Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

କରୋନା ପାଇଁ ପରିବା ଦର ଆକାଶ ଛୁଆଁ

ବାରିପଦା(ନିରପେକ୍ଷ ଖବର)ତା-୨୫/୦୩-କରୋନା କୁ ନେଇ ହୁ ହୁ ହୋଇ ଦର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସାରା ରାଜ୍ୟ ସମେସ୍ତ ମୟୁରଭଂଜ ଜିଲ୍ଲା କୁ ଲକ ଡାଉନ ଘୋଷଣା କରିବା ପରେ କିଛି ମୁନାଫା ଖୋର ବ୍ୟବସାୟୀ ମାନେ ତାଙ୍କର ଅସାଧୁ ବ୍ୟବସାୟୀ ଆରମ୍ଭ କରିଛନ୍ତି।ନିଜର ସ୍ୱାର୍ଥ ପାଇଁ ଅସାଧୁ…

ଆସନ୍ତୁ ଜାଣିବେ ଆଜି ଠାରୁ ୨୧ ଦିନିଆ ଲକଡାଉନ ବେଳେ କଣ ସବୁ ଖୋଲା ରହିବ ଆଉ କଣ ବନ୍ଦ ରହିବ

ଦିଲ୍ଲୀ, ନିରପେକ୍ଷ ଖବର: ୨୪/୦୩ ଆଜି ରାତି ୧୨ଟା ଠାରୁ ସାରା ଦେଶ ହେବ ଲକ୍ ଡାଉନ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେଲା ୨୧ ଦିନ ପାଇଁ ଲକ୍ ଡାଉନ । ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଦୂରତା ରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି…

କରୋନା ସନ୍ଦିଗ୍ଧ ସୁସ୍ଥହୋଇ ଫେରିଲେ ଘରକୁ

ବାରିପଦା(ନିରପେକ୍ଷ ଖବର)ତା-୧୯/୦୩-ପିଆରଏମ ମେଡିକାଲରେ ଚିକିତ୍ସାଧିନ କରୋନା ସନ୍ଦିଗ୍ଧ ସୁସ୍ଥ ହୋଇ ଘରକୁ ଫେରିଲେ। କରୋନାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ। ମୟୁରଭଞ୍ଜରେ ଏ ପର୍ଯ୍ୟନ୍ତ କେହି କରୋନା ରୋଗରେ ପଜେଟିଭ ଚିହ୍ନଟ ହୋଇ ନାହାଁନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ବାରିପଦା…

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ନାରୀମାନଙ୍କୁ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୮/୦୩,: କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ହେଲାଣି । କରୋନା କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର…

ବାରିପଦାରେ ଜଣେ କରୋନା ରୋଗୀ ସନ୍ଦେହ

ବାରିପଦା(ନିରପେକ୍ଷ ଖବର)ତା-୧୬/୦୩-ବାରିପଦା ରେ ଜଣେ କରୋନା ରୋଗୀ ସନ୍ଦେହରେ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସନ୍ଦିଗ୍ଧ ଜଣକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କରୋନା ରୋଗୀ ସହ ଦିଲ୍ଲୀରୁ ଆସିଥିଲେ। ତେଣୁ ଭୟରେ ସନ୍ଦିଗ୍ଧ ଜଣକ ପିଆରଏମ…

ସରକାରଙ୍କ ନିଷ୍ପତିକୁ ବାଆଁ ବାଆଁ କରି ଉଡାଇ ଦେଉଛି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ

ବାରିପଦା (ନିରପେକ୍ଷ ଖବର) ୧୫/୩ : କରୋନାର କରାଳ ରୂପରେ ସାରା ବିଶ୍ୱ ଦୋହଲୁଥିବା ବେଳେ ଓଡ଼ିଶାରେ ମଧ୍ୟ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟ ସରକାର କରୋନକୁ ମହାମାରୀ ଘୋଷଣା କରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଆଦିକୁ ବନ୍ଦ…

ପ୍ରଶାସନର ଚୋରାପୀରତି ପାଇଁ ବଢୁଛି ଚୋରା ପଥର ଖାଦାନ ଖନନ..

