Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space
Browsing Category

Uncategorized

ସୂଚନା ଓ ଲୋକସଂପର୍କ ବିଭାଗରେ ଅବସରକାଳୀନ ସଭା ..

ଭୁବନେଶ୍ୱର, ନିରପେକ୍ଷ ଖବର:୦୧/୦୭/୨୦୧୯ ଚାକିରି ଜୀବନର ଅଭିଜ୍ଞତା, ଅନୁଭବ ଓ ସଂପର୍କକୁ ଆଧାର କରି ଅବସର ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ  କରିବା ପାଇଁ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଖସଡ଼ା ପ୍ରସ୍ତୁତ କରିବାକୁ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର…
Read More...

ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଖୋଲିବ କଲେଜ୍‌ …. 

ଭୁବନେଶ୍ଵର,ନିରପେକ୍ଷ ଖବର:୩୦/୦୬/୨୦୧୯: ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଖୋଲିବ କଲେଜ୍‌ । ସଠିକ୍ ସମୟରେ ପାଠ୍ୟକ୍ରମ ଶେଷ,ପରୀକ୍ଷା ପରିଚାଳନା ଓ ଫଳାଫଳ ପ୍ରକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବାକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ…
Read More...

ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ ଏବଂ ଗୁଣାତ୍ମକ ମାନ ବୃଦ୍ଧି ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ..

ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୦୫/୨୦୧୯ ଉଚ୍ଚଶିକ୍ଷା ବିଭାଗର ୫୨ଟି ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଡ. ସାହୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ…
Read More...

ବାରିପଦାର,ବେତାନଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା 4 ମୃତ୍ୟ 10 ଗୁରୁତର।

ବାରିପଦା ନିରପେକ୍ଷ ଖବର:ତା:୨୭ ବୁଧବାର ରାତି 12ଟା ସମୟ ରେ ଭୁବନେଶ୍ୱର ରୁ ବାରିପଦା ଆସୁଥିବା କଳ୍ପନା(ମା ମଙ୍ଗଳା)      ନାମକ ଏକ ଘରୋଇ ବସ ବେତାନଟି ନିକଟସ୍ଥ ଆଗରିଆ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ 10 ଜଣ ଗୁରୁତର ଅବସ୍ଥା ରେ ଚିକିତ୍ସିତ…
Read More...

ଓଡ଼ିଶାର ‘ଫନି’ ପ୍ରଭାବିତ ଅଞ୍ଚଳରେ ଶକ୍ତି ପୁନଃରୁଦ୍ଧାର ନିମନ୍ତେ ସହଯୋଗର ହାତ ବଢାଇଛି ପାୱାରଗ୍ରୀଡ…

ନୂଆଦିଲ୍ଲୀ : ଚଳିତ ମାସ ୩ ତାରିଖରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫନି’ରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଯୋଗାଣ ନିମନ୍ତେ ତୁରନ୍ତ ଶକ୍ତି ପୁନଃରୁଦ୍ଧାର କାର୍ଯ୍ୟରେ ପାୱାରଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆ ଲିଃ (ପାୱାରଗ୍ରୀଡ଼) ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଗତ ୨୦ ବର୍ଷ…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ କଲେ ବାଲେଶ୍ୱରରୁ ବାରିପଦା ରୋଡ ସୋ’

ବାଲେଶ୍ବର ନିରପେକ୍ଷ ଖବର:୨୪/୦୪/୨୦୧୯ ,ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା ପାଇଁ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଏକ ବିଶାଳ ରୋଡ୍ ସୋ ଜରିଆରେ ବାଲେଶ୍ୱରରୁ…
Read More...

ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ …

ପିପିଲି:ନିରପେକ୍ଷ ଖବର:୨୨/୦୪/୨୦୧୯ ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ ।ପୁଲିସ୍‌ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।ଗିରଫ ନେଇ ପୁରୀ ଏସପି…
Read More...

ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା…

କଲମ୍ବୋ: ନିରପେକ୍ଷ ଖବର: ପବିତ୍ର ଇଷ୍ଟର ଉପଲକ୍ଷେ ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା । ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ…
Read More...

୩ ଜଣ ବରିଷ୍ଠ ନେତାଙ୍କୁ ମିଳିଲା ନୂତନ ଦାୟୀତ୍ୱ..

