ପୁରୀ, ନିରପେକ୍ଷ ଖବର: ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର। ମୃତକ ମାନେ ସତ୍ୟବାଦୀ ବିରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ଭାଇ ଓ ପୁତୁରା। ଆଜି ସନ୍ଧ୍ୟା ୫ଟାରେ ଦୁର୍ବୁର୍ତ ମାନେ ଆକ୍ରମଣ କରିଥିଲେ ଘଟଣା ସ୍ଥଳରେ ତିନି ଜଣ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଉପସ୍ଥିତ ଅଛନ୍ତି ଓ ସତ୍ୟବାଦୀ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
