Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space
Browsing Category

ସାମାଜିକ

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ।

ଭୁବନେଶ୍ୱର,ନିରପେକ୍ଷଖବର:ତା:୨୬/୦୧  ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ରାଜ୍ୟ ସ୍ତରୀୟ ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍…
Read More...

ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ

ଶିଶୁକୁ ନିଜେ ମା ଅକ୍ସଞ୍ଜେନ ଦେଉଥିବା ଭିଡ଼ିଓ ଭାଇରାଲ। ବାରିପଦା(ନିରପେକ୍ଷ ଖବର)ତା-୨୫/୦୧/୨୦୨୦-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେଲା ଭଳି ଲାଗୁଥିଲା। ହେଲେ ଲୋକଙ୍କର ଦୁଃଖ ଦୂର…
Read More...

ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍ ।

ବାରିପଦା(ନିରପେକ୍ଷ ଖବର)ତା-୨୪/୦୧-ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମାଲିସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।ତେବେ ଉକ୍ତ ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ସୋସିଆଲ…
Read More...

ଜାତିଗତ ଜନଗଣନାକୁ ସ୍ୱାଗତ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୨/୦୧/୨୦    ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…
Read More...

ମକର ସଂକ୍ରାନ୍ତି ପାଇଁ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍ ….

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୧୪/୦୧/୨୦-ଆସନ୍ତାକାଲି ମକର ସଂକ୍ରାନ୍ତି ପାଈଁ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ ପବିତ୍ର ମକର ସଂକ୍ରାନ୍ତିକୁ ଓଡିଶାର ଗଣପର୍ବ ଭାବେ ପାଳନ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଛୁଟି ଘୋଷଣା…
Read More...

ଶିମିଳିପାଳରେ ବରଫ ବର୍ଷା….

ବାରିପଦା(ନିରପେକ୍ଷ ଖବର)ତା-୧୩/ଜାନୁଆରୀ/୨୦୨୦-ରାଜ୍ୟକୁ ପୁଣି ଫେରିଛି ଶୀତ ।ଶୀତ ର ପ୍ରକୋପରୁ ସାରା ଓଡିଶା ବର୍ତ୍ତି ପାରୁନାହିଁ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କ ରେ ଥଣ୍ଡା…
Read More...

ଭିନ୍ନକ୍ଷମଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରସ୍ତୁତିରେ ଅଧିକ ଧ୍ୟାନ ଦିଆଯିବ

ଭୁବନେଶ୍ୱର,ନିରପେକ୍ଷ ଖବର: ୧୦/୦୧/୨୦୨୦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତି୍ରମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ ଦେବ । ଫଳରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ…
Read More...

ଅନ୍ତସତ୍ତ୍ଵା ନାବାଳିକା ଝିଅର ଦୁଃଖ କହିଲେ ସରୁନି, କିଏ ବୁଝିବ ତାଙ୍କ କଥା?

ବାରିପଦା(ନିରପେକ୍ଷ ଖବର)ତା-୫/ଜାନୁଆରୀ/୨୦୨୦-ପାଣି ପିଇବା ବାହାନାରେ ଆସି ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଅଭିଯୁକ୍ତ ଭାଇ ଜେଲ ଯାଇଛି। ହେଲେ ଦୁଷ୍କର୍ମରେ ଶିକାର ହୋଇଥିବା ଭଉଣୀ ଆଉ ତାର ପରିବାର ମୁଣ୍ଡରେ ଲାଗିଥିବା କଳଙ୍କର ଟୀକା ପିଛା ଛାଡିନି। ସମ୍ପକୀୟ ଭାଇ ଦ୍ୱାରା…
Read More...

ନିରଞ୍ଜନ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ।

ଭୁବନେଶ୍ୱର,ନିରପେକ୍ଷ ଖବର :ତା-୨.୧.୨୦୨୦ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ…
Read More...

ବାପା-ମାଆ ଛେଉଣ୍ଡ ପିଲାଙ୍କ ମଧ୍ୟରେ ନୂତନ ବର୍ଷ ପାଳିଲେ ହେଲପିଙ୍ଗ୍ ଫ୍ୟାମିଲି…

ବାରିପଦା (ନିରପେକ୍ଷ ଖବର) ତା ୨/ଜାନୁଆରୀ/୨୦୧୯-ନୂଆ ବର୍ଷ ୨୦୨୦ର ପ୍ରଥମ ଦିନକୁ ସ୍ମରଣୀୟ ରଖିବା ପାଇଁ ‘ହେଲପିଙ୍ଗ ଫ୍ୟାମିଲି ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ନୂତନ ବର୍ଷର ପ୍ରଥମ ଦିନଟିକୁ ପାଳନ କରିଛି । ସ୍ଥାନୀୟ ତଖତପୁର ସ୍ଥିତ ‘ଆଦୃତା ଶିଶୁ ସଦନ’ରେ ଥିବା ବାପ-ମାଆ…
Read More...

ଦେଖନ୍ତୁ ବିରଳ କଙ୍କଡା…..

ବାରିପଦା (ନିରପେକ୍ଷ ଖବର)ତା-୦୨/ଜାନୁଆରୀ/୨୦୨୦: ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା ଉଦ୍ଧାର ହୋଇଛି।ଆଜି ବାରିପଦା ସହରର ସାପ୍ତାହିକ ହାଟରେ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଞ୍ଚଳର ସୁନିଲ ବିଶ୍ବାସ ଏହି କଙ୍କଡ଼ା ବିକ୍ରି କରୁଥିବା ବେଳେ ଧରା ପଡିଛି। କଙ୍କଡାଟି ବିଲୁପ୍ତ ପ୍ରଜାତିର ଅଶ୍ବ…
Read More...

