ଅଭିନେତ୍ରୀ ସ୍ୱପ୍ନା ଯୋଗଦେଲେ କଂଗ୍ରେସରେ … ରାଜନୀତି By Debasmita Behera::Reporter//Admin On Mar 24, 2019 0 Share ନିରପେକ୍ଷ ଖବର:ଦିଲ୍ଲୀ ତା:୨୩/୦୩/୨୦୧୯: ହରିୟାଣାର ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ସ୍ୱପ୍ନା ଚୌଧୁରୀ ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି। କୋଗ୍ରେସ ପକ୍ଷରୁ ସେ ବଜେପି ପ୍ରାର୍ଥୀ ପ୍ରଖ୍ୟାତ ଅଭିନେତ୍ରୀ ହେମା ମାଳିନୀଙ୍କ ବିରୋଧୀ ପ୍ରାର୍ଥୀ ହୋଇ ଠିଆ ହେବେ ବୋଲି ଜଣାପଡିଛି। 0 Share FacebookTwitterGoogle+WhatsApp