ଭବନେଶ୍ୱର:ନିରପେକ୍ଷ ଖବର:ତା:୨୪/୦୩/୨୦୧୯ ଲାଇକିରାର ପୁର୍ବତନ ବିଜେଡି ବିଧାୟକ ବୃନ୍ଦାବନ ମାଝି ଶନିବାର ବିଜେଡିରୁ ଇସ୍ତଫା ଦେବାପରେ ଆଜି ବିଜେପିରେ ଯୋଗ ଦେବା ପାଇଁ ମନସ୍ତ କରିଛନ୍ତି। ବିଜେପି ଏକ ସ୍ୱଚ୍ଛ ଓ ନିରପେକ୍ଷ ଦଳ ବୋଲି ସେ କହିଛନ୍ତି।ଏହି ଦଳରେ ଯୋଗ ଦେଇ ସେ ତାଙ୍କ ପ୍ରତି ଭରସା ରଖିଥିବା ଲୋକଙ୍କୁ ସେବା କରିବା ପାଇଁ ସୁଯୋଗ ପାଇପାରିବେ।ସେ ପୂର୍ବରୁ ବିଜେପିରେ ଥିଲେ ତେଣୁ ପୁନର୍ବାର ବିଜେପି ପରିବାରକୁ ଫେରିଲେ ନିଜଘରକୁ ଫେରିଛନ୍ତି ବୋଲି ଅନୁଭବ କରୁଛନ୍ତି।
