Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଭୁବନେଶ୍ଵରରେ ଭି ଏଲ୍ ସି ସି ପକ୍ଷରୁ ୨ୟ ୱେଲ୍ ନେସ୍ ଓ ବିୟୁଟି ସେଣ୍ଟର୍ ର ଶୁଭାରମ୍ଭ….

0

ଭୁବନେଶ୍ୱର, ନିରପେକ୍ଷ ଖବର:୧୨/୧୨/୨୦୧୯ ଏକ ପ୍ରମୁଖ ଭାରତୀୟ ବିୟୁଟି ଓ ୱେଲନେସ୍ ବ୍ରାଣ୍ଡ ,ଭି ଏଲ୍ ସି ସି ପକ୍ଷରୁ ଆଜି ଆନୁଷ୍ଠାନିକଭାବେ ଭୁବନେଶ୍ଵରରେ ଏହାର ୨ୟ ସେଣ୍ଟର୍ ର ଶୁଭାରମ୍ଭ କରାଯାଇଛି ଏବଂ ଏଥିସହିତ ସହରରେ ପୁର୍ବରୁ

Advertising:
Blank space

ଥିବା ପ୍ରଥମ ସେଣ୍ଟର୍ କୁ ଅନ୍ୟ ଏକ ସ୍ଥାନରେ ବିଶାଳ ଆକାରରେ ପୁନଃ ସ୍ଥାପନ କରାଯାଇଛି।ଏହି ନୂତନ ସେଣ୍ଟର୍ ଗୁଡ଼ିକ ଏବେ ଜନପଥ,ସହିଦନଗର ଏବଂ କୀଟ୍ କଲେଜ ଛକ,ପଟିଆରେ ରହିଥିଵାବେଳେ ଏସବୁକୁ ଭିଏଲସିସି ଗ୍ରୁପ୍ ର ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷ ଶ୍ରୀମତୀ ବନ୍ଦନା ଲୁଥରା ଉଦଘାଟନ କରିଛନ୍ତି। ଭି ଏଲ୍ ସି ସି ବର୍ତ୍ତମାନ ଓଡ଼ିଶାରେ ଏହାର ୭ଟି ୱେଲନେସ୍ ଓ ବିୟୁଟି ସେଣ୍ଟର୍ ସହ ସୌନ୍ଦର୍ଯ୍ୟ ଓ ପୋଷଣ ପାଇଁ ୩ଟି କୌଶଳ ବିକାଶ ସଂସ୍ଥାର ପରିଚାଳନା କରୁଛି। ଦୁଇଟି ଯାକ ସେଣ୍ଟର୍ ରେ ଷ୍ଟେଟ୍ ଅଫ୍ ଦି ଆର୍ଟ୍ ଟେକ୍ନଲୋଜିର ବ୍ୟବହାର କରି ଓଜନ ପରିଚାଳନା ସମାଧାନ,ସ୍କିନ୍ ଓ ହେୟର୍ ଟ୍ରିଟମେଣ୍ଟ୍ ସହ ଲେଜର୍ ଓ ଆଏସ୍ଥେଟିକ୍ ଡର୍ମାଟୋଲୋଜି ଟ୍ରିଟମେଣ୍ଟ୍ ଆଦି ଅତି ଆଧୁନିକ ଉପାୟରେ ଦିଆଯାଉଛି। ଏହି ଉଦଘାଟନୀ ଅବସରରେ ଶ୍ରୀମତୀ ଲୁଥରା କହିଛନ୍ତି,ଭୁବନେଶ୍ୱର ମହାନଗର ହେଉଛି ପୂର୍ଵ ଭାରତର ସବୁଠାରୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହେଉଥିବା ଏକ ସହର। ତେଣୁ ଗତିଶୀଳ ଓ ବ୍ୟସ୍ତତାପୂର୍ଣ୍ଣ ଜୀବନ ଶୈଳୀର ସାମ୍ନା କରୁଥିବା ସହରର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଭି ଏଲ୍ ସି ସି ନିଜର ନୂତନ ଓ ବୈଜ୍ଞାନିକ ପ୍ରଣାଳୀରେ ସ୍ୱୀକୃତିପ୍ରାପ୍ତ ୱେଲନେସ୍ ଓ ବିୟୁଟି ଟ୍ରିଟମେଣ୍ଟ୍ ପ୍ରଦାନକରିବା ସହ ଗ୍ରାହକଙ୍କ ଅଧିକ ଆବଶ୍ୟକଥିବା ବିଷୟ ଉପରେ ଧ୍ୟାନ ଦେଇଛି

Mo sapath

Leave A Reply

Your email address will not be published.