Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

ରାଜନୀତି

ମେକ୍‌-ଇନ୍‌-ଓଡ଼ିଶା’  ଖାଲି ପ୍ରତିଶ୍ରୁତି ନା କିଛି ସତ୍ୟତା ଅଛି ? 

ଭୁବନେଶ୍ୱର,୧୧/୧୧/୨୦୧୮ ଠାରୁ ୧୫/୧୧/୨୦୧୮ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏହାକୁ ସର୍ବକାଳୀନ ବଡ଼ ବିଜନେସ୍‌ ଇଭେଣ୍ଟ ବୋଲି ରାଜ୍ୟ…
Read More...

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଭୁଲ୍ ମାଗନ୍ତୁ :କଂଗ୍ରେସ

ଭୁବନେଶ୍ୱର,୯/୧୧/୧୮:ବିମୁଦ୍ରିକରଣର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଦେଶରେ କୌଣସି ପ୍ରକାର ଅର୍ଥନୀତିର ପରିବର୍ତ୍ତନ ଆଖିଦୃଶିଆ ହୋଇ ନାହିଁ। ବରଂ ଛୋଟ ଓ ମଧ୍ଯମ ଶ୍ରେଣୀର ଉଦ୍ୟୋଗ ବୁଡ଼ିଗଲା।ଯାହା ଦ୍ୱାରା ବେକାରୀ ସଂଖ୍ୟା ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀକଂ ସେସମୟର ଏକ ପକ୍ଷୀଆ…
Read More...

୧୪ତାରିଖରୁ ଆରମ୍ଭ ହେବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା….

ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୪ତାରିଖରୁ ପୁଣିଥରେ ଆରମ୍ଭ ହେବ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା ଏହା ମୟୂରଭଞ୍ଜ ଜିଲ୍ଲାରେ ଅଧା ରହିଥିବାରୁ ଜନଜାଗରଣ ଯାତ୍ରାକୁ ଦ୍ୱିତୀୟ ପର୍ଯ୍ୟାୟରେ ସେହି ସ୍ଥାନରୁ  ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…
Read More...

ବିଜେଡିର ୩ଦିନ କେନ୍ଦ୍ରୀୟ ପିଏସୟୁ  ଆଗରେ ବିକ୍ଷୋଭ ପ୍ରଦର୍ଶନ …

ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡି ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସୟୁ ଆଗରେ ୫ତାରିଖରୁ ୩ଦିନ ଧରି ୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ସରକାରଙ୍କ ବିଫଳତାକୁ ଉଜାଗର କରିବା ପାଇଁ ଯୁବ ବିଜେପି ଆସନ୍ତା…
Read More...

ରାଜ୍ୟରେ ଅସୁରକ୍ଷିତ ନାବାଳିକା …………

ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର ହେବାକୁ ପଡ଼ୁଛି। ଆଉ ଏସବୁ ଦେଖି  ପ୍ରଶାସନ ନିିରବ ଓ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ସବୁ   ଜାଣିିିଶୁଣି ଅଜଣା ହୋଇ ବସିଛନ୍ତି  କାହିଁକି  ଏନେଇ ଆଜି ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି। ପୋଲସରା ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ…
Read More...

୫ରେ ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲାପକାଇବ ବିଜେପି

ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି। ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକୃତ ହୋଇଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନି କି ଏଥିରେ ପଞ୍ଜୀକରଣ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉନି। ସରକାରୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜଗୁଡ଼ିକ ଏବେ ବିଜେଡି କର୍ମୀଙ୍କ ଆଡ୍ଡାସ୍ଥଳ ଓ ସରକାରୀ…
Read More...

କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ….

ଓକିଲ ଆନ୍ଦୋଳନକୁ ନେଇ ରାଜନୀତିକରଣ କରିବା ଏବେ ବିଜେଡିକୁ ମହଙ୍ଗା ପଡ଼ିଛି। ଆଜି ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାପରେ କଂଗ୍ରେସ ଜନତାଙ୍କ ହିତକୁ ଦୃଷ୍ଟି ଦେଇ ନଭେମ୍ବର ୨ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ…
Read More...

