Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space
Browsing Category

ବ୍ୟବସାୟ

୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ…

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୭/୧୦ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କମଲେଶ କୁମାର ସିଂ ଏବଂ ଏହାର ସୋଲାର ବ୍ରାଣ୍ଡ ଆଇରୋ ସୋଲାର, ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ପ୍ରେରଣାଦାୟକ ପୁରସ୍କାରରେ ସମ୍ମାନିତ ହୋଇଛି | ଓଡ଼ିଶାର…
Read More...

ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ

ଭୁବନେଶ୍ୱର, ନିରପେକ୍ଷ ଖବର : ତା ୧୮/୦୮ ତ୍ରିଧାରା ନୃତ୍ୟ ଅନୁଷ୍ଠାନ ଏହାର ବହୁ ପ୍ରତୀକ୍ଷିତ ସ୍ବର୍ଣ୍ଣ ସମାରୋହ ମାଲେସିଆ ଯାତ୍ରାକୁ ସଫଳତାର ସହ ସମାପ୍ତ କରିଛି, ଯାହା ୧୧ ରୁ ୧୭ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡାଙ୍କ ସମ୍ମାନାର୍ଥେ ଏହି…
Read More...

ବଲିଉଡ୍ ତାରକା ସଲ୍‌ମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ତଥା ଚର୍ଚ୍ଚିତ ଫେସନ୍ ଡିଜାଇନର ଆସ୍‌ଲେ ରେବେଲୋଙ୍କ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଚର୍ଚ୍ଚିତ ଫେସନ୍ ଡିଜାଇନ୍ ଏବଂ ବଲିଉଡ୍ ତାରକା ସଲମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ଆସ୍‌ଲେ ରେବେଲୋ ଆଇ.ଏନ୍‌.ଆଇ.ଏଫ୍‌.ଡି ଭୁବନେଶ୍ୱର ପରିଦର୍ଶନ କରି ଏକ ସ୍ୱତନ୍ତ୍ର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡିର ଡିଜାଇନ…
Read More...

ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ତୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୧୧ ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର…
Read More...

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦ ଓଡ଼ିଶାର ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀକୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ…
Read More...

ଅକ୍ଟୋବର ୨୮ରୁ ୩-ଦିନିଆ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨

ଭୁବନେଶ୍ୱର,ନିରପେକ୍ଷ ଖବର : ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସାର କରିବା ଲାଗି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଓଡ଼ିଶା…
Read More...

ଭୁବନେଶ୍ୱରରେ ଖୋଲିଲା ଉତ୍କଳମ୍ରିତା’ ଷ୍ଟୋର….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଆଜି ଭୁବନେଶ୍ୱର ସ୍ଥିତ ଶହୀଦ୍ ନଗର ପ୍ଲଟ ନମ୍ବର-୬୫୦ ଠାରେ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍' ଯାହା ଏକ ଅଗ୍ରଣୀ ହସ୍ତତନ୍ତ ସଂସ୍ଥା ଭାବେ ପରିଚିତ, ୨୦୧୫ ମସିହାରେ ଡକ୍ଟର ଅନୀତା ସାବତ ଏବଂ ଅମ୍ରିତା ସାବତଙ୍କର ପ୍ରଚେଷ୍ଟାରେ ନିଜର ସପ୍ତମ…
Read More...

୨୫ତମ କଳିଙ୍ଗ ପୁସ୍ତକ ମେଳା-୨୦୨୨

♦ ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାଗୋହ ପାଳନ ହେବ... * ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ • ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ 'ୟୁର୍ମେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ' ♦ ମହିଳା ମାନଙ୍କ ଦ୍ବାରା…
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୧୦/୨୨ ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୧ତମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ୍ ସାମନ୍ତ…
Read More...

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୧୧ ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ…
Read More...

