Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ
ଅଭିଯୋଗ କାର୍ଯ୍ୟକ୍ଷମ ନହବାରୁ ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ।
ବାରିପଦା(ନିରପେକ୍ଷ ଖବର)ତା-୧/ଡ଼ିସେମ୍ବର/୨୦୧୯-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହେବାପରେ କାର୍ଯ୍ୟାନୁଷ୍ଠାନ। ଝାରପୋଖରିଆ IIC ଶରତ ମହାଳିକଙ୍କୁ SP ଅଫିସକୁ ବଦଳି ସହିତ କେସର ତଦନ୍ତକାରି ଅଫିସର ପ୍ରଶାନ୍ତ ସ୍ବାଇଁକୁ ସସପେଣ୍ଡ କଲେ ଜିଲ୍ଲା…
ବୟନିକାର ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’ଉନ୍ମୋଚିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା୩୦/୧୧ ଆଜି ଅପରାହ୍ନରେ ବୟନ ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ
ପଦ୍ମିନୀ ଦିଆନ ବୟନିକାର ଏକ ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’କୁ ଉନ୍ମୋଚିତ କରିଥିଲେ । ଏହି ବୈଷୟିକ ପ୍ରଣାଳୀ ‘ଗଅପି-ଓଅକ୍ତଅ‘ ଉପନରେ ଆଧାରିତ ଏବଂ ହସ୍ତତନ୍ତ,…
୩୮,୪୨୭ କୋଟି ଟଙ୍କାର ହିସାବ ଗାଏବ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଦେଲେନାହିଁ, ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା. ୩୦/୧୧: ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଇଛି ।…
ଜଳ ସଂପଦ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା- ୨୯.୧୧.୨୦୧୯
ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ସକାଳେ ଅଚାନକ ଖୋର୍ଦ୍ଧା ଗସ୍ତ କରି ଜିଲ୍ଲା କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ସେଠାରେ ପହଁଚି…
ମୟୂରଭଞ୍ଜ ପ୍ରେସକ୍ଲବର ପୁର୍ନଗଠନ ଓ ନୂତନ କର୍ମକର୍ତ୍ତା ଚୟନ।
ବାରିପଦା (ନିରପେକ୍ଷ ଖବର) ତା ୨୯/୧୧/୨୦୧୯- ଆଜି ମୟୂରଭଞ୍ଜ ପ୍ରେସକ୍ଲବର ଏକ ବୈଠକ ବାରିପଦା ଷ୍ଟାଡିୟମ ସଭାଗୃହରେ କ୍ଲବର ସମ୍ପାଦକ ସତ୍ୟଜିତ ସୋମଙ୍କ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି ମାନେ ଯୋଗଦେଇ ପୂର୍ବରୁ ଗଠିତ ହୋଇ…
ରାଜ୍ୟ ସରକାର ଜନସମସ୍ୟାର ସାମ୍ନା ନକରି ବଦନାମ ହେବା ଭୟରେ ବିଧାନସଭାକୁ ବନ୍ଦ କରିଦେଲେ :ବିଜେପି
ଭୁବନେଶ୍ୱର,ନିରପେକ୍ଷ କବର:,ତା.୨୯/୧୧: ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆଗଲା । ରାଜ୍ୟରେ ଅନେକ ସମସ୍ୟା ଥିବା ସତ୍ୱେ ହଠାତ୍ ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟବାସୀଙ୍କୁ ଧୋକ୍କା । ଶାସକ ଦଳ ରାଜ୍ୟବାସୀଙ୍କ…
ମନ୍ତ୍ରୀ ଓ ତାଙ୍କ ମହିଳା ଅତିଥିଙ୍କର ହେଟୋଲ୍ ତାଜ କ୍ରିୀଷ୍ଣାରେ ରହଣି ବ୍ୟବସ୍ଥା କେଉଁ ସଂସ୍ଥା କରିଥିଲା ଖୋଲିଲା ନୂଆ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯.୧୧ – ଗତକାଲି ବିଧାନସଭାରେ କଂଗ୍ରେସ ଦଳର ବିଧାୟକମାନେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଘଟଣାବଳୀର ସତ୍ୟତା ଜାଣିବା ପାଇଁ ଉଦ୍ବେଗ ପ୍ରକାଶ କରିବା ସହିତ ମାନ୍ୟବର ବାଚସ୍ପତି ମହୋଦୟଙ୍କ ପାଖରୁ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ…
ପିଆରଏମ୍ ହସ୍ପିଟାଲରେ ପୁଣି ଚିକିତ୍ସା ଅଭାବରୁ ରୋଗୀ ମୃତ
ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ…
ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ପ୍ରସଙ୍ଗ
