Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।

ବାରିପଦା(ନିରପେକ୍ଷ ଖବର)ତା୧୬/୦୧/୨୦୨୦-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।ଦିବଲୋକ ରେ ବିଚ ରାସ୍ତାରେ ଚୁରା ମାଡ କଲେ ଯୁବକ।ଯାହା ଫଳରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ବସି ରହିଛନ୍ତି।ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟ ର ଟ୍ରକ ବସ ସବୁ ଅଟକି ରହିଛି।ସ୍ଥାନୀୟ ଲୋକଙ୍କ…

ମକର ସଂକ୍ରାନ୍ତି ପାଇଁ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ୍ ….

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୧୪/୦୧/୨୦-ଆସନ୍ତାକାଲି ମକର ସଂକ୍ରାନ୍ତି ପାଈଁ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ ପବିତ୍ର ମକର ସଂକ୍ରାନ୍ତିକୁ ଓଡିଶାର ଗଣପର୍ବ ଭାବେ ପାଳନ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଛୁଟି ଘୋଷଣା…

ନାଗରିକ ସଂଶୋଧନ ଆଇନ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା…

ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୧: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଜନସଚେତନା ମାଧ୍ୟମରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସାଧାରଣ ନାଗରିକଙ୍କୁ…

ଶିମିଳିପାଳରେ ବରଫ ବର୍ଷା….

ବାରିପଦା(ନିରପେକ୍ଷ ଖବର)ତା-୧୩/ଜାନୁଆରୀ/୨୦୨୦-ରାଜ୍ୟକୁ ପୁଣି ଫେରିଛି ଶୀତ ।ଶୀତ ର ପ୍ରକୋପରୁ ସାରା ଓଡିଶା ବର୍ତ୍ତି ପାରୁନାହିଁ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କ ରେ ଥଣ୍ଡା…

ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ:

* ବିରୋଧୀଙ୍କ ଗୁଜବ ଏବଂ ମିଥ୍ୟା ପ୍ରଚାରରୁ ଦୂରରେ ରହି ସିଏଏକୁ ସମର୍ଥନ କରନ୍ତୁ :ବସନ୍ତ ପଣ୍ଡା... * ସିଏଏ ଦ୍ୱାରା କାହାରି ନାଗରିକତା ଯିବନି ବୋଲି ସଂସଦରେ ଗୃହମନ୍ତ୍ରୀ କହିଛନ୍ତି :ନିତେଶ ଗଙ୍ଗଦେବ... * ପାକିସ୍ତାନରେ ୨୩ ପ୍ରତିଶତ ଅଳ୍ପସଂଖ୍ୟକ ଏବେ ୩ ପ୍ରତିଶତରେ ପହଂଚିଛି :ସୁରେଶ…

ନବୀନଙ୍କ ନେତୃତ୍ୱରେ ରାଜ୍ୟ ପୋଲିସର ଲଜ୍ଜାଜନକ ପ୍ରଦର୍ଶନ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୦.୦୧,୨୦ – ରାଜ୍ୟ ସରକାର ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ଓ ଦେଶ ବାହାରୁ ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ସ୍ୱଚ୍ଛ ଶାସନରେ ପ୍ରଥମ ପୁରସ୍କାର ଗ୍ରହଣ କରୁଥିବା ସ୍ଥଳେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଭାରତବର୍ଷରେ ସ୍ୱଚ୍ଛ ଶାସନ…

ଭିନ୍ନକ୍ଷମଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରସ୍ତୁତିରେ ଅଧିକ ଧ୍ୟାନ ଦିଆଯିବ

ଭୁବନେଶ୍ୱର,ନିରପେକ୍ଷ ଖବର: ୧୦/୦୧/୨୦୨୦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତି୍ରମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ ଦେବ । ଫଳରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ…

ଭତ୍ତା ନେଲା ଜୀବନ

*ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ..... ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦-ଭତ୍ତା ନେବା ପାଇଁ ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ୧୮ ନମ୍ବର ଜାତୀୟ…

ରାଇରଙ୍ଗପୁର ଆଇଟିଡିଏ ଅଫିସରେ ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକ ଙ୍କ ଦାଦାଗିରି।

*ପ୍ରକଳ୍ପ ପ୍ରଶାସକଙ୍କ ସହ ଯୁକ୍ତିତର୍କ... *ସାଂସଦ ଓ ବିଧାୟକ ଙ୍କ ନାମରେ ଥାନାରେ ପଡିଲା ଏତଲା... ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦:ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ଅଫିସରେ ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ…

ଓଡିଶାର ଜନତା କଂଗ୍ରେସ ଏବଂ ବାମପନ୍ଥୀଙ୍କ ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛନ୍ତି :ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୮/୦୧: କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ଥିଲା । ରାଜଧାନୀ…

ମୟୁରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର…

ବାରିପଦା(ନିରପେକ୍ଷ ଖବର)ତା-୮/ଜାନୁଆରୀ/୨୦୧୯-ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର। ଦ୍ୱିତୀୟ ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥିସହିତ କିଟ ଆବାସିକ ଶିକ୍ଷା ଅନୁଷ୍ଠାନ ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି…

ନିର୍ବାଚନ ପରେ ପ୍ରଥମ ଥର ମୟୂରଭଞ୍ଜ ଆସୁଛନ୍ତି ମୁଖ୍ୟମନ୍ତ୍ରୀ।

ବାରିପଦା(ନିରପେକ୍ଷ ଖବର)ତା:୦୭/ଜାନୁଆରୀ/୨୦୨୦-ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ଆଦାନୀ କିସ ରେସିଡେନସିଆଲ ସ୍କୁଲର ମୟୁରଭଞ୍ଜ ଠାରେ ସ୍ଥାପିତ ହୋଇଥିବା ଶାଖା ଉଦଘାଟନ କରିବେ।ଏଥି ସମେତ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ…

ଅନ୍ତସତ୍ତ୍ଵା ନାବାଳିକା ଝିଅର ଦୁଃଖ କହିଲେ ସରୁନି, କିଏ ବୁଝିବ ତାଙ୍କ କଥା?

