Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୧୦  ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଯାଇଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର…

ମହାତ୍ମାଗାନ୍ଧୀଙ୍କ‌ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୦ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୬ ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ , ମୈତ୍ରୀବିହାର ପରିସରରେ ସ୍ଥାନୀୟ…

ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର:, ୦୨/୧୦ : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି  । ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ କଟକଣା ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌-୧୯…

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଶୋଭଯାତ୍ରା ଓ ବିକ୍ଷୋଭ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨.୧୦ – ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଉପରେ ଉତରପ୍ରଦେଶ ଠାରେ ହୋଇଥିବା ଯୋଗୀ ସରକାର ପ୍ରାୟୋଜିତ ବର୍ବୋରୋଚିତ ଆକ୍ରମଣ ପ୍ରତିବାଦରେ ଏକ ବିରାଟ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକଠାରେ…

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨.୧୦ – ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ…

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨.୧୦ – ରାହୁଲ ଗାନ୍ଧୀଙ୍କୁ ଉତରପ୍ରଦେଶ ପୋଲିସ୍‌ର ବର୍ବର ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରାକ୍ତନ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ…

କଟକ:ପରିବା ବଜାରରେ ନିଆଁ

ନିରପେକ୍ଷ ଖବର:(କଟକ):ତା ୩୦/୦୯ କୃଷି ଭିତ୍ତିକ ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଖାଉଟି ଙ୍କ ଉପରେ ପଡିଛି । ଲୋକମାନେ ପରିବା କିଣିବାକୁ ଗଲା ବେଳେ ଏହାର ଦର ଶୁଣି ଏକ ପ୍ରକାର ଛାନିଆଁ ହୋଇଥିବା ଦେଖିବାକୁ ମିଳିଛି ।କୋରନା କଟକଣା କଠୋର ସମୟରେ…

ପାନୀୟ ଜଳ ପ୍ରକଳ୍ପ ଅଚଳ

ନିରପେକ୍ଷ ଖବର(ନିଆଳି):ତା ୨୯/୦୯ ଗ୍ରାମାଞ୍ଚଳ ଗୁଡିକରେ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ଗୁଡିକର ସଠିକ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳିଛି ଫଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ…

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା

ସୁନ୍ଦରଗଡ଼,ନିରପେକ୍ଷ ଖବର:୨୮/୦୯/ ୨୦୨୦: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଅପରେସନ କରିବାକୁ ପଡ଼ିବ। ଝିଅକୁ…

ଏ.ଏସ.ଆଇ ଶିଶିର ସେଠୀଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

କଟକ,ରାଜେଶ କୁମାର ଲେଙ୍କା, ନିରପେକ୍ଷ ଖବର:ତା ୨୪/୦୯ କଟକ ସଦର ଉପକଣ୍ଠ ଯଶପଡା ପଂଚାୟତର ବରପୁତ୍ର କରୋନା ଯୋଦ୍ଧା ଓଡ଼ିଶା ପ୍ରଶାସନ ବିଭାଗରେ ଖଣ୍ଡଗିରି ଥାନାରେ ଏଏସଆଇ ଭାବେ କର୍ତବ୍ୟରତଥିବା ସ୍ବର୍ଗତ ଶିଶିର କୁମାର ସେଠୀଙ୍କ କରୋନା ମହାମାରୀରେ ପୀଡିତହୋଇ ମୃତ୍ୟୁ ଘଟିଛି ! ସେହି କରୋନା…

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ

ସୁନ୍ଦରଗଡ଼,ନିରପେକ୍ଷ ଖବର:ତା. ୨୫.୦୯.୨୦୨୦: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

କରୋନା ଯୋଧ୍ୟାଙ୍କୁ ସମ୍ବର୍ଦ୍ଧିତ କଲା ‘ଉତ୍କଳୀୟମ୍‍ ଫାଉଣ୍ଡେସନ୍‍’

* ସମ୍ବର୍ଦ୍ଧିତ ହେଲେ ନିରପେକ୍ଷ ଖବରର ଯୁବ ସମ୍ବାଦିକା ଦେବସ୍ମିତା ବେହେରା... ଭୁବନେଶ୍ୱର, ୧୩/୯(ନିରପେକ୍ଷ ଖବର): ଉତ୍କଳୀୟ ଫାଉଣ୍ଡେସନ୍‍, ଭାରତ ପକ୍ଷରୁ ନିଜ ଜୀବନକୁ ବାଜି ଲଗାଇ ଅସହାୟମାନଙ୍କୁ ସହାୟ ହୋଇ ଏହି ମହାବିପତ୍ତି ସମୟରେ ଜନସାଧାରଣଙ୍କୁ ସମସ୍ତ ଘଟଣାର ତଥ୍ୟ ସଠିକ୍‍ ଭାବରେ…

