ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୦୫ ରାଜଧାନୀ ଭୁବନେଶ୍ବରରେ ଆଜି ବି.ଏମ୍. ସି ପକ୍ଷରୁ ୪.୦ ନୂଆ ନିୟମ ଜାରି କରାଯାଇଛି ନୂଆ ନିୟମ ଅନୁଯାୟୀ ଖୋଲିବନି କିଛି ସପିଙ୍ଗ୍ ମଲ୍। କାରଣ ଏହି ମଲ୍ ଗୁଡ଼ିକୁ ମିଳି ନାହିଁ ଖୋଲିବାକୁ ଅନୁମତି। କରୋନା ମହାମାରୀ କୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ଭଳି ନିଷ୍ପତ୍ତି। ତଳେ ଦିଆଯାଇଥିବା ମଲ୍ ଗୁଡ଼ିକ ବନ୍ଦ ରହିବ ଆଗମୀ ନିଷ୍ପତି ଆସିବା ପର୍ଯ୍ୟନ୍ତ।
