Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

ରାଜନୀତି

ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖ: ବିରୋଧୀ

ଭୁବନେଶ୍ୱର, ନିରପେକ୍ଷ ଖବର:୧୫/୦୭/୧୯ ଆଜି ଗୃହରେ ଅଧିକାଂଶ ମନ୍ତ୍ରୀ ଓ ବିଧାୟକଙ୍କ ଦେଖା ମିଳିନିଥିଲା । ଆଉ ଏହା ଦେଖି ବିରୋଧୀ କହିଥିଲେ, ଯଦି ମନ୍ତ୍ରୀ ନାହାଁନ୍ତି ତେବେ ବନ୍ଦ କରିଦିଆଯାଉ ବିଧାନସଭା । କିନ୍ତୁ ବାସ୍ତବ କଥା ହେଲା, ପାଟକୁରା ନିର୍ବାଚନ ପାଇଁ ଶାସକ ଦଳର ବିଧାୟକ ଓ…
Read More...

ଭୁବନେଶ୍ୱର ଏକାମ୍ରଠାରେ ଆରମ୍ଭ ହେଲା ବିଜେପିର ସଙ୍ଗଠନ ପର୍ବର ‘ସଦସ୍ୟତା ସଂଗ୍ରହ ଅଭିଯାନ’

* ପ୍ରତିବୁଥରେ ସଦସ୍ୟତା ଗ୍ରହଣ କରାଯିବା ସହ ବୃକ୍ଷରୋପଣ କରାଯିବ :ଧର୍ମେନ୍ଦ୍ର ପ୍ରଧାନ *ଗୋଟିଏ ଟିମ୍ ଗୋଟିଏ ଲକ୍ଷ୍ୟ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନିଆଯାଇଛି : ଅପରାଜିତା ଷଡଙ୍ଗୀ *ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନରେ ରାଜ୍ୟରେ…
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଶ୍ୱଭୂଷଣ ହରିଚନ୍ଦନ ..

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୧/୦୭: ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ନୂଆ ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ…
Read More...

ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲାରଖିବା ପାଇଁ ଦାବି କଲା କୃଷକମୋର୍ଚ୍ଚା..

*ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇନଥିବାରୁ ହଜାର    ହଜାର କ୍ୱିଂଟାଲ ଧାନ ଖତ ଖାଉଛି.. *ଧାନ ଅମଳ ସରିବା ପରେ ବି ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ.. *ମଣ୍ଡିରେ ଧାନ ବିକ୍ରି କରିନପାରି ଅସାଧୁ ମିଲର ମାନଙ୍କୁ କ୍ୱିଂଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କାରେ ବିକ୍ରି…
Read More...

ଘରୋଇ ସ୍କୁଲର ଏଜେଂଟ ସାଜିଛନ୍ତି ରାଜ୍ୟ ସରକାର – କଂଗ୍ରେସ

ଭୁବନେଶ୍ୱର , ନିରପେକ୍ଷ ଖବର ତା ୨୭.୬.୨୦୧୯  ଓଡିଶାରେ ସରକାରୀ ସ୍କୁଲରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଘରୋଇ ସ୍କୁଲ ପ୍ରତି ଅହେତୁକ ଅନୁକମ୍ପା ହେତୁ ଆଜି ଓଡିଶାରେ ସରକାରୀ ସ୍କୁଲରେ ଶିକ୍ଷା…
Read More...

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ।

*ନୂଆ ଓ ପୁରୁଣା ୨୦ ଜଣିଆ ମନ୍ତ୍ରୀ ତାଲିକା: ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ.. ନିରପେକ୍ଷ ଖବର:ଭବନେଶ୍ୱର, ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ। ସକାଳ ସାଢେ ଦଶଟା ବେଳେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟପାଳ ପ୍ରଫେସର…
Read More...

ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ଏଚ୍ପିସିଏଲ୍ ତରଫରୁ ୫ କୋଟି ଟଙ୍କା ସହାୟତା

ଭୁବନେଶ୍ୱର :ନିରପେକ୍ଷ ଖବର: ୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ‘ଏଚ୍ପିସିଏଲ୍’ ତରଫରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।            ଶ୍ରୀ…
Read More...

ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ବିପିସିଏଲ୍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ନିରପେକ୍ଷ ଖବର:୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ତଥା ଓଡ଼ିଶାର ପୁନଃନିର୍ମାଣ ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ବିପିସିଏଲ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା…
Read More...

‘ଫନି’ ବିପନ୍ନଙ୍କୁ ଗେଲ୍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ପ୍ରଦାନ..

ଭୁବନେଶ୍ୱର ନିରପେକ୍ଷ ଖବର: ୨୦/୦୫/୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଗେଲ୍ (ଇଣ୍ଡିଆ) ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)କୁ ରିଲିଫ ଏବଂ ଥଇଥାନ ବାବଦକୁ ୫ କୋଟି ଟଙ୍କା ସହାୟତା…
Read More...

ଏକଜିଟ ପୋଲ୍: ବିଜେଡ଼ି ୮୫ଟି ଆସନ ପାଇ ପୁଣି ଗଢିବ ସରକାର…

ନିରପେକ୍ଷ ଖବର:ଭୁବନେଶ୍ୱର, ସାଧାରଣ ନିର୍ବାଚନ ଶେଷ ହେବା ପରେ ଦେଶରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ସର୍ଭେ କରାଯାଇଛି । ଲୋକସଭା ଏକଜିଟ୍ ପୋଲ ଅନୁସାରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରୁଥିବା ବେଳେ ଓଡ଼ିଶାରେ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ…
Read More...

