Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

Uncategorized

ପ୍ରଶାସନିକ ଅଧିକାରୀ ନାଁରେ ଠକେଇ କରୁଥିବା ଠକକୁ ଦଣ୍ଡିତ କଲେ କୋର୍ଟ…

ବାରିପଦା(ନିରପେକ୍ଷ ଖବର)ତା-୩୧/ଜୁଲାଇ/୨୦୧୯- ନକଲି ସରକାରୀ ଅଧିକାରୀ ବୋଲି ନିଜର ପରିଚୟ ଦେଇ ଲୋକଙ୍କୁ ଠକି ଚାଲୁଥିବା ଜଣେ ବ୍ୟକ୍ତିକୁ ମୟୁରଭଞ୍ଜ ଜିଲ୍ଲା ସ୍ପେଶାଲ ଦୌରା ଜର୍ଜ ସୁମିତା ଆଚାର୍ଯ୍ୟ ଦଣ୍ଡିତ କରିଛନ୍ତି। ବୁଧବାର ମାନ୍ୟବର କୋର୍ଟ ଦୋଷୀକୁ ୬ବର୍ଷ ଜେଲଦଣ୍ଡ ସହ ୧୦୦୦୦ ଟଙ୍କା…
Read More...

କ୍ୱିଜ୍ ବେଲ୍ ର ୪ର୍ଥ ସଂସ୍କରଣ ଉଡ୍ ଆପଲ ବିଦ୍ୟାଳୟ ଦ୍ୱାରା କୁଇଜ୍ ପ୍ରତିଯୋଗିତା ଆୟୋଜିତ…

ଭୁବନେଶ୍ୱର,ନିରପେକ୍ଷ ଖବର: ୩୦.୦୭.୨୦୧୯: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ କ୍ୱିଜ୍ ପ୍ରତିଯୋଗିତା କ୍ୱିଜ୍ ବେଲ ୨୦୧୯, ୪ର୍ଥ ସଂସ୍କରଣ ଉଡ୍ ଆପଲ ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଯାଇଛି । ଉଡ୍ ଆପଲ ବିଦ୍ୟାଳୟ ସମାଜରେ…
Read More...

ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ….

ବାରିପଦା(ନିରପେକ୍ଷ ଖବର)ତା-୩୦/ଜୁଲାଇ/୨୦୧୯- ଲାଞ୍ଚ ମାଗିବା ମହଙ୍ଗା ପଡିଲା। ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ। ୨୦୧୨ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ବାରିପଦା ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜର୍ଜ ବେଣୁଧର ପାତ୍ର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମୟୁରଭଞ୍ଜ…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର..

ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି…
Read More...

ଦୁର୍ଘଟଣା ସ୍ଥାନରେ ୧୦୮ ଆମ୍ବୁଲାନସ୍ ପହଁଚି ପାରିଲାନି..

ବାରିପଦା: ନିରପେକ୍ଷ ଖବର ୨୨/୦୭/୨୦୧୯: ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ଛକ ନିକଟରେ ଆଜି ଦିନ ୧୧ଟା ସମୟରେ ଏକ ସଡକ ଦୂର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସାରସକଣାର ଖେକରା ଧଳ ନିଜ  ବମ୍ବେଛକରୁ ବାରିପଦା ପଟେ ଯାଉଥିବା ସମୟରେ ଧାଙ୍ଗୁଡିଶୋଳ ଛକ ନିକଟରେ…
Read More...

ଆତଙ୍କର ଆଡ୍ଡାସ୍ଥଳ ପାଲଟିଛି ସହିଦ ନଗର….

ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୭/୧୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶହୀଦ ନଗର ଏବେ ଅସୁରକ୍ଷିତ ହୋଇପଡିଛି। ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏଠାରେ ଦିନ ଦ୍ୱିପହରେ  ଲୁଟତରାଜ ମଧ୍ୟ ଚାଲୁଛି। କାହା ପାଖରୁ ବନ୍ଧୁକ ଦେଖାଇ ଲୁଟେରାମାନେ…
Read More...

ପଶ୍ଚିମବଙ୍ଗ ରେ ଭଦ୍ରକ ର କାର ଦୁର୍ଘଟଣା …

ନିରପେକ୍ଷ ଖବର.ଭଦ୍ରକ:୧୭/୦୭/୧୯ ଭଦ୍ରକ ର ଏକ କାର   ପଶ୍ଚିମବଙ୍ଗ ରେ ଧକ୍କା ହୋଇ ୪ ଜଣଙ୍କ  ମୃତ୍ୟୁ ହୋଇଥିବାର  ସୂଚନା  ମିିଳିଛି।ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଦିଗବିଜୟ ଦାଶ. ଯାଜପୁର ର ମନୋଜ ମହାନ୍ତି.. ଖୋର୍ଦ୍ଧା ର ଦିଲ୍ଲୀପ ନାୟକ. ଭଞ୍ଜନଗର ର ପି ତେଜେଶ୍ୱର..…
Read More...

ପାଟକୁରାରେ ପୁଲିସର ବର୍ବର କାଣ୍ଡ….

ବାରିପଦା, ନିରପେକ୍ଷ ଖବର(୧୮/ଜୁଲାଇ/୨୦୧୯)-କେନ୍ଦ୍ରାପଡ଼ା ଜିଲ୍ଳାର ପାଟକୁରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର ବିରୋଧରେ ମୟୁରଭଞ୍ଜର ସାମ୍ବାଦିକମାନେ ମିଳିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ବୁଖରେ ପ୍ରତିବାଦ ସଭା କରିଛନ୍ତି।ପାଟକୁରାରେ ପୁଲିସର ବର୍ବର…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ…….

