Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ମହାମାରୀରେ ମହା ଦୁର୍ନୀତି କଂଗ୍ରେସର ଅଭିଯୋଗ ଫର୍ଦ୍ଦ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୦୬- ମାସ୍କ କିଣାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ପ୍ରମାଣ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । କଂଗ୍ରେସ ପାଖରେ ଖୋଦ୍ ପ୍ରମାଣ ସବୁ ହସ୍ତଗତ ହୋଇଛି । ୩ ଲେୟର ମାସ୍କ୧୬ ଟଙ୍କାରେ କିଣା ଯାଇଛି । ଏହି ସମାନ ଧରଣର ମାସ୍କ ଅନ୍ୟ ରାଜ୍ୟମାନେ ଯଥା…

ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଲେ ସୁଶ୍ରୀସାବିତ୍ରୀ ରଥ

ନୂଆଦିଲ୍ଲୀ,ନିରପେକ୍ଷ ଖବର:୦୯/୦୬ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହା ଉପରେ ଆଜି ମୋହର ମାରିବା ପରେ, କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୮/୦୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୮ ଥର ସାଂସଦ ଶ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ…

ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା

ବାରିପଦା(ନିରପେକ୍ଷ ଖବର)ତା-୦୮/୦୬-ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ମାନବିକତା ହଜିଯାଉଛି। ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଦୟାର ମନଭାଵ ଏମାନଙ୍କ ମଧ୍ୟ ଦେଖିବାକୁ ମିଳୁନାହିଁ।ଲୋକମାନଙ୍କ କ୍ରୁରତାରୁ ଏମାନେ ବର୍ତ୍ତି ପାରୁନାହାନ୍ତି।ଏହି ଭଳି ଏକ କ୍ରୁର ଘଟଣା ଘଟିଛି ମୟୁରଭଞ୍ଜ…

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ପୂର୍ବତନ ବିପିୟୁଟିଛାତ୍ର ସଭାପତି ବିଶ୍ୱଜିତ ଜେନା ଙ୍କର ଅସନ୍ତୁଷ୍ଟ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୮/୦୬ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ପୂର୍ବତନ…

ଭୁବନେଶ୍ୱର ହଂସପାଳ ବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କଲେ ସାଂସଦ ଅପରାଜିତା ସଂଡ଼ଙ୍ଗୀ

ଭୁବନେଶ୍ୱର,(ନିରପେକ୍ଷ ଖବର):ତା,୦୮/୦୬/ ଦୀର୍ଘଦିନ ପରେ ରାଜଧାନୀ ଭୁବନେଶ୍ୱର ହଂସପାଳ ବାସୀଙ୍କ ଦୁଃଖ ଲାଘବ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିକ୍ଷୀତ ଓଭର ବ୍ରିଜ ର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୂମି ପୂଜନ କରିବା ସହ ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି।…

ଭୁବନେଶ୍ୱରରେ ଆଜି ଆଉ ୨ କରୋନା ଆକ୍ରାନ୍ତ ଚିନ୍ହଟ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୬ ରାଜଧାନୀରେ ଆଜି ଆଉ ୨ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ପଟିଆ ଅଞ୍ଚଳରେ ଗୋଟିଏ ପରିବାରର ସଦସ୍ୟ ୨ଜଣ । ଜଣେ ପୁରୁଷ ବୟସ ୪୦ ଓ ଅନ୍ୟ ଜଣେ ଝିଅ ୮ ବର୍ଷୀୟ। ଦୁହିଁଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦିଲ୍ଲୀ ଗସ୍ତ ରହିଛି। ଦିଲ୍ଲୀରୁ ଫେରି ୨ଜଣ…

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଏଓବିଏସ୍ଓ ଛାତ୍ର ସଂଘଠନ ତରଫରୁ ଅସନ୍ତୁଷ୍ଟ ପ୍ରକାଶ।

ଭୁବନେଶ୍ୱର, ନିରପେକ୍ଷ ଖବର: ତା- ୦୭.୦୬.୨୦୨୦ ଆଜି ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ) ତରଫରୁ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା…

ବିଶ୍ୱ କରୋନା ଆକ୍ରାନ୍ତ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ପହଂଚିଲା….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୭/୦୬ ଦେଶ ଓ ରାଜ୍ୟରେ ଵୃଦ୍ଧି ହେବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ତାଲିକା ବୃଦ୍ଧି ହେଉଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ମଧ୍ୟ ବୃଦ୍ଧି ପାଉଛି । ସୁସ୍ଥ…

୭୦ ଛୁଇଁଲା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା …

ବାରିପଦା(ନିରପେକ୍ଷ ଖବର)ତା-୦୬/୦୬-ଧୀରେ ଧୀରେ ମୟୁରଭଞ୍ଜ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା। ଶନିବାର ପୁଣି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୫ ଜଣ ଶୁଳିଆପଦା,୨ ଜଣ ବହଳଦା ଏବଂ ୬ ଜଣ ଜଶିପୁର ବ୍ଲକର ହୋଇଥିବା ସୂଚନା ମିଳିଛି। ତେବେ…

କ୍ୟାପିଟାଲ ଥାନାରେ ସାଂସଦଙ୍କ ବିରୋଧରେ ଏତଲା ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୪/୦୬ କୋଭିଡ-୧୯ କଟକଣା ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି । ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ…

ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପୁଣି ୪ କରୋନା ଆକ୍ରାନ୍ତ ହେଲେ ଚିନ୍ହଟ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୦୪/୦୬ ରାଜ୍ୟ ରାଜଧାନୀକୁ ପୁଣି ଫେରିଲା କରୋନା। ଆଜି ଭୁବନେଶ୍ୱରରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଆଇଗିଣିଆ, ଡୁମୁଡୁମା, କଳିଙ୍ଗବିହାର ଓ ପାତ୍ରପଡା ଅଂଚଳର । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଏମ୍ସ ମେଡ଼ିକାଲ୍ କର୍ମଚାରୀ…

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଚଳିବ ନାହିଁ : ଛାତ୍ର କଂଗ୍ରେସ

*ତୁରନ୍ତ ଫି ଛାଡ଼ କରିବା ସହ ସମୟ ସୀମା ବଢାଯାଉ:ଛାତ୍ର କଂଗ୍ରେସ* *ଫି ଛାଡ଼ ନହେଲେ ବିଦ୍ୟାର୍ଥୀଙ୍କୁ ଟଙ୍କା ଦିଆଯାଉ* ଭୁବନେଶ୍ୱର,ନିରପେକ୍ଷ ଖବର: ତା ୪/୬ - ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ତାର ସଂଗ୍ରାମ ଜାରି ରଖିଛି । ଦଳ ପକ୍ଷରୁ ଆଜି ପୂର୍ବାହ୍ନ ୧୧…

ବାଲେଶ୍ୱର ଛାତ୍ର କଂଗ୍ରେସ ନେତାଙ୍କ ଅନ୍ୟାୟ ଗିରଫଦାରୀକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ପ୍ଲାକାର୍ଡ ଧରି…

ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୩.୬.୨୦ - ବାଲେଶ୍ୱର ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ନବଜ୍ୟୋତି ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ନିରନ୍ତର ୭୦ଦିନ ଧରି ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗରୀବ, ଅସହାୟ, ବିପନ୍ନ ଓ ସର୍ବୋପରି ପ୍ରବାସୀ…

ଗୁଡ଼ି ଉଡ଼ାଳିଙ୍କ ଖେଳ ପଡିଆ ସାଜିଛି ଜନ ଗହଳି ରାସ୍ତା

ବାରିପଦା(ନିରପେକ୍ଷ ଖବର)ତା-୦୩/୦୬: ଲକ୍ ଡାଉନ୍ ସମୟରେ ବାରିପଦା ସହରରେ ଗୁଡ଼ି ଉଡାଳିମାନେ ବିଭିନ୍ନ ରାସ୍ତାକୁ ଅଘୋଷିତ ଭାବେ କବଜା କରି ରଖିଛନ୍ତି । କରୋନା ଭୟରେ ଗାଡି ମୋଟର ଚଳଚଳ ଟିକେ କମ୍ ଥିବାରୁ ଗୁଡ଼ି ଉଡାଳିମାନେ ରାସ୍ତା ମଝିରେ ଗୁଡି ଉଡାଇ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ…

ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨/୦୬/୨୦୨୦: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ…

ଉଚ୍ଚ ନ୍ୟାୟାଳୟର ଶେଷ ନେର୍ଦେଶ ନ ଆସିବା ପ୍ରଯ୍ୟନ୍ତ କୈlଣସି ଫି ପୈଠ ନ କରିବାକୁ ଅଭିଭାବକ ମାନଙ୍କୁ ଅନୁରୋଧ କଲା…

ଭୁବନେଶ୍ୱର,ନିରପେକ୍ଷ ଖବର;ତା-୦୨/୦୬ ଆଜି ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ବେସରକାରୀ ସ୍କୁଲ ମାନଙ୍କ ଫି ଆଦାୟ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜୟଦେବ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ…

ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର:ନିରପେକ୍ଷ ଖବର: ତା ୦୨/୦୬ – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସଂକୁନା କହଁରଙ୍କ ନେତୃତ୍ୱରେ କଂଗ୍ରେସ ଭବନ ସମ୍ମୁଖରେ ଏକ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ସେବା…

ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି ଦଳରୁ ଇସ୍ତଫା ଦେଲେ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୦୬ ଆଜି ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଛନ୍ତି lସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ସାଧାରଣରେ ଆଲୋଚନା ହେଉଛି ଜଗନ୍ନାଥ ପ୍ରଧାନ ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୋଷ ହୋଇ…

ଲକ୍‌ଡାଉନ୍ – ୫.୦ ଗରିବ ଓ ଜନସ୍ୱାର୍ଥ ବିରୋଧି – କଂଗ୍ରେସ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୨/୦୬ – ଓଡିଶା ସରକାରଙ୍କ ଦିଶାହୀନ କରୋନା ମୁକାବିଲା ନୀତି ଯୋଗୁଁ ଆଜି ରାଜ୍ୟରେ ମହାମାରୀର ସ୍ଥିତି ଏକ ସ୍ୱାସ୍ଥ୍ୟ ସେବା ସମସ୍ୟା ବା ପ୍ରସଙ୍ଗ ନହୋଇ ଏହା ଏକ ହ୍ୟୁମାନ ଡିସ୍‌ଟ୍ରେସ୍ ବା ଅଭାବନୀୟ ମାନବ ଯନ୍ତ୍ରଣା, ଆଇନ୍‌ଶୃଙ୍ଖଳା ଏବଂ ଗୁରୁତର ଆର୍ଥିକ…

Latest Videos