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରାକୁ ନେଇ ବିବାଦ..

ନିରପେକ୍ଷ ଖବର:୧୯/୦୫/୨୦୧୯:ମୋଦିଙ୍କ କେଦାରନାଥ ଯାତ୍ରାକୁ ନେଇ ବିବାଦ। ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ ମୋଦିଙ୍କ ଯାତ୍ରା ବିରୋଧରେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା ଟିଏମସି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୭ ମେ ୨୦୧୯ ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା ନିର୍ବାଚନ ପ୍ରଚାର ଅବଧି ।…
Read More...

ବାତ୍ୟାରେ କ୍ଷତି ହୋଇଥିବା ସମସ୍ତ ଉଠାଦୋକାନୀ, କୁକୁଡ଼ା ଓ ନଡ଼ିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର…

ଭୁବନେଶ୍ୱର:ନିରପେକ୍ଷ ଖବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠାଦୋକାନୀ, କୁକୁଡ଼ା ଚାଷୀ ଓ ନଡ଼ିଆ ଚାଷୀ ମାନଙ୍କ ପାଇଁ ବାତ୍ୟା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ।ଏହି ପ୍ୟାକେଜ ଦ୍ୱାରା ଚାଷୀ ଓ ଉଠାଦୋକାନୀ ମାନେ ଆର୍ଥିକ…
Read More...

ବିଜେପି ନେତାଙ୍କ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ : ଅମିତ ଶାହା

ଭୁବନେଶ୍ୱର ନିରପେକ୍ଷ ଖବର: ତା.୧୭/୦୫: ଗତ ୨ ଦିନ ମଧ୍ୟରେ ଅନନ୍ତ କୁମାର ହେଗଡେ, ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବଂ ନଳୀନ କଟିଲ ଦେଇଥିବା ବୟାନ ହେଉଛି ସେମାନଙ୍କର ନିଜସ୍ୱ ମନ୍ତବ୍ୟ । ଏହି ବିବାଦୀୟ ବୟାନ ସହ ଭାରତୀୟ ଜନତା ପାର୍ଟିର କୌଣସି ସମ୍ବନ୍ଧ ନାହିଁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ…
Read More...

କଳା କପଡ଼ା ବାନ୍ଧି ଧାରଣା ଦେଲେ ରାଜ୍ୟ ବିଜେପି କର୍ମୀ

ଭୁବନେଶ୍ୱର,ନିରପେକ୍ଷ ଖବର: ରୋଡ୍ ଶୋ’ବେଳେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପି କର୍ମୀମାନେ ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।ବିଜେପି ରାଜ୍ୟ କାର୍ଯ୍ୟାଳୟ…
Read More...

ଓଡ଼ିଶାର ‘ଫନି’ ପ୍ରଭାବିତ ଅଞ୍ଚଳରେ ଶକ୍ତି ପୁନଃରୁଦ୍ଧାର ନିମନ୍ତେ ସହଯୋଗର ହାତ ବଢାଇଛି ପାୱାରଗ୍ରୀଡ…

ନୂଆଦିଲ୍ଲୀ : ଚଳିତ ମାସ ୩ ତାରିଖରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ତୁରନ୍ତ ଶକ୍ତି ପୁନଃରୁଦ୍ଧାର କାର୍ଯ୍ୟରେ ପାୱାରଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆ ଲିଃ (ପାୱାରଗ୍ରୀଡ଼) ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗତ ୨୦ ବର୍ଷ…
Read More...

ଜିଲ୍ଲାପାଳଙ୍କୁ ସିଇଓଙ୍କ ନିର୍ଦ୍ଦେଶ , ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ…

ନିରପେକ୍ଷ ଖବର : ଓଡ଼ିଶାରେ ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା । ସେଥିପାଇଁ ଏହି ସବୁ ଜାଗାରେ  ସାନି ମତଦାନ ହେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…
Read More...

ଜଗତସିଂହପୁର ଜିଲ୍ଲାରେ ରିଲିଫ୍‌ ଚାଉଳ ବଣ୍ଟନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯ ବାତ୍ୟା ‘ଫନୀ’ରେ ପ୍ରଭାବିତ ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱତନ୍ତ୍ର ରିଲିଫ୍‌ ସହାୟତା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ…
Read More...

ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତା ସ୍ପଷ୍ଟ କରିଛି:ବିଜେପି

ନିରପେକ୍ଷ ଖବର :୧୧/୦୫/୨୦୧୯,ବାତ୍ୟାର ୮ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାଘାଟ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଦଳ ଅଭିଯୋଗ କରିଛି।ବିଜେପି ବିଧାୟକ ଦଳ ନେତା…
Read More...

ଆସନ୍ତାକାଲି ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ ସନ୍ନି ଦେଓଲ :ବିଜେପି

ନିରପେକ୍ଷ ଖବର:୨୮/୦୪/୨୦୧୯:ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗଦେଇଛନ୍ତି ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସନି ଦେଓଲ ଜଣେ ଦେଶପ୍ରେମୀ ମଣିଷ କହିଛନ୍ତି ମୋଦି ।…
Read More...

ମହାରଥୀଙ୍କ ଜାମିନ ମଞ୍ଜୁର୍….

ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୪/୨୦୧୯ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସର୍ତ୍ତ ମୁଳକ ଜାମିନ ମଞ୍ଜୁର କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ।ସାକ୍ଷୀ ମାନଙ୍କୁ ଧମକେଇବେନି ଓ ପୋଲିସକୁ ସହଯୋଗ କରିବେ।୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ…
Read More...