Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୦୫ ଶୁକ୍ରବାର

* କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ 
*ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ସହ ଏଣିକି ମିଳିବ ଜୋତା ଓ ମୋଜା
*୩ରୁ ୬ ବର୍ଷର ପିଲାଙ୍କୁ ୟୁନିଫର୍ମ ସହ ମିଳିବ ଜୋତା ଓ ମୋଜା
*  ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ମିଳିବ ସ୍ୱେଟର
* ଗେମନ୍‌ର ଏକ ଯୌଥ କମ୍ପାନିକୁ ଦିଆଗଲା ଅନ୍ତର୍ଜାତୀୟ ଟେଣ୍ଡର
* OAS ଜୁନିଅର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି
* ରାଜସ୍ବ ବିଭାଗ ଅଧୀନରେ କାମ କରିବେ ନୂଆ OAS ଅଧିକାରୀ
* ୨୦ରୁ ୫୦ କର୍ମଚାରୀ ଥିବା କାରଖାନା ପାଇଁ ଥରେ ମାତ୍ର ପଞ୍ଜିକରଣ ସୁବିଧା
* କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ମନ୍ତ୍ରୀ ପରିଷଦ ବୈଠକର ସଂକଳ୍ପ
* ତ୍ୟାଗ ଓ ବଳିଦାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ
* କୋଭିଡ ମୁକାବିଲା ପାଇଁ ସ୍ବତନ୍ତ୍ର ଜୀବିକା ଖସଡ଼ାକୁ ଅନୁମୋଦନ
* ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ ହଜାର କୋଟିର ପାଣ୍ଠି ମଞ୍ଜୁର
* କରୋନା ଲଢେଇ ପାଇଁ ଖର୍ଚ୍ଚ ହେବ ୧୭ହଜାର କୋଟି ଟଙ୍କା
* ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ଖର୍ଚ୍ଚ ହେବ
* ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ପାଇଁ ଖର୍ଚ୍ଚ ହେବ ଏହି ଟଙ୍କା
* ଉପକୃତ ହେବେ ୨୪ଲକ୍ଷ ୫୦ହଜାର ଚାଷୀ
* ଜୀବିକାକୁ ଟ୍ରାକକୁ ଆଣିବାକୁ ମନ୍ତ୍ରୀପରିଷଦ ବୈଠକରେ ବଡ ନିଷ୍ପତ୍ତି
* କୃଷି , ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୩୭୩.୭୦ କୋଟି
* ୪ହଜାର ପାନ ଚାଷୀଙ୍କୁ ୧୬କୋଟିର ସହାୟତା ମିଳିବ
* ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୪୦କୋଟି
* ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ
* ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ
* ଏନଡିଆରଏଫ ଷ୍ଟେସନ ପାଇଁ ବାଲେଶ୍ୱରରେ ସାଢେ ୩ ଏକର ଜାଗା
* ଏଣିକି ପର୍ଯ୍ୟଟନ ପ୍ରକଳ୍ପ ପାଇଁ କେବଳ ଇଡକୋରୁ ଯୋଗାଯିବ ଜମି
* ଚାଷ ପାଇଁ ୨୦୦କୋଟି ଟଙ୍କାର ସହାୟତା
* ୨୪.୫୬ ଲକ୍ଷ ଚାଷୀ ଉପକୃତ ହେବେ
* ୫ଲକ୍ଷ ପରିବା ଚାଷୀଙ୍କୁ ମଞ୍ଜି ଯୋଗାଯିବ
* ଆସ୍କା କୋପରେଟିଭ ସୁଗାର ଲି.କୁ ୧୫କୋଟି ସହାୟତା
* କ୍ୟାସ କ୍ରେଡିଟ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ
* ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି
* ଓରେଡାକୁ ଶକ୍ତି ବିଭାଗକୁ ଦିଆଗଲା ଓରେଡା – ଓଡିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି

Blank space

* ସୋସାଇଟି ଆକ୍ଟରେ ପରିବର୍ତ୍ତନ ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡିବ
* ହୋଟେଲ ଓ ରେଷ୍ଟ୍ରୁରାଣ୍ଟ ପାଇଁ ଜମି ଦେବ ଇଡକୋ
* ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ
* ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ବଡ ଘୋଷଣା
* ରାଜ୍ୟରେ ପ୍ରତିଷ୍ଠା ହେବ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ
* ଧାମରାରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ
* ଢେଙ୍କାନାଳରେ ପ୍ରତିଷ୍ଠା ହେବ ମେଡିକାଲ ପାର୍କ
* ୧ ହଜାର ଏକର ଲେଖାଏଁ ଜାଗାରେ ପ୍ରତିଷ୍ଠା ହେବ ପାର୍କ
* ଦୁଇଟି ପାର୍କରେ ନିବେଶ ହେବ ୬ ରୁ ୭ ହଜାର କୋଟି ଟଙ୍କା ….

Mo sapath

Leave A Reply

Your email address will not be published.