Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ

0

*ଲକ୍ଡାଉନ୍ ଆରମ୍ଭରୁ ଅସହାୟଙ୍କୁ ଯୋଗାଉଛନ୍ତି ଖାଦ୍ୟ ସାମଗ୍ରୀ ଓ ଜରୁରୀ ଉପକରଣ…   ଭୁବନେଶ୍ୱର, ନିିିରପେକ୍ଷ ଖବର:ତା ୨୦/୦୫ କରୋନା ମହାମାରୀର କାୟାରେ ଯେତେବେଳେ ସାରା ବିଶ୍ବ,ଦେଶ ଓ ରାଜ୍ୟ ଭିତତ୍ରସ୍ତ ସେହି ସମୟରେ ଅସହାୟ ମାନବ ସମାଜ।ଅସହାୟତା ଭିତରେ ଭୋକ ଉପାଶରେ କଟୁଛି ଅନେକଙ୍କ ଜନଜୀବନ।ଏହିପରି ସ୍ଥିତିରେ ସହଯୋଗର ହାତ ବଢାଇଛି ମାତୃଶକ୍ତି ଫାଉଣ୍ଡେସନ।ଭୁବନେଶ୍ୱର ଭି.ଏସ୍.ଏସ୍ ନଗରର ବିଭିନ୍ନ ବସ୍ତି ଅଞ୍ଚଳ ରେ ମାତୃଶକ୍ତି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ମହାନ୍ତିଙ୍କ ନେତୃତ୍ବରେ ଶୁଖିଲା ଖାଦ୍ୟ ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଲକ୍ଡାଉନ୍ ଆରମ୍ଭ ଦିନଠାରୁ ସ୍ଥାନିୟ ବସ୍ତି ତଥା ନିରାସ୍ରୟ ଲୋକଙ୍କୁ ଜରୁରୀସାମଗ୍ରୀ ସହ ଅନ୍ୟାନ୍ୟ ଆବଶକୀୟ ଉପକରଣ ମାନ ଯୋଗାଇ ଆସୁଛନ୍ତି।ଫାଉଣ୍ଡେସନ ଅଧ୍ୟକ୍ଷାଙ୍କ ମତାନୁସାରେ ସମସ୍ତ ସଦସ୍ୟ ମାନଙ୍କର ସଦ୍ଇଛ୍ଛା ଓ ଅଦମ୍ୟ ସହଯୋଗରେ ଏହି ସବୁ ସମ୍ଭବ ହୋଇପାରିଛି। ଏହି କର୍ଯ୍ୟକ୍ରମ ରେ ମାତୃଶକ୍ତି ଫାଉଣ୍ଡେସନ ର କର୍ମକର୍ତ୍ତା ସୁକାନ୍ତି ,ସୋନି,ଜୟନ୍ତୀ,ସବିତା, ପ୍ରଭାତୀ,ଗୋଲାପ, ରୋଜି, ଶକୁନ୍ତଳା, ଦିପୀନା, ସଞ୍ଜୟ, ଆଦିତ୍ୟ, ସୁଶାନ୍ତ, ସମରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏଇ ଭଳି ପ୍ରୟାସ ଜାରି ରହିବ ବୋଲି ମାତୃଶକ୍ତି ଫାଉଣ୍ଡେସନ ର ଅଧକ୍ଷ୍ୟା ଶ୍ରୀମତୀ ପ୍ରଭାସିନୀ ମହାନ୍ତି ମତବ୍ୟକ୍ତକରିଥିଲେ ।

Mo sapath

Leave A Reply

Your email address will not be published.