Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ନୂଆବର୍ଷରୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ….

ଅଣସବସିଡ୍ ଏଲପିଜି ମୂଲ୍ୟ ୧୨୧ ଟଙ୍କା ୫୦ ପଇଷା କମ୍ • ଘରୋଇ ସିଲିଣ୍ଡର ପିଛା ୫ ଟଙ୍କା ୯୫ ପଇଷା ମୂଲ୍ୟ ହ୍ରାସ • ଗ୍ରାହକ ମାନଙ୍କୁ ୮୩୮ ଟଙ୍କା ବଦଳରେ ୭୧୬ ଟଙ୍କା ୫୦ ପଇଷା ଦେଇ ସିଲିଣ୍ଡର କିଣିବାକୁ ପଡିବ ଗ୍ରାହକ ମାନଙ୍କୁ ସବସିଡ୍ ମିଳିବା ପରେ ସିଲିଣ୍ଡରର ମୂଲ୍ୟ ୫୦୫ ଟଙ୍କା ୮୩ ପଇଷା ହେବ

0

ଭୁୁବନେଶ୍ୱର,. ନିରପେକ୍ଷ ଖବର:  ଅଣ ସବସିଡ୍ ଯୁକ୍ତ  ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ୱର ଠାରେ ଜାନୁଆରୀ ୧  ତାରିଖରୁ  ୧୨୧ ଟଙ୍କା ୫୦ ପଇଷା ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ ଏହି ମୂଲ୍ୟ ହ୍ରାସ ପାଇଛି ବୋଲି ଇଣ୍ଡିଆନ୍ ଅଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି ।
ଏହି ଅନୁସାରେ ଘରୋଇ ଏଲପିଜି ବ୍ୟବହାର କାରୀଙ୍କୁ ୮୩୮ ଟଙ୍କା ବଦଳରେ ଏଣିକି ୭୧୬ ଟଙ୍କା ଦେବାପାଇଁ ପଡିବ । ଗ୍ରାହକ ମାନଙ୍କୁ ସିଲିଣ୍ଡର କିଣିବା ବେଳେ ୧୨୧ ଟଙ୍କା ୫୦ ପଇଷା କମ୍ ଦେବାକୁ ପଡିବ ।
ଘରୋଇ ସିଲିଣ୍ଡର ସବସିଡ୍ ଯୁକ୍ତ ହୋଇଥିବା କାରଣରୁ ସବସିଡ ପରେ ସିଲିଣ୍ଡର ଉପରେ ୫ ଟଙ୍କା ୯୫ ପଇଷା ଦର କମିବ । ଡିସେମ୍ବର ୨୦୧୮ରେ ସବସିଡ୍ ଯୁକ୍ତ ସିଲିଣ୍ଡରର ମୂଲ୍ୟ ୫୧୧.୭୮ ପଇଷା ଥିବା ବେଳେ ଜାନୁଆରୀ ପହିଲାରୁ ଏହି ମୂଲ୍ୟ ୫୦୫.୮୩ ପଇଷା ରହିବ । ଏହା ବାଦ୍ ଅତିରିକ୍ତ ମୂଲ୍ୟ ସବସିଡ୍ ଆକାରରେ କେନ୍ଦ୍ର ସରକାର ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରୁଛନ୍ତି ।

Mo sapath

Leave A Reply

Your email address will not be published.