ବାରିପଦା(ନିରପେକ୍ଷ ଖବର)ତା-୫/ଜାନୁଆରୀ/୨୦୨୦-ପାଣି ପିଇବା ବାହାନାରେ ଆସି ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଅଭିଯୁକ୍ତ ଭାଇ ଜେଲ ଯାଇଛି। ହେଲେ ଦୁଷ୍କର୍ମରେ ଶିକାର ହୋଇଥିବା ଭଉଣୀ ଆଉ ତାର ପରିବାର ମୁଣ୍ଡରେ ଲାଗିଥିବା କଳଙ୍କର ଟୀକା ପିଛା ଛାଡିନି। ସମ୍ପକୀୟ ଭାଇ ଦ୍ୱାରା…

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୁଣ୍ୟ।

ବାରିପଦା(ନିରପେକ୍ଷ ଖବର)ତା-୫/ଜାନୁଆରୀ/୨୦୨୦-ହିନ୍ଦୁ ପରମ୍ପରା ଅବର୍ଣ୍ଣନୀୟ ଆଉ ତାଠାରୁ ଓଡିଶା ରେ ୧୨ ମାସ ରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର । ସେହି ଆଧାର ରେ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତି ର ଆଧାର, ସୂର୍ଯ୍ୟ ଦେବତା ଙ୍କ ରଥାରୁଢ ପ୍ରତିମୂତି କୁ ସାମ୍ବଦଶମୀ ରେ ପୁଜା କଲେ କୋଟି ଜନ୍ମ…

ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ …

ଆସନ୍ତାକାଲି ଠୁ ଓଡିଶାରେ ଆରମ୍ଭ ହେବ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗର:ବିଜେପି * କେବଳ ନାଗରିକତା ଦେବା ପାଇଁ ତିଆରି ହୋଇଛି ନାଗରିକତା ସଂଶୋଧନ ଆଇନ * ଆସନ୍ତାକାଲି ମହାକାଳପଡା ଠାରେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଅବଗତ କରାଇବେ…

ନିରଞ୍ଜନ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ।

ଭୁବନେଶ୍ୱର,ନିରପେକ୍ଷ ଖବର :ତା-୨.୧.୨୦୨୦ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ…

ବାପା-ମାଆ ଛେଉଣ୍ଡ ପିଲାଙ୍କ ମଧ୍ୟରେ ନୂତନ ବର୍ଷ ପାଳିଲେ ହେଲପିଙ୍ଗ୍ ଫ୍ୟାମିଲି…

ବାରିପଦା (ନିରପେକ୍ଷ ଖବର) ତା ୨/ଜାନୁଆରୀ/୨୦୧୯-ନୂଆ ବର୍ଷ ୨୦୨୦ର ପ୍ରଥମ ଦିନକୁ ସ୍ମରଣୀୟ ରଖିବା ପାଇଁ ‘ହେଲପିଙ୍ଗ ଫ୍ୟାମିଲି ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଭିନବ ଉପାୟରେ ନୂତନ ବର୍ଷର ପ୍ରଥମ ଦିନଟିକୁ ପାଳନ କରିଛି । ସ୍ଥାନୀୟ ତଖତପୁର ସ୍ଥିତ ‘ଆଦୃତା ଶିଶୁ ସଦନ’ରେ ଥିବା ବାପ-ମାଆ…

ଦେଖନ୍ତୁ ବିରଳ କଙ୍କଡା…..

ବାରିପଦା (ନିରପେକ୍ଷ ଖବର)ତା-୦୨/ଜାନୁଆରୀ/୨୦୨୦: ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା ଉଦ୍ଧାର ହୋଇଛି।ଆଜି ବାରିପଦା ସହରର ସାପ୍ତାହିକ ହାଟରେ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଞ୍ଚଳର ସୁନିଲ ବିଶ୍ବାସ ଏହି କଙ୍କଡ଼ା ବିକ୍ରି କରୁଥିବା ବେଳେ ଧରା ପଡିଛି। କଙ୍କଡାଟି ବିଲୁପ୍ତ ପ୍ରଜାତିର ଅଶ୍ବ…

ବ୍ରିଜ ତଳେ ଝୁଲୁଛି ମୃତଦେହ….

ବାରିପଦା(ନିରପେକ୍ଷ ଖବର)ତା-୨/ଜାନୁଆରୀ/୨୦୨୦-ବାରିପଦା ସହରର ମଧୁବନ ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ବ୍ରିଜ ତଳେ ଝୁଲୁଛି ଏକ ମୃତଦେହ।ଝୁଲନ୍ତା ଅବସ୍ଥାରେ ଥିବା ବ୍ୟକ୍ତି ହେଲେ ଖୁଣ୍ଟା ଅଞ୍ଚଳର ଶରତ ମାଝୀ ।ତାଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତି ଙ୍କ…

Latest Videos