Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଆଜିଠୁ ଆରମ୍ଭ ଓଡ଼ିଶା ଟ୍ରାଭେଲ୍ ବଜାର….

0

ଶୁକ୍ରବାର ତାରିଖ:୫/୧୦/୧୮ ଠାରୁ ୭/୧୦/୧୮ -ପର୍ଯ୍ୟନ୍ତ ହବାକୁ ଯାଉଛି ଦ୍ୱିତୀୟ ”ଓଡିଶା ଟ୍ରାଭେଲ୍ ବଜାର ” ଓଡ଼ିଶାର ପର୍ଯ୍ୟଟନ କୁ ଦେଶ ବିଦେଶର ଲୋକଙ୍କ ପାଖରେ ପହଞ୍ଚିବା କୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟକ୍ରମ ହଉଛି। ଏହି କାର୍ଯ୍ୟକ୍ରମ ମେଫେଆର ହୋଟେଲରେ ୩ ଦିନ ଧରି ଅନୁଷ୍ଠିତ ହେବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବ । ପର୍ଯ୍ୟଟନ ବିଭାଗ ଏବଂ ଏଫଆଇସିସିଆଇ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୨୩ଟି ଦେଶରୁ୬୦ ଜଣ ବିଦେଶୀ ଟୁର୍ ଅପରେଟର ଅଂଶ ଗ୍ରହଣ କରିବେ ଓ ୧୬ ଜଣ ଦେଶୀୟ ଟୁର୍ ଅପରେଟର ଭାଗ ନେବେ । ଏଥିସହିତ ୫୬ ଜଣ ହୋଟେଲ ଶିଳ୍ପ ସହ ସଂସ୍ଲିସ୍ଟ ବ୍ୟକ୍ତିବିଶେଷ ,ଟ୍ରାଭେଲ ଏଜେନ୍ସି ର ବ୍ୟକ୍ତି ମାନେ ଅଂଶ ଗ୍ରହଣ କରିବେ ।ଏହି କାର୍ଯ୍ୟକ୍ରମ ରେ ବିଜିନେସ୍ ଟୁ ବିଜିନେସ୍ ଆଲୋଚନା ହେବ । ଏଥି ସହ ସେମାନେ ଭୁବନେଶ୍ୱର ର ଐତିହ୍ୟ ପଦଯାତ୍ରାରେ ସାମିଲ ହୋଇ ଖଣ୍ଡଗିରି ,ଉଦୟଗିରି ଓ ବିଭିନ୍ନ ମନ୍ଦିର ପରିଦର୍ଶନ କରିବେ ।ମେଫେଆର ରେ ଅନୁଷ୍ଠିତ ୪/୧୦/୧୮ ରେ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଲ୍ କୁମାର ଦେବ, ନିର୍ଦେଶୀକା ଅର୍ଚନା ପଟ୍ଟନାୟକ, ଏଫ୍ଆଇସିସିଆଇ ର ଓଡିଶା ଚାପ୍ଟର ଟୁରିଯିମ୍ ପ୍ୟାନେଲର ଚେୟାରମ୍ୟାନ ଜେକେ ମହାନ୍ତି ଏବଂ ଏଫ୍ଆଇସିସିଆଇ ର ରାହୁଲ ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

Mo sapath

Leave A Reply

Your email address will not be published.