ବାରିପଦା(ନିରପେକ୍ଷ ଖବର)ତା-୨୮/ନଭେମ୍ବର/୨୦୧୯-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ପ୍ରଦତ୍ତ ଉତ୍ତର ମିଥ୍ୟା ଜାଣି ବିଧାନସଭା ବାଚସ୍ପତିଙ୍କ ଜରିଆରେ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଶେଷ ଅଧିକାର କ୍ଷୂର୍ଣ୍ଣ ପ୍ରସ୍ତାବ(ପ୍ରିଭିଲେଜ ମୋସନ) ନୋଟିସ ଆଗତ…
‘ସର୍ବସାଧାରଣ’ଖବରକାଗଜ ବାର୍ଷିକ ଉତ୍ସବ….
ଭୁବନେଶ୍ୱର,ନିରପେକ୍ଷ ଖବର:୨୮/୧୧/୨୦୧୯ ଆଜି ‘ସର୍ବସାଧାରଣ’ଖବରକାଗଜର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ର. ଗଣେଶୀଲାଲ ଏପରି ବକ୍ତବ୍ୟ ପ୍ରଦାନ କରିଛନ୍ତି । ‘ସର୍ବସାଧାରଣ’ କାର୍ଯର୍୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ…
ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ଦିଗ୍ଦର୍ଶନ କାର୍ଯ୍ୟକ୍ରମ…
ଭୁବନେଶ୍ୱର,ନିରପେକ୍ଷ ଖବର, ୨୮/୧୧ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର…
ପୁଣି ଚର୍ଚ୍ଚାରେ ବିଜେଡ଼ି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ରମ…
ବାରିପଦା(ନିରପେକ୍ଷ ଖବର)ତା-୨୮/ନଭେମ୍ବର/୨୦୧୯-ରାଜ୍ୟସଭା ଶୀତକାଳୀନ ଅଧୀବେଶନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଆଜି ପୁଣି ଦାବି କଲେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବମ। ବାଚସ୍ପତିଙ୍କ ଧ୍ୟାନ ଆକର୍ଷଣ କରି କରି ଶ୍ରୀମତୀ…
‘ପଣ୍ଡିତ ନୀଳକଂଠଙ୍କ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ କ୍ଲାସିକ୍ ମର୍ଯ୍ୟାଦାର ଗ୍ରନ୍ଥ’
ଭୁବନେଶ୍ୱର ନିରପେକ୍ଷ ଖବର, ୨୭/୧୧/୨୦୧୯
ପ୍ରସିଦ୍ଧ ସାହିତି୍ୟକ, ଶିକ୍ଷାବିତ୍, ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କ ରଚିତ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ରେ ସାହିତ୍ୟକୁ ସମାଜ ବିକାଶର ପ୍ରକାଶ ଭାବରେ କଳନା କରାଯାଇଛି । ସମାଜର ଚଳଣି, ଚାହାଣି ଓ ଚମକର ବ୍ୟାଖ୍ୟାନପୂର୍ବକ ସମାଜ ଏବଂ ସଭ୍ୟତାର…
ସୂଚନା ଓ ଲୋକ ସଂପର୍କ ବିଭାଗରେ ସମ୍ବିଧାନ ଦିବସ ପାଳନ ଅବସରରେ ଶପଥ ପାଠ
ଭୁବନେଶ୍ୱର,ନିରପେକ୍ଷ ଖବର: ତା-୨୬.୧୧.୨୦୧୯ ଭାରତର ସମ୍ବିଧାନ ଦିବସ ପାଳନ ଅବସରରେ ଓଡିଶା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବିଧାନ…
ରାଜ୍ୟରେ ବଢିଚାଲିଛି ମହିଳା ଓ ନାବାଳିକା ଦୁଷ୍କର୍ମ
* ରାଜ୍ୟ ଚାଲିଛି ଫାଶିବାଦୀ ସରକାର
* ବିଧାନସଭା ଭିତରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଶାସକ ଦଳ କୌଣସି ଆଲୋଚନା କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
* ପୋଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା ଦେଉଛନ୍ତି
* ବିଜେଡିର…
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୦ତମ ସମ୍ବିଧାନ ଦିବସ ପାଳିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୬/୧୧: ଭାରତୀୟ ଜନତାପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ସମ୍ବିଧାନ ଦିବସ ପାଳନର କାର୍ଯ୍ୟକ୍ରମ ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ ଲିଖିତ…
ନୂଆଦିଲ୍ଲୀ ‘ଆଦି ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ..