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଶ୍ରମିକ..... ବାରିପଦା,୧୫/୩(ନିରପେକ୍ଷ ଖବର) - ଜଙ୍ଗଲ ବିଭାଗ ଆଇନକୁ ଅବମନନା କରି ବେଆଇନ ଭାବରେ ପଥର ଉତ୍ତୋଳନ କାରବାର ବଢ଼ିବାରେ ଲାଗିଛି। ପ୍ରଶାସନର ଚୋରା ପୀରତି ପାଇଁ ପଥର ମାଫିଆମାନେ ରାଜୁତି ଚଳାଇଛନ୍ତି। ଯାହାର ଫଳସ୍ୱରୂପ ପଥର ଖୋଲୁ ଖୋଲୁ…

ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର ପ୍ରଥମ ସୋପାନ

ବାଲେଶ୍ୱର,ନିରପେକ୍ଷ ଖବର - ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି…

ମୟୁରଭଂଜ ବିଜେଡି ଛାତ୍ର ରାଜନୀତିରେ କିଏ ପିନ୍ଧିବ ସୁନା ମୁକୁଟ !

ବଢୁଛି ଆଶାୟୀଙ୍କ ସଂଖ୍ୟା..... ବାରିପଦା(ନିରପେକ୍ଷ ଖବର)ତା-୧୨/୦୩-ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତାର ପୂର୍ବସ୍ଥିତିକୁ ଫେରିବା ପାଇଁ ସଗଠନକୁ ନେଇ ଅଙ୍କକଷା ଜାରି ରଖିଛି। ବହୁ କଳ୍ପନା ଜଳ୍ପନାର ପୂର୍ଣ୍ଣଛେଦ ଟାଣି ଜିଲ୍ଲା ସଭାପତି ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଗଲା।…

ହୋଲି ଖେଳ ହେଲା କାଳ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୩/୨୦୨୦-ରଙ୍ଗର ଉତ୍ସବ ହୋଲି ଖେଳରେ ସବୁଠି ମସଗୁଲ ଥିବା ବେଳେ ଘଟି ଯାଇଛି ଅଘଟଣ।ହୋଲି ଖେଳ କାଳ ସାବ୍ୟସ୍ତ ହେଲା।ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ ହୋଇଛି। ମୃତକ ଜଣକ ବାରିପଦା ସହର ଅନ୍ତର୍ଗତ କାଳିମନ୍ଦିର ସାହିର…

ଜନ୍ମଦିନ ପାଇଁ ରାଜରାସ୍ତା ବନ୍ଦ କଲେ ଏସ୍ପି , କାର୍ଯ୍ୟନୁଷ୍ଠାନ ଶୂନ

ବାରିପଦା(ନିରପେକ୍ଷ ଖବର)ତା-୦୯/୦୩-ମୟୁରଭଞ୍ଜ ଇତିହାସରେ ଏମିତି କେବେ ଘଟି ନ ଥିଲା। କିନ୍ତୁ ଏବେ ଘଟିଛି। ଏସପିଙ୍କ ଦବଙ୍ଗ ଗିରି ଓ ରାଜକୀୟ ଠାଣି ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରିବା ପାଇଁ ରାଜରାସ୍ତାକୁ ସେ ବନ୍ଦ ରଖିବାକୁ ବି ପଛାଇଲେ ନାହିଁ। ୫ ମିନିଟ କି ୧୦ ମିନିଟ ନୁହେଁ ଦୁଇ…

ଏସ୍ପି ଙ୍କ ରାଜକୀୟ ଠାଣି…

ବାରିପଦା(ନିରପେକ୍ଷ ଖବର)ତା-୦୭/୦୩/୨୦୨୦-ମୟୁରଭଞ୍ଜ ପୁଲିସର ରାଜକିଅ ଠାଣି। ଏସପିଙ୍କ ଜନ୍ମଦିନ ପାଳନ ପାଇଁ ଦୁଇ ଘଂଟା ରାସ୍ତା ବନ୍ଦ ରଖିଲା ପୁଲିସ ପ୍ରଶାସନ। ନାହିଁ ନ ଥିବା ଅସୁବିଧାରେ ସମ୍ବୁଖୀନ ହେଲେ ଲୋକେ। ଗଣମାଧ୍ୟମ କର୍ମୀ ପହଂଚିବା ପରେ ଗମନାଗମନ ହେଲା ସ୍ୱାଭାବିକ। ଘଟଣା ଟି…