ଓଡ଼ିଶାର ଅଗ୍ରଣୀ ମସଲା ବ୍ରାଣ୍ଡର ବିଜ୍ଞାପନ ନିର୍ଦ୍ଦେଶନା ସହିତ ଓଡ଼ିଶା ବଜାରରେ ପାଦ ଥାପିଛନ୍ତି ଲୋକପ୍ରିୟ ଫିଲ୍ମ୍…

ଭୁବନେଶ୍ୱର,ନିରପେକ୍ଷ ଖବର: ଭାରତର ଅନ୍ୟତମ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ନୀଲ୍ ଦାସଗୁପ୍ତା ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ପାଇଁ ଦୁଇଟି ଚମତ୍କାର ଟିଭିସି ନିର୍ମାଣ କରି ଓଡ଼ିଶା ମାର୍କେଟରେ ପ୍ରବେଶ କରିଛନ୍ତି । ଏଫଟିଆଇଆଇ, ପୁଣେ ରୁ ‘ଫିଲ୍ମ୍ ଆପ୍ରିସିଏସନ୍‌’ ଡ଼ିଗ୍ରୀ ହାସଲ କରିଥିବା…
Read More...

ମିସ୍ ଇଣ୍ଡିଆ ଓଡ଼ିଶା ଙ୍କ ନୂତନ କମ୍ପାନୀ ଫ୍ୟାକ୍ଟସିସ୍ ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୪/୦୮ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ “ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା.ଲିଃ” ଉଦଘାଟିତ ହୋଇଯାଇଛି । ଇନ୍‌ଫୋସିଟି ରୋଡ଼୍‌ରେ ଆରମ୍ଭ ହୋଇଥିବା ଏହି କମ୍ପାନୀରେ ସାଇବର ସିକ୍ୟୁରିଟି, ଅଡ଼ିଟ୍ ସର୍ଭିସେସ୍‌, ଆଇଟି…
Read More...

ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପୋରସ୍କୋପି ସର୍ଜରୀ ମେଳାର ସୁଭାରମ୍ଭ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୧/୦୭ ପବିତ୍ର ରଥଯାତ୍ରା ଉପଲକ୍ଷେ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପୋରସ୍କୋପି ସର୍ଜରୀ ମେଳାର ଆରମ୍ଭ କରାଯାଇଛି, ଯେଉଁ ମାନଙ୍କର ପିତ ସ୍ଥଳୀରେ ପଥର ଅଛି (ହୋଇଛି) , ସେମାନଙ୍କର ସ୍ୱଳ୍ପ ଖର୍ଚ୍ଚରେ…
Read More...

ଏସ୍‌ପ୍ଲାନେଡ୍‌ରେ ଖୋଲିଲା ଆମାଜନ୍‌’ର ଇଜି ସେଲ୍ କର୍ପୋରେଟ୍ ଅଫିସ ‘‘କୁଚୁ କେୟାର”

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୪ ବର୍ତ୍ତମାନ ଡିଜିଟାଲ ଯୁଗରେ ଅନ୍‌ଲାଇନ୍ ସେବା ପ୍ରତି ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିଲେ ହେଁ ସବୁ ଅଞ୍ଚଳରେ ଏହି ସୁବିଧା ପହଞ୍ଚି ପାରୁନି । ଅନ୍‌ଲାଇନ୍ ଜରିଆରେ ଲୋକଙ୍କ…
Read More...

ଇନ୍‌ଫୋସିଟିରେ ମିଡ଼୍‌ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ଭୂବନେଶ୍ୱର,ନିରପେକ୍ଷ ଖବର :ତା ୦୬/୦୪ ପଟିଆ ଇନ୍‌ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ…
Read More...

ଭୁବନେଶ୍ୱର ସ୍ୱସ୍ତି ପ୍ରିମୀୟମ ଠାରେ ଖୋଲିଲା ମେକ୍ ମାଇଁ ବିଉଟି

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୪ ଭୁବନେଶ୍ୱରର ସ୍ୱସ୍ତି ପ୍ରିମୀୟମ ଠାରେ ମେକ୍ ମାଇଁ ବିଉଟି ର ଉଦ୍ଘାଟନ ହୋଇଯାଇଛ।ଯେଉଁଥିରେ ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ କରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ସେବା ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଏହି ସେଳୁନ୍ ସମ୍ପୂର୍ଣ୍ଣ ହାଇଜେନିକ୍ ସେବା…
Read More...

ଆନନ୍ଦ ଉତ୍ସାହର ସହ ଶେଷ ହେଲା ପ୍ରଥମ ଭର୍ଚୁଆଲ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧

ନୂଆଦିଲ୍ଲୀ,ଭୁବନେଶ୍ୱର, ନିରପେକ୍ଷ ଖବର ୨୮/୦୩: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଆଜି ସଫଳତାର ସହ ସମାପ୍ତ…
Read More...