Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ରଥଯାତ୍ରା ଏକ ଉତ୍ସବ ନୁହେଁ ଏହା ଏକ ବିଧି

ଭୁବନେଶ୍ୱର,ନିରପେକ୍ଷ ଖବର: ତା-୨୧/୦୬- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ନେଇ ଯେଭଳି ବାଦବିବାଦ ଚାଲିଛି ଏହାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ । ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରତିକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଉ ଗୋଟିଏ ଦିନ ମାତ୍ର…

ସହିଦ୍‍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,ନିରପେକ୍ଷ ଖବର, ତା:୨୦/୦୬ ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ବଣିକ ସଂଘ ପକ୍ଷରୁ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ଏ ମାଟିର ଗର୍ବ ଓ ଗୌରବ ଅମର ସହିଦ୍‍ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ…

ଭାରତ-ଚାଇନାର ଗଲ୍‌ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଧେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ନିରପେକ୍ଷ ଖବର: ତା - ୧୮/୦୬ ଆଜି ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ(ଏଓବିଏସ୍ଓ) ତରଫରୁ ଭାରତ ଚାଇନାର ଗଲ୍‌ଓ୍ଵାନ ସୀମାରେ ଭାରତର ୨୦ଜଣଙ୍କ ସହ ସେଥି ମଧ୍ୟରୁ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ…

ରାଜ୍ୟ ସରକାରଙ୍କର ଶ୍ରମ ବିଭାଗରେ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୯/୦୬ – ସଂପ୍ରତି ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସରକାର ଶ୍ରମିକମାନଙ୍କୁ ଶୋଷଣ କରିଚାଲିଛନ୍ତି । ଶ୍ରମିକମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଉପକରଣ କିଣାରେ କୋଟି କୋଟି ଟଙ୍କାର ହେରଫେର ପଦାକୁ ଆସିଛି । ଏହାର ଏକ…

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନନ୍ଦୁରାମ

ବାରିପଦା(ନିରପେକ୍ଷ ଖବର)ତା-୧୯/୦୬-ବନ୍ଦେ ମାତରମ୍,ଭାରତ ମାତା କି ଜୟ,ଶହୀଦ ନନ୍ଦୁରାମ ଅମର ରହେ ଅମର ରହେ ଏମିତି ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ।ଲୁହ ଛଳ ଛଳ ଆଖରେ ଶହ ଶହ ଦେଶ ପ୍ରେମୀ ସହିଦ ନନ୍ଦୁରାମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଥିଲେ। ପୂର୍ବ ଲଦାଖର ଗଲୱାନରେ…

କନ୍ଦରପୁରରେ ଯୁବ ସମାଜସେବୀ ସାଜିଲେ କରୋନା ଯୋଦ୍ଧା,ବିଶୋଧନ କଲେ ସମସ୍ତେ ଅଞ୍ଚଳ

ନିରପେକ୍ଷ ଖବର:ରାଜେଶ କୁମାର ଲେଙ୍କା (କଟକ): କଳା,ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର,କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ଦେଶ ସେବକ…

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ଯଥାବିଧି ନୀତିକାନ୍ତି ସହ ରଥକାର୍ଯ୍ୟ ହେବ ସମ୍ପନ୍ନ

ବାରିପଦା(ନିରପେକ୍ଷ ଖବର)ତା-୧୭/୦୬-ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର। ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ।ବର୍ତ୍ତମାନ ସମୟରେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକାଯାଇପାରିବ ତାହା ପ୍ରମୁଖ ଆହ୍ୱାନ…

ଭାରତ-ଚୀନ ରକ୍ତାକ୍ତ ସଂଘର୍ଷରେ ଶହୀଦ ହେଲେ ରାଇରଙ୍ଗପୁର ମାଟିର ପୁଅ

ବାରିପଦା(ନିରପେକ୍ଷ ଖବର) ତା-୧୭/୦୬-ଦେଶ ମତୃକାର ସେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ନଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି।ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ।ଭାରତୀୟ ‌ସେନା ଏହାର ପାଲଟା ଜବାବ ମଧ୍ୟ…

ପ୍ରେମୀ ଯୁଗଳଙ୍କ ଗଛରେ ଝୁଲି ଆତ୍ମହତ୍ୟା

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ପ୍ରେମୀ ଯୁଗଳ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗତିଲତା ଗ୍ରାମ ଅଞ୍ଚଳରେ। ସେହି ଗ୍ରାମ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…

ଡାହାଣୀ ସନ୍ଦେହରେ ହତ୍ୟା…

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ବଞ୍ଚିରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଏହି…

ନିଆଳିରେ ୨ୟ ସପ୍ତାହ ସଟଡାଉନ ସଫଳ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୬ ରାଜେଶ କୁମାର ଲେଙ୍କା(ନିଆଳି): କରୋନା ପାଇଁ ସରକାର ଜୁନ ମାସର ଶେଷ ପର୍ଯ୍ୟନ୍ତ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରିଛନ୍ତି |ଏହି କ୍ରମରେ ସଟଡାଉନ ନିଆଳି ଅଂଚଳରେ ସମ୍ପୂର୍ଣ ସଫଳ ହୋଇଛି |ଦେଶରେ ମହାମାରୀ କରୋନା ମାଡି ଚାଲୁଥିବା ବେଳେ…