* ଜନଜାତିଙ୍କ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିବଦ୍ଧ
* ପ୍ରଧାନମ ଉଜ୍ଜଳା ଯୋଜନାରେ ଜନଜାତି ସବୁଠୁ ଅଧିକ ଲାଭ ପାଇଛନ୍ତି
* ଦେଶକୁ ଆଗକୁ ବଢେଇବାକୁ ହେଲେ ଜଙ୍ଗଲର ବର୍ଜ୍ୟବସ୍ତୁରୁ ଉର୍ଜା ବାହାର କରିବାକୁ ପଡିବ
* ଜନଜାତିଙ୍କ ବିକାଶକୁ ଗୁରୁତ୍ୱ…
ମୟୂରଭଞ୍ଜ ମହୋତ୍ସବର କାର୍ଣ୍ଣିଭାଲ ରୋଡସୋ
ବାରିପଦା,ନିରପେକ୍ଷ ଖବର: ବାରିପଦା ରେ ମୟୂରଭଞ୍ଜ ମହୋତ୍ସବ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ପ୍ରକାର ମୟୂରଭଞ୍ଜିଆ ଲୋକନୃତ୍ୟ ବାଦ୍ୟର ତାଳେତାଳେ ଏକ କାର୍ଣ୍ଣିଭାଲ ରୋଡସୋ ଅନୁଷ୍ଠିତ ହୋଇଯାଇଛି । ଏହି ରୋଡସୋକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ…
୪୦୦ କୋଟିରୁ ଉଦ୍ଧ୍ୱର୍ ଜମି ଦୁର୍ନୀତିକୁ ଘୋଡାଇବା ପାଇଁ ମହାରଥୀ ଏବଂ ଯୁଧିଷ୍ଟିରଙ୍କ ସନ୍ଧି
* ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ନିଜ ଫାର୍ମ ହାଉସରେ ମିଶାଇଛନ୍ତି ପ୍ରଦୀପ ମହାରଥି
* ଯୁଧିଷ୍ଟର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଉଦ୍ଧ୍ୱର୍ ଜମିକୁ ହଡପ କରିଛନ୍ତି
* ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ…
ସମାଜ ସେବା ପାଇଁ ତତ୍ପର ଏବେ ଯୁବଗୋଷ୍ଠୀ…
ଭୁବନେଶ୍ୱର,ନିରପେକ୍ଷ ଖବର:୨୫/୧୧ ରାଜଧାନୀରେ ଏବେ ଦେଖିବାକୁ ମିଳୁଛି ବିଭିନ୍ନ ସମୟରେ ସମାଜ ସେବା ପାଇଁ ଆଗକୁ ଆସୁଥିବା ଯୁବ ସଂଘଟନ । ଏହି ଭଳି ଭାବେ ଯଦି ସମସ୍ତ ସମାଜ ସେବୀ ସଂଗଠନ ଅଗକୁ ଆସେ ତେବେ ସମାଜର ଉନ୍ନତିରେ କୋୖଣସି ବାଧା ସୃଷ୍ଟି ହେବନାହିଁ । ପରିବେଶ ସୁରକ୍ଷା ଓ ସ୍ୱଛତାକୁ…