ସ୍ମାର୍ଟସିଟିରେ ବିଶ୍ୱସ୍ତରୀୟ ବିୟୁଟି ବ୍ରାଣ୍ଡ୍‌ ; ଏପ୍ରିଲ୍‌ ୨ ରେ “ବିୟୁଟି ବିଜ୍‌ନେସ୍‌ ଡେ”

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୬/୦୩ ଆସନ୍ତା ଏପ୍ରିଲ୍‌ ୨ ରୁ ୩ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ମେଫେୟାର୍‌ କନ୍‌ଭେସନ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ବିୟୁଟି ବିଜନେସ୍‌ ଡେ”। ରାଜଧାନୀ ଭୁବନେଶ୍ବରରେ ହେବାକୁ ଯାଉଥିବା ଏହି ପ୍ରକାର ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀ ସ୍ମାର୍ଟ ସିଟିର…

“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦

*ସମ୍ମାନିତ ହେଲେ ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ.... ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୫/୦୩ : ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ…

ପଂଚାୟତର କ୍ଷମତାକୁ ସଙ୍କୁଚିତ କରି ପଂଚାୟତକୁ ପଙ୍ଗୁ କରୁଛନ୍ତି ରାଜ୍ୟସରକାର :ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର, ତା.୦୪/୦୩: ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ । ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ । କିନ୍ତୁ ଓଡିଶାରେ ଦିନକୁ ଦିନ ପଂଚାୟତର କ୍ଷମତାକୁ ସରକାର ସଙ୍କୁଚିତ…

ରାଜ୍ୟସଭା ନିର୍ଵାଚନ: ସରୋଜିନୀ ହେମ୍ବ୍ରମ ନେଇ ଚର୍ଚ୍ଚା ଜୋର।

ବାରିପଦା(ନିରପେକ୍ଷ ଖବର)ତା-୦୪/୦୩-ଋାଜ୍ୟର ସର୍ବବୃହତମ ଜିଲ୍ଲା ମୟୂରଭଞ୍ଜ ହୋଇଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଗଣିତ ହେଉଛି । ଆଦିବାସୀ ବହୁଳ ଜିଲ୍ଲାରେ ବିଜୁ ଜନତାଦଳର ଆଗଧାଡିର ମହିଳା ନେତ୍ରୀ ସରୋଜନୀ ହେମ୍ବ୍ରମ୍ ବିଭିନ୍ନ ପଦପଦବୀରେ ରହି ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ…

ବିଶ୍ୱ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କରିବ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର,ନିରପେକ୍ଷ ଖବର,ତା: ୦୩.୦୩ : ଆଜକୁ ଦୀର୍ଘ ଦୁଇବର୍ଷ ହେବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍‌ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତାଲିମପ୍ରାପ୍ତ ଏ.ଏନ୍‌.ଏମ୍ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ ସଂଘର୍ଷ କରି ଆସୁଛି । ସରକାର ପ୍ରତ୍ୟେକ ଥର…

ସାମ୍ବତ୍ସରିକ ଶତରୁପା ସନମାନ ସମାରୋହ ୨୦୨୦’

ଭୁବନେଶ୍ୱର,ନିରପେକ୍ଷ ଖବର, ୦୨/୦୩/୨୦୨୦ : ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ…

ବାରିପଦାରେ ପଲସର ଆତଙ୍କ …

ବାରିପଦା ୦୨/୦୩-(ନିରପେକ୍ଷ ଖବର): ସହରରେ କଳା ପଲସର ଆତଙ୍କ । ସନ୍ଧ୍ୟା ୬ଟା ବେଳେ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ର ସୁଲଚନା ନାଏକ ।ସୋମବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ବନ୍ଧନ ବ୍ୟାଙ୍କରୁ ୮୦ ହଜାର…

Latest Videos