ଜିଲ୍ଲାରୁ ନୂଆ ୧୩ ଆକ୍ରାନ୍ତ ଚିନ୍ହଟ,ସୁସ୍ଥ ହେଲେ ୧୦

ବାରିପଦା(ନିରପେକ୍ଷ ଖବର)ତା-୧୪/୦୬-ରବିବାର ପହିଲି ରଜରେ ଜିଲ୍ଲାରୁ ପୁଣି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥି ମଧ୍ୟରୁ ୮ଜଣ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି।ବାଙ୍ଗିରିପୋଷି, ରରୁଆ,ଗୋପବନ୍ଧୁନଗର, ବଡ଼ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ…

ଶତକ ଛୁଇଁବାକୁ ଆଉ ଏକ ବାକି

ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ଜିଲ୍ଲାରେ ଧୀରେ ଧୀରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁବାକୁ ମାତ୍ର ଗୋଟିଏ ବାକି ରହିଛି। ଶୁକ୍ରବାର ପୁଣି ମୟୁରଭଞ୍ଜରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ…

ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲା ପଶୁସମ୍ପଦ ଅଧିକାରୀ

ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ ଭିଜିଲାନ୍ସ ଜାଲରେ। ସରକାରୀ ଗାଡ଼ିରେ ଭୂବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ନିକଟରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଚଢ଼ାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ…

ଏଥର ରଜରେ ଘରେ ବସି ଖାଇବେ ‘ଓ.ଟି.ଡି.ସି’ ପକ୍ଷରୁ ରଜପିଠା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୬ ଏଥର ରଜରେ ‘ଓ.ଟି.ଡି.ସି’ର ନିଆରା ପ୍ରୟାସ : ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’ ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓ.ଟି.ଡି.ସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’…

କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୧/୦୬ – କରୋନା ମହାମାରୀ ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବିରେ ଆଜି ରାଜଭବନ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର…

କରୋନା ବିପତି ସମୟରେ ବେସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ଫିସ୍ ଏବଂ ମାସିକ ଦେୟ ୭୦ ପ୍ରତିଶତ କମାଇବା ପାଇଁ ପ୍ରଦେଶ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୧.୦୬ – କରୋନା ବିପତିର ଦୟନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଫିସ୍ ଓ ମାସିକ ଦେୟ ୭୦ ପ୍ରତିଶତ କମାଇବା ଦାବିରେ…

ତରବରିଆ ଭାବେ ବିପିୟୁଟି କର୍ତ୍ତୃପକ୍ଷ ଚତୁର୍ଥ ବର୍ଷର ଅଷ୍ଟମ ସେମିଷ୍ଟାର ପରୀକ୍ଷା କରାଉଥିବା ଅଭିଯୋଗ

* ଛାତ୍ରଛାତ୍ରୀ ମାନଙ୍କୁ ନିଜ କଲେଜରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉ  * ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପିୟୁଟି କତୃପକ୍ଷ ଯେଉଁଭଳିଭାବେ ଅଣଦେଖା କରୁଛନ୍ତି ଏହାକୁ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗନାଇଜେସନ୍(ଏ.ଓ.ଟି.ଏସ୍.ଓ) ଛାତ୍ର ସଂଘ ପକ୍ଷରୁ ଦୃଢ଼ ବିରୋଧ*  ଭୁବନେଶ୍ୱର,…

ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଦେଶର ସର୍ବପ୍ରଥମ ରାଜ୍ୟ ଓଡ଼ିଶା

* ଆଦିବାସୀ ହଷ୍ଟେଲ ନିମନ୍ତେ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ସର୍ବପ୍ରଥମ ରାଜ୍ୟ * ଓଡ଼ିଶାର ୪୪ଟି ଆଦିବାସୀ ହଷ୍ଟେଲକୁ ଆଇ.ଏସ୍‌.ଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ * ମିଶନ ସୁବିଦ୍ୟାର ଅଂଶ ଭାବେ ମାନ୍ୟତା ପାଇବା ପରେ ଶିକ୍ଷାର ମାନ ଓ ଗୁଣବତ୍ତାର ମୂଲ୍ୟାଙ୍କନ * ପ୍ରଥମ…

ନିଆଳିରେ ଫୁଟିଲା ବିରଳ ପୁଷ୍ପ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୦-୦୬ (ରାଜେଶ କୁମାର ଲେଙ୍କା:ନିଆଳି): କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ମଝିଖଣ୍ଡ ଗ୍ରାମରେ କୃଷ୍ନଚନ୍ଦ୍ର ବେହେରାଙ୍କ ବାଡ଼ିରେ ଏକ ବିରଳ ବ୍ରହ୍ମ କମଳ ଫୁଲ ଫୁଟିଛି।ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ।ଏହି…

Latest Videos