Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ
ଭିନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀ ଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ
ଭୂବନେଶ୍ୱର,ନିରପେକ୍ଷ ଖବର:୦୨.୦୫:ସମଗ୍ର ବିଶ୍ୱ କରୋନା ମହାମାରୀରେ ସଂଗ୍ରାମ କରୁଥିବା ବେଳେ ନିରାଶୟ , ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଯୁବ ସମାଜସେବୀ ଅର୍ଜୁନ ସାହୁ ପୁଣିଥରେ ମହାନତାର ପରିଚୟ ଦେଇଛନ୍ତି । ରାଜଧାନୀର ଚେତନା ମହାବିଦ୍ୟାଳୟରେ…
ସାମାଜିକକର୍ମୀ ମାନଙ୍କ ସୁରକ୍ଷା ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଲା ଓଡିଶା ସମାଜସେବୀ ମହାସଂଘ
ଭୁବନେଶ୍ୱର,ନିରପେକ୍ଷ ଖବର:ତା,୦୨/୦୪ ବାତ୍ୟା ହେଉ କି ବନ୍ୟା କିମ୍ବା କରୋନା ମହାମାରୀ , ସବୁ ପରିସ୍ଥିତି ରେ ସାମାଜିକକର୍ମୀ ମାନେ ବିନା ସରକାରୀ ସୀକୃତିରେ ସେମାନେ ସାମାଜିକ ସେବା ଯୋଗାଇଥାନ୍ତି , ସାମ୍ପ୍ରତିକ ସ୍ଥିତିରେ ଡାକ୍ତର , ଆଶାକର୍ମୀ ,ପୋଲିସ , ଗଣମାଧ୍ୟମ ପ୍ରତିନିଧି ପ୍ରଶାସନିକ…
ଭିଏସ୍ଏସ୍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,ନିରପେକ୍ଷ ଖବର: ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା…
ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା…
ଭବନେଶ୍ବର, ନିରପେକ୍ଷ ଖବର:୩୦/୦୪: ରାଜ୍ୟରେ ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଯାଜପୁର ଅଞ୍ଚଳର । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଁଚିଛି । ଏହା ସହ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଛୁଇଁଛି ।
ସୂଚନା ଅନୁଯାୟୀ,…
ରେଡ଼ ସ୍ୱସ୍ତିକ୍ ସୋସାଇଟି ଓ କମିଶନରେଟ୍ ପୋଲିସ୍ ମିଳିତ ସହଯୋଗରେ ରକ୍ତଦାନ ଶିବିର
ଭୂବନେଶ୍ବର, ନିରପେକ୍ଷ ଖବର :ରେଡ଼ ସ୍ୱସ୍ତିକ ସୋସାଇଟି ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ରିଜର୍ଭ ଅଫିସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତିରିଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଡ଼ ସ୍ୱସ୍ତିକ ର ସେକ୍ରେଟାରୀ…
ପାଣିପାଗ ବିଭାଗର ୮ ଟି ଜିଲ୍ଲାକୁ ସତର୍କତା ବା ୟେଲୋ ଓ୍ୱାର୍ଣିଂ ଜାରି….
ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି, କିନ୍ତୁ ଏହା ଦ୍ୱାରା ବାତ୍ୟା ହେବାର ଆଶଙ୍କା କମ୍ ଅଛି। ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଆସନ୍ତା ୫…
ଆଉ ୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା …
ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପି ଚାଲିଛି । ପୂର୍ବରୁ କିଛି ଜିଲ୍ଲାରେ ସୀମିତ ଥିବା କରୋନା ମହାମାରୀ ଏବେ ୧୪ ଜିଲ୍ଲାକୁ ବ୍ୟାପିଛି ।
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ଓ ରାଜ୍ୟ…
ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ….
ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪( ବୁଧବାର) ଆଜି ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ।ଆକ୍ରାନ୍ତ ଜଣକ ୭୭ବର୍ଷୀୟ ବ୍ୟକ୍ତି ଅଟନ୍ତି । ସେ ଭୁବନେଶ୍ୱର ସ୍ଥିତ ମଧୁସୂଦନ ନଗର ଅଞ୍ଚଳର।ପ୍ରକାଶ ଥାଉକି ସେ କେସ୍ ନମ୍ବର ୪୧ର ନିକଟ ସମ୍ପର୍କୀୟ ଅଟନ୍ତି । ଏହାକୁ ମିଶାଇ…
ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ
ଭୁବନେଶ୍ୱର,ନିରପେକ୍ଷ ଖବର: ୨୭/୦୪/୨୦ : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି । ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ…
ଲକ୍ ଡାଉନ୍ ପରେବି ୧୦୦ ଛୁଇଁଲା …
ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୫/୦୪/୨୦ ଓଡ଼ିଶାରେ ଲକ୍ ଡାଉନ୍ ହୋଇ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା। ସଚେତନ ହେଉନାହାନ୍ତି ଜନସାଧାରଣ । ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଉଛି। ଆଜି ଯାଜପୁର ଅଂଚଳରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍…
ଭୂବନେଶ୍ବର, ନିରପେକ୍ଷ ଖବର: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା…
ସହଯୋଗର ହାତ ବଢାଇଲେ ସିମୁଳିଆ ର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ସହଯୋଗୀ…
ବାଲେଶ୍ଵର, ନିରପେକ୍ଷ ଖବର:ତା ୨୨/୦୪ ବିଶ୍ୱରେ କରୋନା ଏକ ମହାମାରୀ ର ରୂପ ନେଇଛି ଏହା ଫଳରେ ଦିନ ମଜୁରିଆ ଓ ମଧ୍ୟମଶ୍ରେଣୀର ଲୋକ ମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।ତାଲା ବନ୍ଦ କାରଣରୁ ନା କୋଣସି ବେପାର ଚାଲିଛି ନା ପାଖରେ ପଇସା ଅଛି ।କରୋନ ଯେପରି ଲୋକମାନଙ୍କ ଉପରେ ଦାଉ ସାଜିଛି…
ପି ଆର୍ ଏମ୍ ହସ୍ପିଟାଲରେ ନିଆଁ…
ବାରିପଦା(ନିରପେକ୍ଷ ଖବର)ତା୨୦/୦୧- ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିବା ରେ ସକ୍ଷମ ହୋଇଛି।ସୂଚନା ଅନୁସାରେ ସୋମବାର ୯ ଟା ସମୟରେ ସାକିଆଟ୍ରିକ ବିଭାଗରେ…
ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ଥାନା ଅଧିକାରୀ ନିଲମ୍ବିତ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୦/୦୪ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପରିବାର ସଦସ୍ୟଙ୍କ ସହ ପୁରୀ ଶ୍ରୀମନ୍ଦିର ଯାଇଥିବା ଘଟଣାରେ ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ନିଲମ୍ବନ କରିଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । …
ସିମୁଳିଆ ପୋଲିସ୍ ର ବେପରୁଆ ମନୋଭାବ ପାଇଁ ଲକ୍ ଡାଉନ୍ କଟକଣା ମାନୁ ନାହାନ୍ତି ଜନତା..
ବାଲେଶ୍ଵର//ସିମୁଳିଆ,ନିରପେକ୍ଷ ଖବର: ତା' ୧୭/୦୪/୨୦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମଧ୍ୟ ଏବେବି ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ କଟକଣାକୁ ଲୋକେ ଖାତିର କରୁ ନାହାନ୍ତି। କରୋନା ଭାଇରସର ଭୟାବହତା ସମ୍ପର୍କରେ ସବୁ ଜାଣି ଶୁଣି ବି ସରକାରୀ ନୀତି ନିୟମକୁ ଫୁ କରି ଉଡାଇ…
ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କଲେ
ବାରିପଦା(ନିରପେକ୍ଷ ଖବର)ତା-୧୬/୦୪-ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।କରୋନା ପାଇଁ ୫ଟି…
ଆଜିଠାରୁ କାର୍ଯ୍ୟକ୍ଷମ ହେଲା ମୟୂରଭଞ୍ଜ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ।
ବାରିପଦା(ନିରପେକ୍ଷ ଖବର)ତା-୧୫/୦୪-କୋରୋନା ଭାଇରସ ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତ ରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଓଡିଶା ସରକାର କୋରୋନା ଭାଇରସ ରୋକିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ…
ପାଇକ ମହାସଂଘର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳନ
ଭୁବନେଶ୍ୱର,ନିରପେକ୍ଷ ଖବର: ୧୩/୦୪ : ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା…
ଆପଣ ଘରେ ସୁରକ୍ଷିତ ରୁହନ୍ତୁ,ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ପହଁଚିବ
*କଟକରେ ପହଁଚିଲା ପାର୍ସଲ ଏକ୍ସପ୍ରେସ..
ଭୁବନେଶ୍ୱର,ନିରପେକ୍ଷ ଖବର:ତା,୧୩/୦୪ ଆପଣ ଘରେ ରୁହନ୍ତୁ, - ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ " ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନାରା ଦିଆଯାଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ…
ଚୈତ୍ର ମାସରେବି ଶୁଭୁନି ବାରିପଦାରେ ଗୁରୁଗମ୍ଭୀର ଛଉବାଦ୍ୟ
ବାରିପଦା,ନିରପେକ୍ଷ ଖବର: ତା ୧୩/୪ ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି । ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳେତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀ ମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରିବା ପରେ ମାସର ଶେଷ ତିନିଦିନ ବାରିପଦା ଛଉପଡିଆରେ ଅନୁଷ୍ଠିତ ହୋଇ ଥାଏ ଛଉନୃତ୍ୟର…