ଭବନେଶ୍ୱର:ନିରପେକ୍ଷ ଖବର: ବାରମ୍ବାର ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଛି, ଏନେଇ ସରକାର କୋୖଣସି ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ପାଇଁ ଆଜି କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଲୱେର ପିଏମଜି ଠାରେ ଧାରଣା ଦିଆଯାଇଥିଲା। ସଙ୍ଘର ଶତାଧିକ ସାମ୍ବାଦିକ ମାନେ ଲୱେର ପିଏମଜି ଠାରେ ଧାରଣା ଦେଇଥିଲେ। ସଂଘପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟର ମାଧ୍ୟମରେ ଏକ ସ୍ମାରକପତ୍ର ଦିଆଯାଇଛି। ୧ .ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯାଉ। ୨.ମୃତ ସାମ୍ବାଦିକ ପ୍ରତାପଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦିଆଯାଉ । ଦାବି ପୂରଣ ନହେଲେ ସଂଘପକ୍ଷରୁ ଲୋୟର ପିଏମଜି ଠାରେ ଅମରଣ ଅନଶନ କରାଯିବ ବୋଲି କଳିଙ୍ଗ ସାମ୍ବାଦିକ ସଙ୍ଘ ତରଫରୁ ସୂଚନା ଦିଆଯାଇଛି ।