ଦୀପକ କୁମାର ମହାପାତ୍ର କଂଗ୍ରେସ ମିଡିଆ ସେଲର ସଂଯୋଜକ ପଦବୀରେ ମନୋନୀତ…

ଦୀପକ କୁମାର ମହାପାତ୍ର ୩୦ ବର୍ଷର ଗଣମାଧ୍ୟମ ତଥା ସମାଜସେବାକୁ ନିଜର ବୃତ୍ତି ବାଛିନେଇଥିବା ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ନୂତନ ଭାବେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ମିଡିଆ କୋର୍ଡିନେଟର ଭାବେ ଦାୟିତ୍ବ ଦେଇଛନ୍ତି । ଏହା ପୂର୍ବରୁ ପ୍ରଦେଶ…
Read More...

ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବ ? କଂଗ୍ରେସ

ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେନ୍ଦ୍ର ସରକାରଙ୍କ ଦୁର୍ନୀତି ଚପାଇବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କ ରାତିଅଧିଆ ବଦଳିକୁ ବିରୋଧ କରି…
Read More...

ବୈଜୟନ୍ତଙ୍କୁ ଡିଜିସିଏର କ୍ଲିନ୍‌ ଚିଟ୍‌ , ରାଜ୍ୟ ସରକାରଙ୍କୁ ଝଟ୍‌କା…

ବୈଜୟନ୍ତ ଙ୍କୁ ମିଳିଲା ଡିଜିସିଏ ରୁ କ୍ଲିନ୍‌ ଚିଟ୍‌ । ଚିଲିକା ଉପରେ କମ୍‌ ଉଚ୍ଚତାରେ ହେଲିକାପ୍ଟର ଉଡାଣ ନେଇ ତାଙ୍କ ବିରୋଧରେ ଥିଲା ଅଭିଯୋଗ । ତେବେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଡିଜିସିଏ । ଡିଜିସିଏ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି।  ବୈଜୟନ୍ତଙ୍କ ହେଲିକପ୍ଟର…
Read More...

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମ ଲୋଚନ ପଣ୍ଡା…

କେବଳ ରାଜନୈତିକ ପରିବର୍ତ୍ତନ ନୁହେଁ ଓଡ଼ିଶାର ଦୃତ ବିକାଶ ହିଁ ବିଜେପିର ଲକ୍ଷ୍ୟ,ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମ ଲୋଚନ ପଣ୍ଡା,ଶୁଭଙ୍କର ମହାପାତ୍ରଙ୍କ ସମେତ ସହସ୍ରାଧିକ ନେତା ଓ କର୍ମୀଭାରତୀୟ ଜନତା ପାର୍ଟିର ସଙ୍ଘର୍ଷ କେବଳ ରାଜ୍ୟରେ ସରକାର…
Read More...

ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ : ପ୍ରଦେଶ କଂଗ୍ରେସ ଅଭିଯୋଗ…

ଓଡିଶାରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାୟୀ ଓ ମାଷ୍ଟର ମାଇଣ୍ଡ୍ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି। ଆଜି ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ…
Read More...

ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଦୋଷୀ ବୋଲି…

ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ବାତ୍ୟାଞ୍ଚଳ ଦେଖିବାପରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ମିଛରେ ନାନା ପ୍ରକାର ସାହାଯ୍ୟ ଘୋଷଣା କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ରେ ରହିବେ। ଗଜପତି ଜିଲ୍ଲାର  ଗ୍ରାମରେ ୧୮ଜଣଙ୍କର ମୃତ୍ୟୁ…
Read More...

ଚାଷୀମାନଙ୍କୁ ଋଣ ଛାଡ ଓ ଏକର କୁ ୨୦୦୦୦ ଟଙ୍କା ଦିଆଯାଉ….ସତ୍ୟ ପ୍ରକାଶ ନାୟକ.

ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାରରେ ନିବୃତ ନ ରହି ତିତ୍ ଲି (ବାତ୍ୟା)ପରେ ବର୍ଷା ଓ ବନ୍ୟାଜଳ ଯୋଗୁ କ୍ଷୟକ୍ଷତି ହୋଇଥିବା ପରିବାର ଓ ଚାଷୀମାନଙ୍କ ସଠିକ୍ ତଥ୍ୟ ରଖନ୍ତୁ ।  କ୍ଷୟକ୍ଷତି ହୋଇଥିବା ପରିବାରର ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ।କ୍ଷତି ଗ୍ରସ୍ତ ଚାଷୀଙ୍କୁ ଏକର…
Read More...

ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏକ ସର୍ବଦଳୀୟ ବିଶାଳ ସମାବେଶ…

ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏକ ସର୍ବଦଳୀୟ ବିଶାଳ ସମାବେଶ ଅନୁଷ୍ଠିତ ହେବ।ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବାମଦଳ ନେତା ଜନାର୍ଦ୍ଦନ ପତି, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ…
Read More...

ବିଜେଡିର ‘ପଦଯାତ୍ରା’ ଓ କଂଗ୍ରେସର ‘ଜାଗରଣ ଯାତ୍ର’କୁ ଟକ୍କର ଦେବ ବିଜେପିର ‘ଜନଜାଗରଣ ଯାତ୍ରା’ ଓ ‘ପରିବର୍ତ୍ତନ…

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇ ରାଜ୍ୟ ବିଜେପି ଦଳର ସଭାପତି ବସନ୍ତ ପଣ୍ଡା କହିଛନ୍ତି ଏହି ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦଳ କରିବ ସରକାରଙ୍କ ଦୁର୍ନୀତି ବିରୋଧରେ ହଲ୍ଲାବୋଲ ଅଭିଯାନ। ସରକାରଙ୍କ…
Read More...

ନେତାମାନଙ୍କ ପକ୍ଷେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଆଉ ସହଜ ହେବ ନାହିଁ…

ଆଚରଣ ବିଧି ପାଳନ କରୁ ନଥିବା ନେତାମାନଙ୍କୁ କାବୁ କରିବାକୁ ନିର୍ବାଚନ କମିଶନ୍‌ ନୂଆ ଟେକ୍ନୋଲଜିର ବ୍ୟବହାର କରିବାକୁ ଯାଉଛନ୍ତି। କମିଶନ୍‌ C-VIGIL APP ନାମରେ ଏକ ଆପ୍ ତିଆରି କରିଛନ୍ତି। ଏହା ଦ୍ୱାରା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଓ ତାଙ୍କ ସମର୍ଥକ ସହଜରେ ଧରା ପଡ଼ିଯିବେ।…
Read More...

ରାଜ୍ୟ ସରକାର ଭାଟ କମାଇବା ଦାବିରେ ,ବିଜେବି ବିକ୍ଷୋଭ ପ୍ରଦର୍ଶନ କରିଛି …

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଦର ଅଢ଼େଇ ଟଙ୍କା କମ୍‌ କରିଛନ୍ତି। ଭ୍ୟାଟ୍‌ କମାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ବିଜେପି ଶାସିତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନ ସମେତ…
Read More...

ବ୍ରାହ୍ମଣୀ ଜଳ ମାତ୍ରାଧିକ ପ୍ରଦୂଷିତ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଜଳ ମାତ୍ରାଧିକ ପ୍ରଦୂଷିତ । ଏଥିରେ ଶିଳ୍ପସଂସ୍ଥାରୁ ନିର୍ଗ ବର୍ଜ୍ୟବସ୍ତୁ ବା ଟୋଟାଲ୍ ସସ୍ପେଣ୍ଡେଡ୍ ସଲି୍ (ଟିଟିଏସ୍) ଓ ସିଆନାଇଡ୍ ମାତ୍ରା ନଦୀ ଜଳରେ ଅଧିକ ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ମାନାଧିକାର କମିଶନଙ୍କ…
Read More...

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା…
Read More...