୍ୟକାରୀ

ସଭାପତି ରାଜକିଶୋର ମଲ୍ଲିକ, ସମ୍ପାଦକ ଜିତେନ୍ଦ୍ର ବଳବନ୍ତରାୟ, ଉପସଭାପତି ଚିନ୍ତାମଣୀ

ପଟ୍ଟନାୟକ, ସହ-ସମ୍ପାଦକ ସୀମାଞ୍ଚଳ ବେହେରା, କୋଷାଧ୍ୟକ୍ଷ ପ୍ରଦିପ୍ତ ପରିଡା ଓ କାର୍ଯ୍ୟକାରୀ

କମିଟି ସଦସ୍ୟ ସର୍ବଶ୍ରୀ ପ୍ରମି ଥା ଦଣ୍ଡପାଣି ପଣ୍ଡା, ସମସ୍ତ ଚକ୍ରତକୁ, ହିମାଂଶୁ ପାତ୍ର,

ଭୂତ ମହାପାତ୍ର, ଅବଧି ଘୋଗ, ଉଷା ଓ

ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ରାଜ୍ୟର ଶତାବ୍ଦିକ ଏସ୍.ଇ.ଏମ୍ ନେତା ଉକ୍ତ ସାମ୍ବାଦିକ ସମ୍ମିଳନୀରେ

ଉପସ୍ଥିତ ରହି ପଞ୍ଚାୟତ ନଳକୂପ ମରାମତି ମିସ୍ତ୍ରୀ ଓ ପାଣି ପମ୍ପ ସ୍ଖଳକ( ସ୍ଵାବଲମ୍ବୀ କାରୀଗର)

ମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଦିର୍ଘ ୨୫ବର୍ଷ ଧରିନାମକୁ ମାତ୍ର ପାରିଶ୍ରମିକ

ବିନିମୟରେ ବର୍ଷସାରା ବିନା ଛୁଟିରେ କାମ କରି ଆସୁଥ‌ିବା ଏହି ଶ୍ରମିକମାନଙ୍କୁ ପୂର୍ବର ନବୀନ

ସ୍‌କାର ଓ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ସ୍ଵାବଲମ୍ବୀ କାରୀଗର ନାମରେ ପ୍ରତାରଣା କରି

ଆସିଛନ୍ତି । ଜଳଯୋଗାଣ କର୍ମପ୍ସରୀର ମାନ୍ୟତା ପ୍ରଦାନ ତ ଦୂରର କଥା ଅଦ୍ୟାବଧୂ ସେମାନଙ୍କୁ

ସର୍ବନିମ୍ନ ମଜୁରୀ ତାଲିକାରେ ସ୍ଥାନ ମଧ୍ୟ ଦେଇନାହାନ୍ତି । ସମ୍ପ୍ରତି ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ

ସେମାନଙ୍କୁ ଜଳଯୋଗାଣ କର୍ମରୀର ମାନ୍ୟତା ଓ କୁଶଳୀ କାରୀଗର ସର୍ବନିମ୍ନ ମଜୁରୀ ପ୍ରଦାନ

କରିବା ନୈତିକ ଦାୟିତ୍ଵ ମୋହନ ସରକାର ଗ୍ରହଣ କରନ୍ତୁ ବୋଲି ସଂଘ ଦାବି କରିଛି । କାମକଲା

ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ଏସ୍.ଇ.ଏମ୍ ପରିବାରକୁ ୨୦ଲକ୍ଷଟଙ୍କା ବୀମା ସହାୟତା

ପ୍ରଦାନ, ଦୀର୍ଘବର୍ଷ କାମକରି ଅବସର ଗ୍ରହଣ କରୁଥିବା ନଳକୂପ ମିସ୍ତ୍ରୀ ଓ ପମ୍ପ •

ଡ୍ରାଇଭର(ଏସ୍.ଇ.ଏମ୍) ଅବସର ସମୟରେ ଅବସର କାଳିନ ସହାୟତା ଓ ପେନ୍‌ସନ ପ୍ରଦାନ

ପାଇଁ ମଧ୍ୟ ସଂଘ ଦାବି କରିଛି । ଏହି ସମସ୍ତ ଦାବିରେ ଚଳିତ ବିଧାନସଭା ଅଧ୍ଵବେଶନର ଦ୍ଵିତୀୟ

ପର୍ଯ୍ୟାୟରେ ଆସନ୍ତା୨୧ତାରିଖ ସାରା ଓଡିଶାର ନଳକୂପ ମିସ୍ତ୍ରୀ ଓ ପମ୍ପ ଡ୍ରାଇଭର(ଏସ୍.ଇ.ଏମ୍)

ବିଧାନସଭା ଘେରାଉ କରିବେ ବୋଲି ଘୋଷଣା କରାଯାଇଛି । ସରକାର ତୁରନ୍ତ ଦାବୀ ପୂରଣ ନ

କଲେ ସାରା ରାଜ୍ୟରେ ଏସ୍.ଇ.ଏମ୍ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ଘୋଷଣା

କରିଛି ।

Mo sapath

Leave A Reply

Your email address will not be published.