Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

ବ୍ୟବସାୟ

ବୟନିକାର ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’ଉନ୍ମୋଚିତ

ଭୁବନେଶ୍ୱର,ନିରପେକ୍ଷ ଖବର: ତା୩୦/୧୧ ଆଜି ଅପରାହ୍ନରେ ବୟନ ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ବୟନିକାର ଏକ ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’କୁ ଉନ୍ମୋଚିତ କରିଥିଲେ । ଏହି ବୈଷୟିକ ପ୍ରଣାଳୀ ‘ଗଅପି-ଓଅକ୍ତଅ‘ ଉପନରେ ଆଧାରିତ ଏବଂ ହସ୍ତତନ୍ତ,…
Read More...

ହିଲିଙ୍ଗ୍ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ

ଭୂବନେଶ୍ବର,ନିରପେକ୍ଷ ଖବର: ହିଲିଙ୍ଗ୍ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ପାଳନ ହୋଇଯାଇଛି।ଏହି ଭବ୍ୟ ଉତ୍ସବରେ ଦିବ୍ୟାଙ୍ଗ ତଥା ମାନସିକ ଭାବେ ଅନଗ୍ରସର ପିଲାଙ୍କୁ ନେଇ ବିଭିନ୍ନ ମୋନରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ଅବସରରେ ସେଣ୍ଟରର ପ୍ରତିଷ୍ଠାତା…
Read More...

ଓଡ଼ିଶା ବଜାରରେ ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ପ୍ରବେଶ..

ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, କସମେଟିକ୍ସ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ ଏଫଏମସିଜି କମ୍ପାନି ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ପରେ ୨ୟ ରାଜ୍ୟଭାବେ କମ୍ପାନି…
Read More...

ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…

ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ…
Read More...

୧୫୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ..

ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୧/୦୭/୨୦୧୯, ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ…
Read More...

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ Banking on wheel କାର୍ଯ୍ୟକ୍ରମ

ଭୁବନେଶ୍ୱର: ନିରପେକ୍ଷ ଖବର:୨୦ ମେ ୨୦୧୯- ୨୦୧୯ ମଇ ମାସ ୩ ତାରିଖ ଦିନ ସାମୁଦ୍ରିକ ଝଡ ଫନୀ / ଫଣି ରୂପରେ ପ୍ରକୃତିର କରାଳ ରୂପକୁ ପ୍ରତ୍ୟକ୍ଷ କରିଥିଲା ଆମ ରାଜ୍ୟ ଓଡ଼ିଶା । ସମୁଦାୟ ୧୪ ଗୋଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ସବୁଠାରୁ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା ରାଜ୍ୟର ରାଜଧାନୀ…
Read More...

ରାୟଗଡ଼ା ଆଇଆଇଡି ସେଣ୍ଟରଠାରେ ନିର୍ମାଣ ହେବ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ

ଭୁବନେଶ୍ୱର,  ନିରପେକ୍ଷ ଖବର  ୧୫ା୨ା୨୦୧୯: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧିନ ନବରତ୍ନ ପିଏସ୍ୟୁ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚ୍ପିସିଏଲ୍) ଓଡ଼ିଶାର ରାୟଗଡ଼ା ଜିଲାସ୍ଥିତ ଆଇଆଇଡି ସେଣ୍ଟରଠାରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ…
Read More...

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ୱର, ନିରପେକ୍ଷ ଖବର:  ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତାବିକାଶମନ୍ତ୍ରଣାଳୟର ପ୍ରୟାସ ଅନୁସାରେଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନସେବା କେନ୍ଦ୍ର ମାନଙ୍କରେ ଉଜ୍ଜ୍ୱଳା ସାନିଟାରି  ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥା…
Read More...

ଆସନ୍ତା ଡିସେମ୍ବର ୩୦ ତାରିଖରେ “ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର,   ନିରପେକ୍ଷ ଖବର:    ୨୮ ଡିସେମ୍ବର, ୨୦୧୮- ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରୟାସ ଅନୁସାରେ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନ ସେବା କେନ୍ଦ୍ରମାନଙ୍କରେ ଉଜ୍ଜ୍ୱଳା ସାନିଟାରି ନାପ୍କିନ୍…
Read More...

ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶାକୁ  ମିଳିଲା ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ନିବେଶର…

ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶାକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ନିବେଶର ପ୍ରତିଶୃତି ମିଳିଛି। ଏହାକୁ ଏକ କଳ୍ପନାତୀତ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ସେ କହିଛନ୍ତି ମେକ୍‌ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣ ରାଜ୍ୟରେ ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ…
Read More...

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା…
Read More...

ଇଚ୍ଛାଧୀନ କୋଟାରେ ୧୫୦୦ ଫ୍ଲାଟ୍ ଓ ପ୍ଲଟ୍

ଭୁବନେଶ୍ୱର : କଟକ-ଭୁବନେଶ୍ୱର ସହରାଞ୍ଚଳରେ ଇଚ୍ଛାଧୀନ କୋଟାରେ ପ୍ର୍ରାୟ ଦେଢ ହଜାର ଫ୍ଲାଟ, ପ୍ଲଟ୍ ଓ ଘର ବଣ୍ଟାଯାଇଛି । ଏ ସମ୍ପର୍କରେ ଗଭୀର ଅନୁସନ୍ଧାନ ପାଇଁ ÷ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସରୁ ଏହି ତଥ୍ୟ ମିଳିଛି । ଇଚ୍ଛାଧୀନ କୋଟାର ବ୍ୟାପକ ଅପବ୍ୟବହାରକୁ ନେଇ ତୀବ୍ର…
Read More...

କାର୍ଯ୍ୟକ୍ଷମ ହୋଇନାହିଁ ଅନେକ ଇସ୍ପାତ କାରଖାନା

ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ ପାଇଁ ୫୦ଟି କମ୍ପାନୀ ବୁଜାମଣା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୩୧ଟି କାରଖାନାରୁ ପୂର୍ଣ୍ଣ ବା ଆଂଶିକ ଉତ୍ପାଦନ ଆରମ୍ଭ ହୋଇଛି । ଆର୍ସେଲର ମିତ୍ତଲ କମ୍ପାନୀ ପ୍ରକଳ୍ପ ସ୍ଥାପନ କ୍ଷେତ୍ରରୁ ଓହରି ଯାଇଛି ଏବଂ ୧୮ ଶିଳ୍ପ କାର୍ଯ୍ୟକ୍ଷମ…
Read More...

କଳିଙ୍ଗନଗର ଶିଳ୍ପସ୍ଥିତି

ଯାଜପୁର ରୋଡ : ଦୀର୍ଘ ଏକ ଦଶନ୍ଧି ତଳୁ ରାଜ୍ୟରେ ଆରମ୍ଭ ହୋଇଛି ଶିଳ୍ପ ବିପ୍ଳବ । ରାଜ୍ୟର କଞ୍ଚାମାଲ ରାଜ୍ୟ ଭିତରେ ବିନିଯୋଗ ହେବାସହ ଶିଳ୍ପଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଲକ୍ଷ୍ୟରେ ଗଢି ଉଠିଥିଲା କଳିଙ୍ଗନଗର ଶିଳ୍ପାୟନ । ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ଏବଂ ଉନ୍ନତ…
Read More...