୨୩ରେ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ …..
କେନ୍ଦ୍ରାପଡା ଓ ବାଲେଶ୍ୱର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି..
ଭୁବନେଶ୍ୱର ନିରପେକ୍ଷ ଖବର, ତା.୧୮/୦୪: ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୨୩ ତାରିଖ ଦିନ ୧୦ଟାରେ କେନ୍ଦ୍ରାପଡା ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ଓ ପରେ ସେହିପରି ଶ୍ରୀ ମୋଦି ମଧ୍ୟାହ୍ନ ୧୨ଟାରେ ବାଲେଶ୍ୱର ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସାଧାରଣକୁ ସମ୍ଭୋଧିତ କରିବେ।