ବାରିପଦା,ନିରପେକ୍ଷ ଖବର:(୧୮/ଜୁଲାଇ/୨୦୧୯) ଭିଜିଲାନ୍ସ ଜାଲରେ ପଡିଲେ ମୟୁରଭଞ୍ଜ ଜିଲ୍ଲାର ସହକାରୀ ଯନ୍ତ୍ରୀ। ବାରିପଦାସ୍ଥିତ ଖୁଦ୍ରଜଳସେଚନ ବିଭାଗରେ କାର୍ଯ୍ୟରତ ଥିବା ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ ହୃଦେଶ୍ୱର ବେହେରା ବାରିପଦାରେ ଥିବା ତାଙ୍କ ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ…
Read More...

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ….

ଦିଲ୍ଲୀ, ନିରପେକ୍ଷ ଖବର:୧୬/୦୭/୧୯ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ କରିଯାଇଛି। ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରାଜ୍ୟପାଳଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ…
Read More...

ହୋଟେଲରେ ଜଣେ ଯୁବକର ସନ୍ଧେହ ଜନକ ମୃତ୍ୟୁ

ବାରିପଦା,ନିରପେକ୍ଷ ଖବର:୧୬/ଜୁଲାଇ ୨୦୧୯(ମଙ୍ଗଳବାର)- ସ୍ଥାନୀୟ ଏକ ହୋଟେଲରୁ ଜଣେ ଯୁବକର ସନ୍ଧେହ ଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନା ପୁଲିସ୍ ଏହି ମୃତ ଦେହକୁ ଉଦ୍ଧାର କରିଛି। ମଙ୍ଗଳବାର ଅପରାହ୍ନ 2ଟା ସମୟରେ ବାରିପଦା ସହର ମଧ୍ୟ ଭାଗରେ ଥିବା ଅପର୍ଣ୍ଣା ହୋଟେଲରୁ ଏକ…
Read More...

ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ

ବାରିପଦା, ନିରପେକ୍ଷତା ଖବର:୧୬/ଜୁଲାଇ/୨୦୧୯( ସୋମବାର): ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏବେବି ତିନି ଗୁରୁତର ହସ୍ପିଟାଲରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ ଆଗରିଆ ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା…
Read More...

ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର….

ପୁରୀ, ନିରପେକ୍ଷ ଖବର: ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର। ମୃତକ ମାନେ ସତ୍ୟବାଦୀ ବିରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ଭାଇ ଓ ପୁତୁରା। ଆଜି ସନ୍ଧ୍ୟା ୫ଟାରେ ଦୁର୍ବୁର୍ତ ମାନେ ଆକ୍ରମଣ କରିଥିଲେ ଘଟଣା ସ୍ଥଳରେ ତିନି ଜଣ ମୃତ୍ୟୁ।…
Read More...

ଟ୍ରେନ ଲାଇନରେ ଶୋଇଥିବା ବେଳେ ଟ୍ରେନ ଚଢ଼ିଗଲା….

ବାରିପଦା, ନିରପେକ୍ଷ ଖବର:ଟ୍ରେନ ଲାଇନରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରେନ। ଫଳରେ ଜଣେ ଲୋକକୁ ଦୁଇଟି ଗୋଡ଼ ହରାଇବାକୁ ପଡିଛି। ଭଂଜପୁର ଷ୍ଟେସନରୁ ବାଲେଶ୍ବର ଏକ ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ବାଘଡା ରୋଡ଼ ମଝିରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଡ୍ରାଇଭର ଆଖୀ ସାମ୍ନାରେ ଏହି ଦୁର୍ଘଟଣା…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ସମ୍ପୂର୍ଣ୍ଣ..

ବାରିପଦା, ନିରପେକ୍ଷ ଖବର:୬/ଜୁଲାଇ/୨୦୧୯, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ବିଶେଷକରି ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବାର ସୁଯୋଗ ପାଇଥାନ୍ତି। ଯାହା ବିଶ୍ୱରେ ଏଭଳି…
Read More...

ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ..

ଭୁବନେଶ୍ୱର :ନିରପେକ୍ଷ ଖବର, ତା ୦୬/୦୭/୨୦୧୯, ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ…
Read More...

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ …

ଭୁବନେଶ୍ୱର: ନିରପେକ୍ଷ ଖବର, ୦୫/୦୬/୨୦୧୯ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଅଧ୍ୟକ୍ଷତା କରିବା ସହିତ ନିର୍ବାଚନ ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ବିଭାଗୀୟ ବରିଷ୍ଠ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ହେଲା ଉତ୍ସବ ମୁଖର…

ବାରିପଦା,ନିରପେକ୍ଷ ଖବର:୫/ଜୁଲାଇ/୨୦୧୯, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପ୍ରଭୁ ବଳଭଦ୍ରଙ୍କର ରଥ ଟଣା ଯାଇଥିବା ବେଳେ ସନିବାର ଅପରାହ୍ନ 2.30 ମିନିଟ ସମୟରେ ପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଯିବ। ମା'…
Read More...

ଦ୍ୱିତୀୟ ଶ୍ରକ୍ଷେତ୍ର ଭାବେ ପରିଚିତ ବାରିପଦା ହରିବଳଦେଵ ଜୀଉଙ୍କ ପହଣ୍ଡି ବିଜେ ।

ବାରିପଦା ,ନିରପେକ୍ଷ ଖବର:୪ ଜୁଲାଇ ୨୦୧୯(ଗୁରୁବାର)  ଆଜି ବାରିପଦା ସ୍ଥିତ ହରିବଳଦେଵ ଜୀଉ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଯାଇଛି। ଆଜି ସକାଳ ୮ ଘଟିକାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା।ଦିବା ୪ ଘଟିକା ସମୟ ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ…
Read More...