Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

ରାଜନୀତି

ପିପିଲି ଗଣଦୁର୍ଷ୍କମ ରାୟ ଉପରେ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଇସ୍ତଫା ଦାବି କଲା: କଂଗ୍ରେସ

ଭୁବନେଶ୍ୱର  (ନିରପେକ୍ଷ ଖବର) ପିପିଲି ଗଣଦୁର୍ଷ୍କମ ଘଟଣାର ରାୟ ପ୍ରକାଶ ପାଇବା ପରେ ଓଡିଶାବାସୀଙ୍କ କୋପରୁ ନିଜକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା କ୍ରାଇମ୍ବ୍ରାଂଚ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବା କଥା କହୁଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ, ସ୍ଥାନୀୟ…
Read More...

ପ୍ରଧାନମନ୍ତ୍ରୀ ଇ.ଏସ୍.ଆଇ.ସି ହସ୍ପିଟାଲକୁ ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିବା ଦୁର୍ଭାଗ୍ୟଜନକ – କଂଗ୍ରେସ

ଭୁବନେଶ୍ୱର :ନିିରପେକ୍ଷ ଖବର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତକାଲିର ଓଡିଶା ଗସ୍ତ ଅବସରରେ ଏବଂ ଖୋର୍ଦ୍ଧା ଠାରେ ଇ.ଏସ୍.ଆଇ. ହସ୍ପିଟାଲକୁ ନେଇ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ଦୃଢ ବିରୋଧ କରିଛି କଂଗ୍ରେସ । ଏ ସଂପର୍କରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ…
Read More...

ଓଡ଼ିଶା ବାସୀ ଏବେ ପରିଵର୍ତନ ଚାହୁଁଛନ୍ତି :ମୋଦି…

ଭୁବନେଶ୍ୱର, ତା.୨୪/୧୨: ଓଡିଶାବାସୀ ବଡ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି । ଚିଟଫଣ୍ଡରୁ ପିସି କଲଚର ଯାଏଁ ଭ୍ରଷ୍ଟାଚାର ରୂପୀ ଦାନବ ଓଡିଶାରେ ଶକ୍ତିଶାଳୀ ହୋଇଛି । ଏ ଦାନବକୁ ଦାନାପାଣି କିଏ ଦେଉଛି ଏହି ପ୍ରଶ୍ନ ଯେତେ ସ୍ପଷ୍ଟ ହେବ, ଆଗକୁ ବାଟ ସେତେ ସଫା ହେବ ବୋଲି ଭାରତୀୟ ଜନତା…
Read More...

ରାଫେଲ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି କଂଗ୍ରେସର ଦାବି{ ଅଭିଷେକ ମନୁ ସଂଘଭି}

ଭୁବନେଶ୍ୱର(ନିରପେକ୍ଷ ଖବର) ୨୨.୧୨.୨୦୧୮ – ରାଫେଲ୍ ଯୁଦ୍ଧ ବିମାନକୁ ନେଇ ହୋଇଥିବା ସମସ୍ତ ଅନିୟମିତତାର ଖୁଲାସା କେବଳ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ସମ୍ଭବ ହେବ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ତଥା ସାଂସଦ…
Read More...

କୃଷକର ଦୟନୀୟ ସମସ୍ୟା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦାୟୀ : କଂଗ୍ରେସ…..

ଭୁବନେଶ୍ୱର ତା ୨୧.୧୨   (ନିରପେକ୍ଷ ଖବର)ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶାର ଚାଷୀ କିଭଳି ଭାବରେ ଏ ସରକାର ସମୟରେ ପ୍ରତାରିତ ହୋଇଛନ୍ତି ଏବଂ ଋଣ ଯନ୍ତାରେ ପଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି, ତାର…
Read More...

ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ…

ଭୁବନେଶ୍ବର(ନିରପେକ୍ଷ ଖବର): ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।ଏହି ସୂଚନା ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…
Read More...

୨୫ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର : ବିଜେପି

ଫ୍ରାଂଚାଇଜି ଦେବା ବେଳେ ଯାହା ନିୟମ ଥିଲା ବିକିଲାବେଳେ ତାଠୁ କୋହଳ ନିୟମ ବିନା ଅଭିଜ୍ଞତାରେ ବି ଆବେଦନ କରିପାରିଲା ଇଣ୍ଡିଆ ପାଓାର କନୋସୋର୍ଟିୟମ ଟେଣ୍ଡର ଭଳି ଦ୍ୱନ୍ଦାତ୍ମକ ପ୍ରକିୟାରେ କାହିଁକି କରାଯାଉଛି ଟେଣ୍ଡର ସରକାର ୧୦୦ ପ୍ରତିଶତ ବିକିବେ କି ୫୧ ପ୍ରତିଶତ ବିକିବେ ତାହା…
Read More...

ପିଠା କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କର – କଂଗ୍ରେସ

ଭୁବନେଶ୍ୱର (ନିରପେକ୍ଷ ଖବର)  ‘ପିଠା’ ନାଁରେ  ବିଜେଡି  ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛିମିଛିକା ଖୁସି ସୃଷ୍ଟି କରିବା ପାଇଁ ‘ପିଠା’ ନାଁ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ…
Read More...

ବିଜେଡି ଏବେ ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ସଜବାଜ…

ଭୁବନେଶ୍ୱର:(ନିରପେକ୍ଷ ଖବର) ବିଜେଡି ଏବେ ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନଥିବା ପ୍ରତିବାଦରେ ବିଜେଡି ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଭବନ ସମ୍ମୁଖରେ…
Read More...

କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବାର ପ୍ରଶ୍ନ ଉଠୁନି:ନବ କିଶୋର ଦାସ…

ଭୁବନେଶ୍ୱର(ନିରପେକ୍ଷ ଖବର) କିଛିମାସ ହେଲା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ଖବରକୁ ଚର୍ଚ୍ଚାରେ ରଖିଥିବା ନବ କିିିଶୋର ଦାସ  ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ନିଜର ମତ ରଖିଛନ୍ତି।ଏପର୍ଯ୍ୟନ୍ତ ବିଜେଡିରେ ମିଶିବା ଓ କଂଗ୍ରେସ ଛାଡ଼ିବାକୁ ନେଇ ଗଣମାଧ୍ୟମ ଓ ଦଳୀୟ କର୍ମୀଙ୍କୁ ଦ୍ୱନ୍ଦ୍ୱରେ…
Read More...

ଭାରତ ବଜେପି ମୁକ୍ତ ହେବ:କଂଗ୍ରେସ

ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜରାମ ଓ ଛତିଶଗଡ଼ ରାଜ୍ୟ ଗୁଡ଼ିକରେ ନିର୍ବାଚନ ଫଳାଫଳ କଂଗ୍ରେସ ଦଳ କୁ ଉତ୍ସାହିତ କରିଛି।ପ୍ରତିକ୍ରିୟା ରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଏହି ନିର୍ବାଚନ ଫଳାଫଳ ପ୍ରମାଣ କରୁଛି ଭାରତ କଂଗ୍ରେସ ମୁକ୍ତ ନୁହେଁ ବରଂ ବଜେପି ମୁକ୍ତ…
Read More...

କୃଷକଙ୍କ କଲ୍ୟାଣ ପାଇଁ ମନ୍ତ୍ରିସ୍ତରୀୟ କମିଟିର ଦ୍ୱିତୀୟ ବୈଠକ…..

ଭୁବନେଶ୍ୱର (ନିରପେକ୍ଷ ଖବର): ଚାଷୀଙ୍କ କଲ୍ୟାଣ ପାଇଁ ମନ୍ତ୍ରିସ୍ତରୀୟ କମିଟିର ଦ୍ୱିତୀୟ ବୈଠକ ହୋଇଯାଇଛି। ବୈଠକରେ କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବିଭାଗୀୟ ଅଧିକାରୀମାନେ…
Read More...

ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୪ ତାରିଖ ଦିନ ଓଡ଼ିଶା ଆସିବେ ଓ ସେ ଖୋର୍ଦ୍ଧାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Read More...

ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ଦିଲ୍ଲୀରୁ ଓଡ଼ିଶା ଫେରାଇ ଆଣିଛି:ଅପରାଜିତା

ଓଡ଼ିଶାକୁ ଆଦର୍ଶ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ‘ୱାନ୍ ଟିମ୍ ୱାନ୍ ଡ୍ରିମ୍’ ମନୋଭାବ ନେଇ କାମ କରିବାକୁ ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆହ୍ୱାନ ଦେଇଛନ୍ତି। ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ବିଜେପି…
Read More...

ଗଣମାଧ୍ୟମରେ ଓଡ଼ିଶା ସରକାର ମିଛ ଖବର ପ୍ରଚାର କରୁଛନ୍ତି…କଂଗ୍ରେସ 

ଗଣମାଧ୍ୟମରେ ଓଡ଼ିଶା ସରକାର ବିଜ୍ଞାପନ ଦେଇ ମିଛ ଖବର ପ୍ରଚାର କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ।କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି , ଗୃହ ନିର୍ମାଣ ପ୍ରସଙ୍ଗରେ ମିଥ୍ୟା ଓ ଅତିରଞ୍ଜିତ ତଥ୍ୟକୁ ଉପଯୋଗ…
Read More...

ପଦ୍ମ ଧରିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା….

ପଦ୍ମ ଧରିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…
Read More...

୨୭ରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଦଳିତ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି….

ଦଳିତ ଓ ଆଦିବାସୀଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ପ୍ରତିବାଦରେ ନଭେମ୍ବର ୨୭ରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଦଳିତ ମହାସମାବେଶ ଅନୁଷ୍ଠିତ ହେବ।ପ୍ରାୟ ୨୫ହଜାର ଦଳିତ ବ୍ୟକ୍ତି ଏହି ସମାବେଶରେ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।ପିସିସି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ…
Read More...

ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି….

ବିଦ୍ୟୁତ ବିତରଣ କମ୍ପାନୀ ‘ସେସୁ’କୁ ବିକ୍ରି ପାଇଁ ହୋଇଥିବା ଷଡ଼ଯନ୍ତ୍ର ଧରାପଡ଼ିଯିବାରୁ ରାଜ୍ୟ ସରକାର ଏବେ ଲିଗାଲ୍ ନୋଟିସ୍ ପଠାଇ ନାଲି ଆଖି ଦେଖାଉଛନ୍ତି ବୋଲି ବିଜେପିର  ଅଭିଯୋଗ। ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ…
Read More...

ବିଜେପି ପକ୍ଷରୁ ଆଜିଠୁ ଜନପରାମର୍ଶ ପଦଯାତ୍ରା ଆରମ୍ଭ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟତର ହେବା ପାଇଁ ବିଜେପି ପକ୍ଷରୁ  ଜନପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ପଦଯାତ୍ରାକୁ ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିଛନ୍ତି। ରାଜ୍ୟରେ ସୁଶାସନ ପାଇଁ କ’ଣ ଜରୁରୀ ସେ ନେଇ  ଗାଁ ଠାରୁ ସହର…
Read More...