Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

Uncategorized

କର୍କଟ ପିଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସଂସ୍କୃତିକ କାର୍ଯ୍ୟକ୍ରମ…

ଭୂବନେଶ୍ୱର,ନିରପେକ୍ଷ ଖବର:– ଭୂବନେଶ୍ୱର,ନିରପେକ୍ଷ ଖବର:– ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ…

ଭୁବନେଶ୍ୱର, ନିରପେକ୍ଷ ଖବର:୨୮/୧୨/୧୯ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଯଦି ଆପଣ ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହି ଖବର ।ଜାନୁଆରୀ ଏକ ତାରିଖରୁ ଏଟିଏମରୁ ଟଙ୍କା ଉଠାଣ ନେଇ ନିୟମ ଲାଗୁ ହେଵାକୁ ଯାଉଛି । ୨୦୨୦ ନୂତନ ବର୍ଷ…
Read More...

୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକ….

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨/୧୨/୨୦୧୯,ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍‌ଏଲ୍‌ବିସି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକି୍ରୟ ଭାବେ ସଂପାଦନା କରାଯାଉଥିବା …
Read More...

ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ

ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ…
Read More...

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ….

ଭୁବନେଶ୍ୱର,ନିରପେକ୍ଷ ଖବର:ତା- ୧୪.୧୨.୨୦୧୯ ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ୱର ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈଷିଣୀ ପତ୍ରିକାରେ ତକ୍ରାଳୀନ…
Read More...

ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ….

ବାରିପଦା(ନିରପେକ୍ଷ ଖବର)ତା-୦୫/୧୨/୨୦୧୯-ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ।ପୁଣି ରାସ୍ତାରୁ ଟେକି ନେଇ ଜଙ୍ଗଲ ରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା । ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା…
Read More...

ପିଆରଏମ୍ ହସ୍ପିଟାଲରେ ପୁଣି ଚିକିତ୍ସା ଅଭାବରୁ ରୋଗୀ ମୃତ

ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ…
Read More...

‘ପଣ୍ଡିତ ନୀଳକଂଠଙ୍କ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ କ୍ଲାସିକ୍‌ ମର୍ଯ୍ୟାଦାର ଗ୍ରନ୍ଥ’

ଭୁବନେଶ୍ୱର ନିରପେକ୍ଷ ଖବର, ୨୭/୧୧/୨୦୧୯ ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍‌, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ଚାହାଣି ଓ ଚମକର ବ୍ୟାଖ୍ୟାନପୂର୍ବକ ସମାଜ ଏବଂ ସଭ୍ୟତାର…
Read More...

ବିଜେପିରେ ସାମିଲ ହେଲେ ପାଟଣାଗଡର ପ୍ରମୁଖ ବିଜେଡି ନେତୃବୃନ୍ଦ….

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ ନେତୃବୃନ୍ଦମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ…
Read More...

ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ …..

* ଆନ୍ଧ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା * ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ସମୀକ୍ଷା * ସମସ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବା ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ…
Read More...

ଭବାନୀ ମଲ୍ ଭଳି ଜନଗହଳି ସ୍ଥାନରେ ମଦୁଆଙ୍କ ଗୁଣ୍ଡା ଗିରି..

*ପୋଲିସ୍ ବାବୁଙ୍କୁ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ସାଧାରଣ ଜନତା ଙ୍କୁ ଗାଳି ... ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୯/୧୯ ଆଜି ସହିଦ୍ ନଗର ଭବାନୀ ମଲ୍ ରେ ଜଣେ ନିଶାକ୍ତ ଯୁବକ ମଲ୍ ଭିତରେ ନିଶା ଖାଇ ଭଙ୍ଗା ରୁଜା କରିବା ସହ ମଲ୍ ଆସିଥିବା ସମସ୍ତ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ…
Read More...

ଚାନ୍ଦା ନ ଦେବାରୁ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ….

ଭୁବନେଶ୍ୱର,(ନିରପେକ୍ଷ ଖବର) ୧୨/୯: ଗଣେଶ ପୂଜା ଚାନ୍ଦାକୁ କେନ୍ଦ୍ର କରି ଅଶୋକନଗରର ବରିଷ୍ଠ ନାଗରିକ ତଥା  ଲଜ୍ ମାଲିକ ଚିନ୍ତାମଣି ନାୟକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ବିତିଗଲାଣି ୫ ଦିନ। ହେଲେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଏ ପର୍ଯ୍ୟନ୍ତ କ୍ୟାପିଟାଲ ଥାନା ପୁଲିସ…
Read More...

ବୁଢା ବୟସରେ ରାସଲୀଳା କରିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ବାବୁ

ବାରିପଦା(ନିରପେକ୍ଷ ଖବର)ତା-୮/ସେପ୍ଟେମ୍ବର/୨୦୧୯-ବୁଢା ବୟସରେ ରାସଲୀଳା କରିବାକୁ ମନ ବଳାଇ ଜଣେ ଚତୁର୍ଥ ଶ୍ରେଣୀର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ସେ ଦିବା ଆଲୋକରେ ଏକୁଟିଆ ପାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ୫୮ବର୍ଷୀୟ ଚତୁର୍ଥ…
Read More...

ଜଣେ ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇ ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁର୍ତ୍ତ

ବାରିପଦା,(ନିରପେକ୍ଷ ଖବର)ତା-୭/ସେପ୍ଟେମ୍ବର/୨୦୧୯- ଗୁଣିଗାଡେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଏଭଳି ଲୋମଟାଙ୍କରା ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଗତକାଲି…
Read More...

ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ

ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ…
Read More...

ଦାଇତ୍ୱହୀନ ଥାନାଧିକାରୀ ହେଲେ ନିଲମ୍ବିତ

ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ…
Read More...

ପୁଣି ଏକ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଲା……

ବାରିପଦା(ନିରପେକ୍ଷ ଖବର)ତା-୧୦/ଅଗଷ୍ଟ/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲୋମହର୍ଷକାରୀ ଓ ଲଜ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ପଢୁଆ ଝିଅର ଲଗ୍ନ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଣିଷରୂପୀ ରାକ୍ଷସଙ୍କ କବଳରେ ଶିକାର ହେଲେ ଏହି କଲେଜ ପଢ଼ୁଆ ନାବାଳିକା…
Read More...

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍…

ଦିଲ୍ଲୀ,ନିରପେକ୍ଷ ଖବର:ତା:୦୬/୦୮/୧୯ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ୬୭ ବର୍ଷ ବୟସରେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ ।ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆଜି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ ହୋଇଥିଲା…
Read More...

ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ଜବତ କଲା ପୁଲିସ୍….

ବାରିପଦା(ନିରପେକ୍ଷ ଖବର)ତା-୧/ଅଗଷ୍ଟ/୨୦୧୯-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । ଗୁରୁବାର ସକାଳୁ ପୋଲିସ୍ ପେଟ୍ରୋଲିଂ କରୁଥିବାବେଳେ ମୂଲ୍ୟବାନ କାଠ ସହ ଏକ ପିକଅପ ଭ୍ୟାନ ଓ ଗୋଟିଏ ଇଣ୍ଡିଗୋ କାର ଏବଂ ୫ ଜଣକୁ ସନ୍ଦେହରେ ଅଟକ ରଖିଛି…
Read More...