Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Browsing Category

ସାମାଜିକ

ଆରମ୍ଭ ହେଲା କଟକରେ ଐତିହାସିକ ବାଲିଯାତ୍ରା ଉତ୍ସବ…

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କରକମଳରେ ଉଦ୍‌ଘାଟନ ହେଲା କଟକରେ ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା ଉତ୍ସବ। ଚଳିତ ବର୍ଷର ବାଲିଯାତ୍ରା ଉତ୍ସବ ୪୪ ଏକର ଜମିରେ ହୋଇଛି ଓ ଏଠାରେ ୧୩୦୦ ରୁ ଅଧିକ ଷ୍ଟଲ ଦଖିବାକୁ ମିଳିବ। ଷ୍ଟଲ ଗୁଡିକରେ ଘରକରଣା ଜିନିଷ ଠାରୁ ଆରମ୍ଭ କରି ଇଲକ୍ଟ୍ରୋନିକସ୍ ଓ…
Read More...

କୃଷକମାନଙ୍କ ଦୁଃଖ ଦୂର କରିବାକୁ ହାତ ବର୍ଢେଇଲେ :ଅମିତାଭ ବଚନ୍

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମହାରାଷ୍ଟ୍ରର ୩୩୦ରୁ ଅଧିକ କୃଷକଙ୍କ ଋଣ ପରିଶୋଧ କରିବା ପରେ ଏବେ ଉତର ପ୍ରଦେଶର କୃଷକଙ୍କ ଋଣ ସୁଝିବେ ବୋଲି କହିଛନ୍ତି । ତେବେ ଉତରପ୍ରଦେଶର ୧୩୯୮ ଜଣ କୃଷକଙ୍କର ପାଖାପାଖି ୪ କୋଟି ଟଙ୍କା ଋଣ ସୁଝିବେ ବୋଲି କହିଛନ୍ତି । ଏଥିପାଇଁ ସେ ବ୍ୟାଙ୍କ ଅଫ୍ ଇଣ୍ଡିଆ…
Read More...

ଝାରସୁଗୁଡ଼ା ବିମାନ ବନ୍ଦର ଆଜି ଠାରୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା…

ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଛି। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି। ଟ୍ୱିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। କ୍ୟାବିନେଟ୍‌ ମଞ୍ଜୁର ମିଳିଥିବାରୁ କେନ୍ଦ୍ରକୁ କୃତଜ୍ଞତା ଜଣାଇଛନ୍ତି ଜୁଏଲ।…
Read More...

ଆଜି ଠାରୁ ଗାଈ ଗୋରୁଙ୍କର କାନ ନୋଳିକରଣ ଯୋଜନା ଆରମ୍ଭ..

ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଆଜି ଠାରୁ ଗାଈ ଗୋରୁଙ୍କର କାନ ନୋଳିକରଣ ଯୋଜନାର  ଶୁଭାରମ୍ଭ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ (ମେୟର) ଦ୍ୱାରା ବେହେରା ସାହି, ନୟାପଲ୍ଲୀ ସ୍ଥିତ ଅନୁଷ୍ଠିତ ହୋଇଯାଇଛି ।
Read More...

ଆଜି କ୍ୟାମ୍ପ କୋର୍ଟର ପ୍ରଥମ ଦିନରେ ୨୭୦ କଏଦୀଙ୍କୁ ଜାମିନ..

ଆଜି ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ ଆରମ୍ଭ ହୋଇଛି କ୍ୟାମ୍ପ୍ କୋର୍ଟ। ଓକିଲଙ୍କ ଆନ୍ଦୋଳନ କାରଣରୁ ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ ଦେବା ପାଇଁ ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଏହି କ୍ୟାମ୍ପ କୋର୍ଟରେ ଆଜି ପ୍ରଥମ…
Read More...

ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ବର୍ଷା…..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି…
Read More...

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଲ ପରିସରରେ ବସିବ କ୍ୟାମ୍ପ କୋର୍ଟ 

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ ପରିସରରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ଏବଂ ଜାମିନଯୁକ୍ତ ମାମଲା…
Read More...

ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସ ଙ୍କ ପିତୄ ବିୟୋଗ ସମାଜ ପାଇଁ ଏକ ଅପୁରଣିଅ କ୍ଷତି ଅଟେ…

ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସ ଙ୍କ ପିତା ଭଗଵାନ ଦାସ ଜଣେ ଉଚ୍ଚକୋଟିର ସମାଜସେବୀ ଥିଲେ ତେଣୁ ତାଙ୍କର ବିୟୋଗରେ ଭୀମଟାଙ୍ଗି ଏରିଆରେ ସାଧାରଣ ଜନତାଙ୍କ ମଧ୍ୟରେ ଶୋକରଛାୟା ବ୍ୟାପି ଯାଇଛି  ଭଗଵାନ ଦାସଙ୍କ ଅକାଳ ବିୟୋଗ ଵେଳକୁ ବୟସ ୭୧ ହୋଇଥିଲା।ସେ ପରୋପକାରୀ ଵ୍ୟକ୍ତି ଥିଲେ।ସେ…
Read More...

ଚିନ୍ତାରେ ଜନତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ ….

ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହୋଇଗଲାଣି ଓକିଲ ଓ ପୋଲିସଙ୍କ ମଧ୍ୟରେ ଲାଗିଥିବା ବିବାଦ । ଏହା କମିବାର ନାଁ ଧରୁନି ଓ ସରକାର ମଧ୍ୟ ଏହାର କୌଣସି ବାଟ ବାହାର କରିବାପାଇଁ ଚେଷ୍ଟା କରୁନାହାନ୍ତି । ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଅପରାହ୍ନରେ ଓକିଲ…
Read More...

ତିତ୍‌ଲି: ବନ୍ୟା ଯୋଗୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହ ୬ ଜଣ ନିଖୋଜ…

ତିତ୍‌ଲି ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି।ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିହୋଇ ବନ୍ୟା ସୃଷ୍ଟି ହୋଇଛି ତେବେ ଏହି ବନ୍ୟା ଯୋଗୁଁ ଭଞ୍ଜନଗରରେ ଘର ଭାସିଯାଇଛି। ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହ ୬ ଜଣ ନିଖୋଜ ଅଛନ୍ତି।…
Read More...

ତିତ୍‌ଲି ଉଗ୍ର ରୂପ ନେଇପାରେ ୪ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦରହିବ କାଲି…

ତିତ୍‌ଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ। ଧୀରେ ଧୀରେ ଉଗ୍ର ହେଉଛି ସମ୍ଭାବ୍ୟ ବାତ୍ୟା ‘ତିତ୍‌ଲି’। ଏହି ବାତ୍ୟାର ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ୪ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି…
Read More...

କଳା ବ୍ୟାଜ ପିନ୍ଧି ରାସ୍ତାକୁ ଓଲ୍ହାହିଲେ ଆଇନଜୀବୀ….

ପୋଲିସ ଓ ଆଇନଜୀବୀ କଂ ମାଡ଼ ଘଟଣା କୁ ନେଇ ଆଇନଜୀବୀ କଂ ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉଛି। ହଜାର ହଜାର ଆଇନଜୀବୀ କଳା ବ୍ୟାଜ ପିନ୍ଧି ଏକ ଶାନ୍ତି ଶୋଭାଯାତ୍ରାରେ ବହାରିଥିଲେ ।କଟକ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆଇନିଜୀବୀ ମାନେ ଏକାଠି ହୋଇଥିଲେ । ଅଭିଯୁକ୍ତକୁ ଗିରଫଦାରୀ ଦାବି…
Read More...