ଆଜି ରାଜଧାନୀ ଭୁବନେଶ୍ବରରେ ଜଳିଗଲା ଦୁଇଟି ଵସ୍ କାରଣ ଅସ୍ପଷ୍ଟ । ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ପାଖରେ ଏହି ବସ୍ ଦୁଇଟି ଜଳି ଯାଇଛି।ବସ୍ ଦୁଇଟି ବୋହୁ ପୁରୁଣା ହୋଇଯାଇଥିଲା ଓ ଅବ୍ୟବହୃତ ହୋଇ ପଡ଼ିଥିଲା।ବସ୍ରେ କେମିତି ନିଆଁ ଲାଗିଲା, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ ବିଦ୍ୟୁତ୍ ତାର ଲାଗି ବସ୍ ଦୁଇଟି ଜଳି ଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖବର ପାଇ ଆସି ନିଆଁ ଲିଭାଇ ଥିଲେ।
