Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୦୫ ଶୁକ୍ରବାର

* କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ 
*ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ ସହ ଏଣିକି ମିଳିବ ଜୋତା ଓ ମୋଜା
*୩ରୁ ୬ ବର୍ଷର ପିଲାଙ୍କୁ ୟୁନିଫର୍ମ ସହ ମିଳିବ ଜୋତା ଓ ମୋଜା
*  ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ମିଳିବ ସ୍ୱେଟର
* ଗେମନ୍‌ର ଏକ ଯୌଥ କମ୍ପାନିକୁ ଦିଆଗଲା ଅନ୍ତର୍ଜାତୀୟ ଟେଣ୍ଡର
* OAS ଜୁନିଅର ବ୍ରାଞ୍ଚରେ ୧୯୨ ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି
* ରାଜସ୍ବ ବିଭାଗ ଅଧୀନରେ କାମ କରିବେ ନୂଆ OAS ଅଧିକାରୀ
* ୨୦ରୁ ୫୦ କର୍ମଚାରୀ ଥିବା କାରଖାନା ପାଇଁ ଥରେ ମାତ୍ର ପଞ୍ଜିକରଣ ସୁବିଧା
* କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ମନ୍ତ୍ରୀ ପରିଷଦ ବୈଠକର ସଂକଳ୍ପ
* ତ୍ୟାଗ ଓ ବଳିଦାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ
* କୋଭିଡ ମୁକାବିଲା ପାଇଁ ସ୍ବତନ୍ତ୍ର ଜୀବିକା ଖସଡ଼ାକୁ ଅନୁମୋଦନ
* ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ ହଜାର କୋଟିର ପାଣ୍ଠି ମଞ୍ଜୁର
* କରୋନା ଲଢେଇ ପାଇଁ ଖର୍ଚ୍ଚ ହେବ ୧୭ହଜାର କୋଟି ଟଙ୍କା
* ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ଖର୍ଚ୍ଚ ହେବ
* ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ପାଇଁ ଖର୍ଚ୍ଚ ହେବ ଏହି ଟଙ୍କା
* ଉପକୃତ ହେବେ ୨୪ଲକ୍ଷ ୫୦ହଜାର ଚାଷୀ
* ଜୀବିକାକୁ ଟ୍ରାକକୁ ଆଣିବାକୁ ମନ୍ତ୍ରୀପରିଷଦ ବୈଠକରେ ବଡ ନିଷ୍ପତ୍ତି
* କୃଷି , ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୩୭୩.୭୦ କୋଟି
* ୪ହଜାର ପାନ ଚାଷୀଙ୍କୁ ୧୬କୋଟିର ସହାୟତା ମିଳିବ
* ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୪୦କୋଟି
* ଏଗ୍ରିକଲଚର ଆକ୍ଟ-୧୯୫୬ରେ ସଂଶୋଧନକୁ ଅନୁମୋଦନ
* ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ
* ଏନଡିଆରଏଫ ଷ୍ଟେସନ ପାଇଁ ବାଲେଶ୍ୱରରେ ସାଢେ ୩ ଏକର ଜାଗା
* ଏଣିକି ପର୍ଯ୍ୟଟନ ପ୍ରକଳ୍ପ ପାଇଁ କେବଳ ଇଡକୋରୁ ଯୋଗାଯିବ ଜମି
* ଚାଷ ପାଇଁ ୨୦୦କୋଟି ଟଙ୍କାର ସହାୟତା
* ୨୪.୫୬ ଲକ୍ଷ ଚାଷୀ ଉପକୃତ ହେବେ
* ୫ଲକ୍ଷ ପରିବା ଚାଷୀଙ୍କୁ ମଞ୍ଜି ଯୋଗାଯିବ
* ଆସ୍କା କୋପରେଟିଭ ସୁଗାର ଲି.କୁ ୧୫କୋଟି ସହାୟତା
* କ୍ୟାସ କ୍ରେଡିଟ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ
* ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି
* ଓରେଡାକୁ ଶକ୍ତି ବିଭାଗକୁ ଦିଆଗଲା ଓରେଡା – ଓଡିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି

Blank space

* ସୋସାଇଟି ଆକ୍ଟରେ ପରିବର୍ତ୍ତନ ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡିବ
* ହୋଟେଲ ଓ ରେଷ୍ଟ୍ରୁରାଣ୍ଟ ପାଇଁ ଜମି ଦେବ ଇଡକୋ
* ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦିଆଯିବ
* ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ବଡ ଘୋଷଣା
* ରାଜ୍ୟରେ ପ୍ରତିଷ୍ଠା ହେବ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ
* ଧାମରାରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ
* ଢେଙ୍କାନାଳରେ ପ୍ରତିଷ୍ଠା ହେବ ମେଡିକାଲ ପାର୍କ
* ୧ ହଜାର ଏକର ଲେଖାଏଁ ଜାଗାରେ ପ୍ରତିଷ୍ଠା ହେବ ପାର୍କ
* ଦୁଇଟି ପାର୍କରେ ନିବେଶ ହେବ ୬ ରୁ ୭ ହଜାର କୋଟି ଟଙ୍କା ….

Mo sapath

Leave A Reply

Your email address will not be published.