Blank space
Blank space
Breaking News/ମୁଖ୍ୟ ଖବର:
ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳା
Blank space

ଆସନ୍ତୁ ଜାଣିବେ ଆଜି ଠାରୁ ୨୧ ଦିନିଆ ଲକଡାଉନ ବେଳେ କଣ ସବୁ ଖୋଲା ରହିବ ଆଉ କଣ ବନ୍ଦ ରହିବ

0

ଦିଲ୍ଲୀ, ନିରପେକ୍ଷ ଖବର: ୨୪/୦୩ ଆଜି ରାତି ୧୨ଟା ଠାରୁ ସାରା ଦେଶ ହେବ ଲକ୍ ଡାଉନ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେଲା ୨୧ ଦିନ ପାଇଁ ଲକ୍ ଡାଉନ । ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଦୂରତା ରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ। ଜଣେ ଅନ୍ୟ ଜଣଙ୍କ ସଂସ୍ପର୍ଶରେ ନଆସିଲେ ହିଁ କରୋନାର ଚକ୍ର ଭାଙ୍ଗି ହେବ । ତେଣୁ କୋରାନ ସହ ମୁକାବିଲାକରିବାକୁ ହେଲେ କେହି ଘରୁ ବାହାରନ୍ତୁନି ବୋଲି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।ଜାଣନ୍ତୁ ଏହି ୨୧ ଦିନିଆ ଲକଡାଉନ ବେଳେ କଣ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ: ସେଥିପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି।ଏହି ଗାଇଡଲାଇନ ଜାରି ହୋଇଥିବା ସମୟରେ ନଜର ପକାନ୍ତୁ କେଉଁ କେଉଁ ସେବା ଚାଲୁରହିବ।୧-ହସ୍ପିଟାଲ , ୨-ପେଟ୍ରୋଲ ପମ୍ପ, ୩-ଗ୍ୟାସ,୪- ମେଡିସିନ ଷ୍ଟୋର,୫- ରାସନ ଦୋକାନ, ୬-କ୍ଷୀର ଦୋକାନ,୭- ବ୍ୟାଙ୍କ, ୮-ବୀମା ଓ ୯-ଏଟିଏମ ଖୋଲା ରହିବ ।ଏହା ସହିତ ଲୋକଙ୍କ ଅତ୍ୟାବଶ୍ୟକ ଜିନିଷପତ୍ର ପରିବା, ଗ୍ରୋସରୀ ଓ ଫଳ ଦୋକାନ ଖୋଲା ରହିବ ।ତେବେ ଲକଡାଉନ ସମୟରେ ସରକାରୀ ଅଫିସ, ଘରୋଇ ସଂସ୍ଥା ବନ୍ଦ ରହିବ । ସ୍କୁଲ, କଲେଜ ଏବଂ ଟ୍ରେନିଂ ସେଣ୍ଟର ବନ୍ଦ ରହିବ ।ଏହା ସହିତ ସବୁ ପ୍ରକାରର ପରିବହନ ସେବା ମଧ୍ୟ ବନ୍ଦ ରହିବ । ମାତ୍ର ତାଲାବନ୍ଦ କଟକଣା ସମୟରେ ଗଣମାଧ୍ୟମ ସଂସ୍ଥା କାର୍ଯ୍ୟ କରିପାରିବେ ଓ ସମସ୍ତ ସ୍ଥାନ ଯିବା ଆସିବା କରିପାରିବେ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି ।

Mo sapath

Leave A Reply

Your email address will not be published.