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ

ଭୁବନେଶ୍ୱର,ନିରପେକ୍ଷ ଖବର : ଇଂରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା…

ମୟୁରଭଞ୍ଜରେ ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚିଲା ଏ.ଆଇ.ସି.ସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳ

ବାରିପଦା,ନିରପେକ୍ଷ ଖବର: ତା ୦୭.୦୯.୨୦- ମୟୁରଭଞ୍ଜରେ ବନ୍ୟା କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚିଲା ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳ। ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛି ଏହି ଟିମ। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି…

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଯାଜପୁର ଜିଲ୍ଲା ବି.ଯେ.ପି ଯୁବମୋର୍ଚା

ଭୁବନେଶ୍ୱର, ନିରପେକ୍ଷ ଖବର: ଯାଜପୁର ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଇରାଶିସ ଆଚାର୍ଯ୍ୟ ଓ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଙ୍କ ଅନୁମତି କ୍ରମେ ଜ୍ୟୋତି ପ୍ରକାଶ ନାୟକ ଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଯୁବମୋର୍ଚା ପକ୍ଷରୁ ବନ୍ୟା ହୋଇଥିବା ଯାଜପୁର…

ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ଏ.ଓ.ଟି.ଏସ୍.ଓ ଛାତ୍ର ସଂଘ ର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୯/୨୦୨୦  ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍ ଛାତ୍ର ସଂଘ ପକ୍ଷରୁ ରବିବାର ଭର୍ଚୁଆଲ୍ ମାଧ୍ୟମରେ  ସମୀକ୍ଷା ବୈଠକ କରାଯାଇଥିଲା । ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାଅନୁଷ୍ଠାନର ଛାତ୍ର ଛାତ୍ରୀ ଉପସ୍ଥିତ ରହି…

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମାଜିକ କର୍ମୀ…

ଭୁବନେଶ୍ୱର,ନିରପେକ୍ଷ ଖବର:,ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାମାଜିକ କର୍ମୀ ତଥା ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦାଶିବ ଜେନା।ପ୍ରଥମେ କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ରୁ ଆରମ୍ଭ କରିଥିଲେ ନିଜର ଜନ୍ମଦିନ।ଏହି ଅବସରରେ…

ଭଦ୍ରକ ବନ୍ୟା ପ୍ରପଡିତ ଅଂଚଳ ପରିଦର୍ଶନ କଲେ ପ୍ରଦେଶ କଂଗ୍ରେ କମିଟିର ପ୍ରତିନିଧି ମଣ୍ଡଳି

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୫.୯/ ଗତ ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ କ୍ଷୟକ୍ଷତି ହୋଇଥିବା ଭଦ୍ରକ ଜିଲ୍ଲା ଗ୍ରସ୍ତ କରିଛନ୍ତି ଏଆଇସିସି ଦ୍ୱାରା ନିଯୁକ୍ତ ପିସିସି ବନ୍ୟା କମିଟି ସଦସ୍ୟ।ଉକ୍ତ କମିଟି ରେ ସଦସ୍ୟ ଥିବା ପୂର୍ବତନ ପିସିସି ସଭାପତି ତଥା…

କରୋନା ସମୟରେ ଟେକ୍ ମହିନ୍ଦ୍ରା ଫାଉଣ୍ଡେସନ୍‌ର ସହାୟତା ଚେନ୍‌

ଭୁବନେଶ୍ୱର,ନିରପେକ୍ଷ ଖବର:କରୋନା ବିପତ୍ତି ସମୟରେ ଦୁର୍ଦ୍ଦଶା ଭିତରେ ଥିବା ବୁଣାକାର ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ପରିଚୟ ଫାଉଣ୍ଡେସନ୍ । ବୁଣାକାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟାଯାଇଛି । ୪୭୫ ବୁଣାକାର ପରିବାରଙ୍କୁ ଏହି ସାମଗ୍ରୀ ଦିଆଯାଇଛି । ପରିଚୟ ଫାଉଣ୍ଡେସନ୍‌ର ଏହି…

ସରକାରି ଯୋଜନା କାହା ପାଇଁ ?

*ବିକାଶ ରାସ୍ତାରେ ଓଡିଶା ଆଗକୁ ଆଗକୁ ଚାଲିଛି ତଥାପି ବିକାଶ ପାଖରେ ପହଞ୍ଚିବାକୁ ଆହୁରି ଯେମିତି ଅନେକ ବାଟ ବାକି ରହିଛି.... (ନିଆଳି):ନିରପେକ୍ଷ ଖବର : ବିଭିନ୍ନ ସ୍ଥାନରେ ଫେଲ୍ ମାରିଛି ଆବାସ ଯୋଜନା।ଆବାସ ଯୋଜନାରେ ସରକାର ଘରଟିଏ ଯୋଗାଇ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା…

Latest Videos