ଭାରତ-ଚାଇନାର ଗଲ୍ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଧେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ନିରପେକ୍ଷ ଖବର: ତା - ୧୮/୦୬ ଆଜି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ(ଏଓବିଏସ୍ଓ) ତରଫରୁ ଭାରତ ଚାଇନାର ଗଲ୍ଓ୍ଵାନ ସୀମାରେ ଭାରତର ୨୦ଜଣଙ୍କ ସହ ସେଥି ମଧ୍ୟରୁ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ…
Read More...
Read More...