Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ନିଆରା ଢ଼ଙ୍ଗରେ କଂଗ୍ରେସ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୩୦ /୫ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଅଧକ୍ଷତାରେ କଂଗ୍ରେସ ଭବନ ପରିସରରେ ମହାମାରୀ କରୋନା କୁ ପ୍ରତିହତ କରିବା ନିମନ୍ତେ କାର‌୍ୟ୍ୟରତ ସମସ୍ତ ବର୍ଗର ଭାଇ ଓ ଭଉଣୀ ମାନଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ । ଆପଣମାନଙ୍କର ନିରନ୍ତର ସାଧୁ ଉଦ୍ୟମକୁ ଆହୁରି ଊସ୍ଛାହିତ କରିବା ଉଦେଶ୍ୟରେ ଦଳତରଫରୁ ସଂଧ୍ୟା ୫ ଘଟିକା ସମୟରେ ଜାତୀୟ ସଂଗୀତ \”ଜନଗଣମନ\”, ଓ ୫ ଘଟିକା ୩୦ମି.ରେ ବନ୍ଦେ ଉତ୍କଳ ଜନନୀ ସମେତ ଦେଶାତ୍ମବୋଧକ ସଂଗୀତ ସହ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ ଆଦି ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା ।.ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ,ପରିଚାଳନାଗତ ତ୍ରୁଟି ଓ ଅଦୂରଦର୍ଶିତା ଯୋଗୁଁ ଉତ୍କଳ ମାତା ର ଲକ୍ଷ ଲକ୍ଷ ସନ୍ତାନ ପ୍ରବାସରେ ଅସହ୍ୟ ଯନ୍ତ୍ରଣାରେ ଆଜି ବି ଛଟପଟ ହେଉଛନ୍ତି । କିଏ ଆସୁ ଆସୁ ବସ ଦୁର୍ଘଟଣାରେ ତ କିଏ ରେଳଲାଇନ ରେ ଅବା ଚାଲିଚାଲି ଆସୁଥିବାବେଳେ ଦୟନୀୟ ଅବସ୍ଥାରେ ମୃତ୍ୟୁବରଣ କଲେ । ଦିବଂଗତ ଆତ୍ମା ର ସଦଗତି କାମନା ପାଇଁ ୨ ମିନିଟ ର ନିରବ ପାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ,ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା ସଙ୍ଗୀତଜ୍ଞ ଆଶା ଆଲୋକ ବାରିକ ଓ ପ୍ରଭାସିନୀ ରାଉତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ,ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ,ବିଜୟଲକ୍ଷ୍ମୀ ସାହୂ,ଆଇନଜୀବୀ ଶିବାନନ୍ଦ ରାୟ ,ଶୁଭେନ୍ଦୁ ମହାନ୍ତି ,ରଶ୍ମି ମହାପାତ୍ର ,ଜାନକୀ ବଲ୍ଲଭ ପଟ୍ଟନାୟକ , ସତ୍ୟ ପ୍ରକାଶ ନାୟକ ,ମନୋରଞ୍ଜନ ଦାଶ ,କିଶୋର ଜେନା ,ଚିନ୍ମୟ ସୁନ୍ଦର ଦାଶ ,ପଦ୍ମାକର ଗୁରୁ ,ଜ୍ଞାନଦେବ ବେଉରା,ଅଭିଷେକ ମହାନନ୍ଦ ,ରାଜୀବ ପଟ୍ଟନାୟକ ,ଅଜିତ ମଙ୍ଗରାଜ,ବୀଣାପାଣି ସାମଲ ,ଶୁଭଶ୍ରୀ ପଣ୍ଡା, ପ୍ରଶାନ୍ତ ଶତପଥୀ, ଦୀପକ କୁମାର ମହାପାତ୍ର , ସୁଶାନ୍ତ ତ୍ରିପାଠୀ,ଦେବୀ ପ୍ରସାଦ ମଲ୍ଲିକ, କୁସୁମ ପ୍ରଧାନ ,ସ୍ୱାଧିନବାଳା ଦାଶ ,ନରେଶ ମହାନ୍ତି ,ନିରଞ୍ଜନ ନାୟକ ,ଦେଓ ପ୍ରାସାଦ ,ସତ୍ୟବ୍ରତ ନାୟକ ,ଦୀପକ ସାହୂ ,ସରୋଜ ପରିଡା ,ଆଦିତ୍ୟ ପ୍ରିତମ ଦାଶ ,ବିରଂଚି ବାରିକ ,ମାନସ ଆଚାର‌୍ୟ୍ୟ , ପ୍ରକାଶ ମିଶ୍ର ,କନକଲତା ମଲ୍ଲିକ ହଳଧର ସେଠୀ, ଯୋଗୀନାଥ ବାହୁବଳେନ୍ଦ, ଲଲାଟେନ୍ଦୁ ଦାସ, ରାଜକିଶୋର ବାରିକ୍‌, ଦେବୀ ପ୍ରସାଦ ବାହାଲିଆ, ସଂଜୀବ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଦି, ବିଜୟ ପ୍ରଧାନ, ଜୟକୃଷ୍ଣ ମାଲିଆ, ନିରୋଦ ବରଣ ଖୁଂଟିଆ, ସତ୍ୟସ୍ମିତ ମହାନ୍ତି, ତରୁଣ ମିଶ୍ର, ବିଶ୍ୱଜିତ୍ ଦାଶ, ବଟକୃଷ୍ଣ ରାଉତରାୟ, ରତ୍ନାକର ବେହେରା, ଜ୍ୟୋତିଷ ସାହୁ, ବେଣୁ ଭୋଇ, ସତ୍ୟବ୍ରତ ଗୁରୁ, ବିନୋଦ କୁମାର ରାଉତ, ନଳୀନକାନ୍ତ ନାୟକ, ସଂକୁନା କହଁର, ମନୋଜ ନାୟକ, ୟାସିର ନୱାଜ, ସମ୍ଭଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଜଟଣୀର ମାନନୀୟ ବିଧାୟକ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.