ବରଦା ଦାସଙ୍କୁ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ପଦନ୍ନୋତି

ଭୁବନେଶ୍ୱର,ନିରପେକ୍ଷ ଖବର: ତା-୧.୧.୨୦୨୦ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି । ଶ୍ରୀ ଦାସ ତାଙ୍କର ୩୫ ବର୍ଷ…
Read More...

ପୁରୀଠାରେ ଇଣ୍ଡିଆନ ଅଏଲ୍ ପକ୍ଷରୁ ନିର୍ମିତ ସର୍ବସାଧାରଣ ପାଠାଗାର ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ…

ପୁରୀ,ନିରପେକ୍ଷ ଖବର, ୩୧-୧୨-୨୦୧୯ପୁରୀ ୱାଟର ୱାର୍କ୍ସ ରୋଡ଼ସ୍ଥିତ ମହୋଦଧି ମହାବୀର କ୍ଲବଠାରେ ଭାରତୀୟ ତୈଳ ନିଗମ ବା ଇଣ୍ଡିଆନ ଅଏଲ୍ ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଜ୍ଞାନୋଦୟ ଯୋଜନାରେ ଜନସାଧାରଣଙ୍କ ନିମନ୍ତେ ନିର୍ମିତ ଏକ ପାଠାଗାର କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ…
Read More...

ସହରରେ ବୁଲୁଛି ଭିକାରୀ ଧରା ଗାଡି…

ବାରିପଦା(ନିରପେକ୍ଷଖବର)ତା୩୧/ଡ଼ିସେମ୍ବର/୨୦୧୯:କିଏ ମନ୍ଦିର ତୋଳି ପୂର୍ଣ୍ଣ ଅର୍ଜନ କରୁଛନ୍ତି ତ ଆଉ କିଏ ଦାନ କରି। ପୁଣି କିଏ ଅନାଥ ଓ ଭିନ୍ନକ୍ଷମ ପିଲାଙ୍କୁ ଆଶ୍ରୟ ଦେଇ ପୂର୍ଣ୍ଣୟ ଅର୍ଜନ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଶୀତ କାକରରେ ଜୀବନ ବିତାଉଥିବା ଭିକାରୀମାନଙ୍କୁ ଆଶ୍ରୟ…
Read More...

କୋଣାର୍କ ଇଂଟରପ୍ରିଟେସେନ ସେଂଟର ବୁଲିଲେ କେନ୍ଦ୍ରମନ୍ତ୍ରୀ

* ରାଜ୍ୟରେ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ସମସ୍ତଙ୍କ ଦାୟିତ୍ୱ କୋଣାର୍କ,ନିରପେକ୍ଷ ଖବର: ଡିସେମ୍ବର ୩୦ – ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ, ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ…
Read More...

ସମର୍ଥ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ….

*ସମ୍ମାନିତ ହେଲେ ୪୦ ପ୍ରେରଣାଦାୟୀ ବ୍ୟକ୍ତି ବିଶେଷ... ଭୁବନେଶ୍ୱର,ନିରପେକ୍ଷ ଖବର: ରାଜ୍ୟର ଅଗ୍ରଣୀ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜ ସେବା ପ୍ରତିଷ୍ଠାନ ‘ସମର୍ଥ ଓଡ଼ିଶା’ ପକ୍ଷରୁ ପ୍ରଥମ ଆର୍ନ୍ତଜାତୀକ ସମ୍ବର୍ଦ୍ଧନା ଉତ୍ସବ (ୟୁ ଓ ମି) ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମ୍…
Read More...

ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ବିକ୍ଷୋଭ ।

ବାରିପଦା(ନିରପେକ୍ଷ ଖବର)ତା-୨୯/ଡ଼ିସେମ୍ବର/୨୦୧୯- କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଗତ କାଲି ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ଏସ୍‌ପ୍ଲାନେଡ୍‌ ମଲରେ ମରଣାନ୍ତକ ଆକ୍ରମଣ ହୋଇଛି। ସାମ୍ବାଦିକଙ୍କ ପ୍ରତି ହୋଇଥିବା ଆକ୍ରମଣ…
Read More...

ମହିଳା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ…

ଭୁବନେଶ୍ୱର:ନିରପେକ୍ଷ ଖବର, ତା,୨୮/୧୨/୨୦୧୯ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଆଜି ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।ଏସ୍‌ପ୍ଲାନେଡ୍‌ ମଲକୁ ଆସୁଥିବା ଗ୍ରାହକଙ୍କ ଠାରୁ ମଲ ମାଲିକ ବେଆଇନ ଭାବେ…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ…

ଭୁବନେଶ୍ୱର, ନିରପେକ୍ଷ ଖବର:୨୮/୧୨/୧୯ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଯଦି ଆପଣ ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହି ଖବର ।ଜାନୁଆରୀ ଏକ ତାରିଖରୁ ଏଟିଏମରୁ ଟଙ୍କା ଉଠାଣ ନେଇ ନିୟମ ଲାଗୁ ହେଵାକୁ ଯାଉଛି । ୨୦୨୦ ନୂତନ ବର୍ଷ…
Read More...