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୩/୦୩: ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବରିଷ୍ଠ ବିଜେପି ନେତା ସୁବାଷ ଚୈାହାନ ଏବଂ  ବରିଷ୍ଠ ଆଇନଜୀବି ଓ ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟଙ୍କୁ…
Read More...

ଅସୁରକ୍ଷିତ ଶହୀଦ ନଗର…..

ଭୁବନେଶ୍ୱର:ନିରପେକ୍ଷ ଖବର:ତା.୨୮/୦୨/୨୦୧୯ ଆଜି ଦିନ ଦୁଇ ପ୍ରହରରେ ଶହୀଦ ନଗର ସ୍ଥିତ ହାପି ହାୱାର ସ୍କୁଲ ସମୁଖ ଗେଟ୍ ନଂ-୧ ପାଖ ଦୋକାନ ନିକଟରେ ପ୍ରଣୀତ୍ ସାହୁ ଚାହା   ପିଉଥିଲେ । ହଠାତ୍ ଦୁଇ ଜଣ ଲୁଟେରା ନମ୍ବର ବିହୀନ କଲା ରଙ୍ଗର ପଲସରରେ ଆସିଥିଲେ । ପ୍ରଣୀତ୍ ଙ୍କ ବେକରେ ବନ୍ଧୁକ ଲଗାଇ…
Read More...

ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲି….

ଭୁବନେଶ୍ୱର:୨୨/୦୨/୨୦୧୯ ନିରପେକ୍ଷ ଖବର:ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲିର ଆୟୋଜନ କରାଯାଇଛି।ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯେପରି ସମସ୍ତେ ରାସାୟନିକ ହୋଲିରୁ ନିବୃତ୍ତ ରହିବେ ଯାହାଦ୍ୱାରା ପରିବେଶ ଓ ନିଜକୁ ସୁରକ୍ଷିତ ରଖିବା ସମ୍ଭବ…
Read More...

ଦୋଷ କରିବ ଜଣେ, ଦଣ୍ଡ ପାଇବ ଆଉ ଜଣେ..

ଭୁବନେଶ୍ୱର ନିରପେକ୍ଷ ଖବର: ତା:୦୭/୦୨/୨୦୧୯   ଭଦ୍ରକ ଅଞ୍ଚଳର ଜଣେ ପରଉପକାରୀ  ଓ  ଯୁବ ସମାଜସେବୀ ତଥା 30 ବର୍ଷ ଧରି ଗାଁକୁ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ ଜାରି ରଖିଥିବା ସାହସୀ ଯୁବକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ବିନା ଦୋଷରେ ବାସୁଦେବପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…
Read More...

ସାମ୍ବାଦିକମାନେ ଏବେ ଅସୁରକ୍ଷିତ…

ଭବନେଶ୍ୱର:ନିରପେକ୍ଷ ଖବର: ବାରମ୍ବାର ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଛି, ଏନେଇ ସରକାର କୋୖଣସି ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ପାଇଁ ଆଜି କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଲୱେର ପିଏମଜି ଠାରେ ଧାରଣା ଦିଆଯାଇଥିଲା।     ସଙ୍ଘର ଶତାଧିକ ସାମ୍ବାଦିକ ମାନେ ଲୱେର ପିଏମଜି…
Read More...

କର୍ତ୍ତବ୍ୟନିଷ୍ଟ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ…

ଭବନେଶ୍ୱର ନିରପେକ୍ଷ ଖବର:୨୬/୦୧/୧୯:  ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହାରାଜା ସିନେମା ହଲରେ ଜଣେ କର୍ତ୍ତବ୍ୟନିଷ୍ଟ. ଦୈନିକ ଖବର କାଗଜ ପ୍ରମେୟର  ସାମ୍ବାଦିକ କପିଳ ପ୍ରଧାନଙ୍କୁ ମରଣାତ୍ମକ ଆକ୍ରମଣ କଲେ କିଛି ଅସାମାଜିକ ଯୁବକ। ଶ୍ରୀ ପ୍ରଧାନ ଫିଲ୍ମ ଦେଖୁଥିବା ବେଳେ ଏହି ଯୁବକମାନେ ହଲ…
Read More...