ଶୁକ୍ରବାର ତାରିଖ:୫/୧୦/୧୮ ଠାରୁ ୭/୧୦/୧୮ -ପର୍ଯ୍ୟନ୍ତ ହବାକୁ ଯାଉଛି ଦ୍ୱିତୀୟ ”ଓଡିଶା ଟ୍ରାଭେଲ୍ ବଜାର ” ଓଡ଼ିଶାର ପର୍ଯ୍ୟଟନ କୁ ଦେଶ ବିଦେଶର ଲୋକଙ୍କ ପାଖରେ ପହଞ୍ଚିବା କୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟକ୍ରମ ହଉଛି। ଏହି କାର୍ଯ୍ୟକ୍ରମ ମେଫେଆର ହୋଟେଲରେ ୩ ଦିନ ଧରି ଅନୁଷ୍ଠିତ ହେବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବ । ପର୍ଯ୍ୟଟନ ବିଭାଗ ଏବଂ ଏଫଆଇସିସିଆଇ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୨୩ଟି ଦେଶରୁ୬୦ ଜଣ ବିଦେଶୀ ଟୁର୍ ଅପରେଟର ଅଂଶ ଗ୍ରହଣ କରିବେ ଓ ୧୬ ଜଣ ଦେଶୀୟ ଟୁର୍ ଅପରେଟର ଭାଗ ନେବେ । ଏଥିସହିତ ୫୬ ଜଣ ହୋଟେଲ ଶିଳ୍ପ ସହ ସଂସ୍ଲିସ୍ଟ ବ୍ୟକ୍ତିବିଶେଷ ,ଟ୍ରାଭେଲ ଏଜେନ୍ସି ର ବ୍ୟକ୍ତି ମାନେ ଅଂଶ ଗ୍ରହଣ କରିବେ ।ଏହି କାର୍ଯ୍ୟକ୍ରମ ରେ ବିଜିନେସ୍ ଟୁ ବିଜିନେସ୍ ଆଲୋଚନା ହେବ । ଏଥି ସହ ସେମାନେ ଭୁବନେଶ୍ୱର ର ଐତିହ୍ୟ ପଦଯାତ୍ରାରେ ସାମିଲ ହୋଇ ଖଣ୍ଡଗିରି ,ଉଦୟଗିରି ଓ ବିଭିନ୍ନ ମନ୍ଦିର ପରିଦର୍ଶନ କରିବେ ।ମେଫେଆର ରେ ଅନୁଷ୍ଠିତ ୪/୧୦/୧୮ ରେ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଲ୍ କୁମାର ଦେବ, ନିର୍ଦେଶୀକା ଅର୍ଚନା ପଟ୍ଟନାୟକ, ଏଫ୍ଆଇସିସିଆଇ ର ଓଡିଶା ଚାପ୍ଟର ଟୁରିଯିମ୍ ପ୍ୟାନେଲର ଚେୟାରମ୍ୟାନ ଜେକେ ମହାନ୍ତି ଏବଂ ଏଫ୍ଆଇସିସିଆଇ ର ରାହୁଲ ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇ ଏ ସମ୍ପର୍କରେ ସୂଚନା ଦେଇଥିଲେ ।
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