Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍…

ଖରାରୁ ରକ୍ଷା ପାଈ ପୋଲିସ୍ କର୍ମଚାରୀଙ୍କୁ ଛତା,ଡାକ କର୍ମଚାରୀଙ୍କୁ ମାସ୍କ ଓ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟସାମଗ୍ରୀ

0

ଭୂବନେଶ୍ବର, ନିରପେକ୍ଷ ଖବର: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ ଭୂବନେଶ୍ବର ମ୍ୟୁନିସିପାଲ କର୍ପୋରେସନ , କମିସନରେଟ ପୋଲିସର ସହଯୋଗରେ ରେଡ୍ ସ୍ବସ୍ତିକ୍ ପକ୍ଷରୁ ସହଯୋଗର ହାତ ବଢାଯାଇଛି।ବର୍ତମାନ ଅନୁଷ୍ଠାନ ପକ୍ଷରୁ ରାସନ ପ୍ୟାକେଟ୍ ନିରାସ୍ରୟ ତଥା ଅସହାୟ ପାଖରେ ପହଞ୍ଚା ଯାଉଛି।ପ୍ରଥମ ପର୍ଯ୍ୟାୟରେ ୫୦୦ ରୁ ଉର୍ଧ ପ୍ୟାକେଟ୍ ଦିଆଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୦୦୦ ରୁ ଉର୍ଧ ପ୍ୟାକେଟ୍ ପହଞ୍ଚାଯାଇଛି ବୋଲି ଅନୁଷ୍ଠାନର ସଚିବ କହିଛନ୍ତି।ଏହା ସହିତ ରେଡ଼୍‌ସ୍ୱସ୍ତିକ୍ ସ୍ବସ୍ତିକ୍ ପକ୍ଷରୁ କମିସନରେଟ୍ ପୋଲିସ୍ ମାନଙ୍କ ନିମନ୍ତେ ୫୧୫ଓ ପୁରୀ ପୋଲିସ୍ ମାନଙ୍କ ନିମନ୍ତେ ୧୦୦ ଛତା,ପୋଷ୍ଟାଲ୍ କର୍ମଚାରି ମାନଙ୍କ ନିମନ୍ତେ ୧୦୦୦ରୁ ଉର୍ଧ ମାସ୍କ ପ୍ରଦାନ କରାଯାଇଛି।ଆଗାମୀ ଦିନରେ ଲକ୍ ଡାଉନ୍ ସ୍ଥିତିକୁ ଦୃଷ୍ଟି ରଖି ଏହି କାର୍ଯ୍ୟକ୍ରମ ଜାରି ରହିବବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହା ସହିତ ସାପତିକ ସ୍ଥିତିରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ଆଗାମୀ ୨୮ ତାରିଖରେ କମିସନରେଟ୍ ପୋଲିସ ସହଯୋଗରେ ପୋଲିସ୍ ରିଜର୍ଭ ଅଫିସ୍ ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।ଏହ ଶିବିରରେ ସ୍ବେଛ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ଶ୍ରୀ ଦେବାଶିଷ ପଟ୍ଟନାୟକ ନିବେଦନ କରି
ଛନ୍ତି। ଏହି କାର୍ଯ୍ୟକ୍ରମ ମାନଙ୍କରେ ରେଡ୍ ସ୍ବସ୍ତିକ୍ ର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ଗଗନ ପଇତାଲ୍ ସହଯୋଗ କରୁଛନ୍ତି।

Mo sapath

Leave A Reply

Your email address will not be published.