Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ଡ୍ରାମା : ୩ୟ ମହଲା ଇସାରାରେ ହୋଇଛି ମାରିକ୍ ଲୋକପାଳ ରିପୋର୍ଟ ହୋଇଛି ଚୋରି..

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧ – ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସମାନଙ୍କ ବିରୁଦ୍ଧରେ ଚଲାଉଥିବା ତଦନ୍ତ କେବଳ ଲୋକ ଦେଖାଣିଆ । ନବୀନ ବାବୁଙ୍କ ସରକାର ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କୁ ବଂଚାଇବା ପାଇଁ ତଦନ୍ତ ରିପୋର୍ଟକୁ ହଜେଇ…

ବିଜେପିରେ ସାମିଲ ହେଲେ ପାଟଣାଗଡର ପ୍ରମୁଖ ବିଜେଡି ନେତୃବୃନ୍ଦ….

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ ନେତୃବୃନ୍ଦମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ…

ଜଗଦ୍ଧାତ୍ରୀ ମେଳାରେ ଜମୁଛି ବେପାର…..

ବାରିପଦା(ନିରପେକ୍ଷ ଖବର)ତା-୨୧/ନଭେମ୍ବର/୨୦୧୯: ମୟୁରଭଞ୍ଜ ଜିଲ୍ଲାର ସବୁଠୁଁ ବଡ଼ ମେଳା ଭାବେ ପରିଚୟ ସୃଷ୍ଟି କରିଥିବା ଜଗଦ୍ଧାତ୍ରୀ ମେଳା ଆଜି ୧୦ମ ଦିନରେ ପହଁଚିଛି। ଏହି ମେଳା ଯେତେ ସରିସରି ଆସୁଛି, ଦର୍ଶକଙ୍କ ଭିଡ଼ ସେତେ ବଢ଼ିବାରେ ଲାଗିଛି।ଆଜି ବାରିପଦା ଜଗଦ୍ଧାତ୍ରୀ ମେଳାର ୧୦ମ…

ଆବାସ ମହାଦୁର୍ନୀତିର ମହାନାୟକ ପ୍ରତାପ ଓ ସେନାପତି ଥିଲେ ସୁବୋଧ :ବିଜେପି

• ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ପଥ ପରିସ୍କାର କଲେ ରାଜ୍ୟ ସରକାର • ତୃତୀୟମହାଲର ଅଣଓଡିଆ ଅଫିସରଙ୍କ ପାଇଁ ବିଜେଡି ଏବେ ଏକ ବିଭାଗ • ମାହାଙ୍ଗାରେ ବିଡିଓ ଥିବା ସୁବୋଧ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୯/୧୨:…

ହିଲିଙ୍ଗ୍ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ

ଭୂବନେଶ୍ବର,ନିରପେକ୍ଷ ଖବର: ହିଲିଙ୍ଗ୍ ଟଚ୍ ଥେରାପି ସେଣ୍ଟରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ପାଳନ ହୋଇଯାଇଛି।ଏହି ଭବ୍ୟ ଉତ୍ସବରେ ଦିବ୍ୟାଙ୍ଗ ତଥା ମାନସିକ ଭାବେ ଅନଗ୍ରସର ପିଲାଙ୍କୁ ନେଇ ବିଭିନ୍ନ ମୋନରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି ଅବସରରେ ସେଣ୍ଟରର ପ୍ରତିଷ୍ଠାତା…

ଶୋକାକୁଳ ପରିବେଶରେ ସହିଦ୍ ପୋଲିସ୍ ଅଧିକାରୀ ଙ୍କୁ ଦିଆ ଗଲା ସଲାମୀ..

ବାରିପଦା(ନିରପେକ୍ଷ ଖବର)ତା-୧୯/ନଭେମ୍ବର/୨୦୧୯-ଗତକାଲି ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟ ରାସ୍ତାରେ ମଦୁଆ ଗାଡି ଚାଳକ କୁ ଧରିବା ପାଇଁ ଚେକିଂ ଚାଲିଥିବା ବେଳେ ବାଇକ ଧକ୍କା ରେ ବାରିପଦା ଟାଉନ ଥାନା ସବ ଇନ୍ସପେକ୍ଟର ଦୟାନିଧ ଦାସ ଙ୍କ ମୃତ୍ୟୁ ହୋଇଥିଲା । ସବ…

ଗାଡ଼ି ଯାଞ୍ଚ ବେଳେ ବାଇକ୍ ଦୁର୍ଘଟଣା ରେ ଚାଲିଗଲା ପୋଲିସ୍ ଅଧିକାରୀଙ୍କ ଜୀବନ..

ବାରିପଦା(ନିରପେକ୍ଷ ଖବର)ତା-୧୮/ନଭେମ୍ବର/୨୦୧୯-ଗାଡି ଯାଞ୍ଚ ବେଳେ ବାଇକ ଦୁର୍ଘଟଣା ରେ ଚାଲିଗଲା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା।ଯାହାକୁ ନେଇ ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇଯାଇଛି। ମଦୁଆ ବାଇକ…

ଗୋବର୍ଦ୍ଧନ ମଠ ଏବଂ ଜଗନ୍ନାଥ ସଂସ୍କୃତିର ଆସ୍ଥାକୁ ପ୍ରହାର କରିଛି କଂଗ୍ରେସ:ବିଜେପି

* ଅଶୋଭନୀୟ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ନରସିଂହ । * ପୁଜ୍ୟ ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। * ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହିନମନ୍ୟତାର ପରିଚୟ।…

ରାଜ୍ୟର ଅଗ୍ରଣୀ ସଂସ୍ଥା ଜୟ ଓଡ଼ିଶା ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ…

ଭୁବନେଶ୍ୱର ,ନିରପେକ୍ଷ ଖବର:୧୭/୧୧/୧୯ ଭୁବନେଶ୍ୱର ସ୍ଥିତ ଶହିଦ ନଗର ଦୁର୍ଗା ପୂଜା ମଣ୍ଡପରେ ରାଜ୍ୟର ଅଗ୍ରଣୀ ସଂସ୍ଥା ଜୟ ଓଡ଼ିଶା ସଙ୍ଗଠନ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟ ଓଡିଶା ସଙ୍ଗଠନ ପକ୍ଷରୁ ବିଭିନ୍ନ…

ସାମ୍ବାଦିକ ସୁରକ୍ଷା ବିଧେୟକ ବିଧାନସଭାରେ ଆଗତ ହେଉ…

ଭୁବନେଶ୍ୱର,ନିରପେକ୍ଷ ଖବର:୧୭/୧୧: ଗଣତନ୍ତ୍ରର ଜାଗ୍ରତ ପହରୀ ସାଜିଥିବା ଗଣମାଧ୍ୟମ ଏବେ ଅସୁରକ୍ଷିତ ମାନେକରୁଛନ୍ତି। କାର୍ଯ୍ୟରତ ସାମ୍ବାଦିକମାନେ କେତେବେଳେ ମାଡ ଖାଉଛନ୍ତି ଆଉ କେତେବେଳେ ନେତା ଓ ପୁଞ୍ଜିପତିଙ୍କ ଠାରୁ ଅପମାନିତ ହେଉଛନ୍ତି। ଫଳରେ ଦିନକୁ ଦିନ ସାମ୍ବାଦିକମାନେ ସତ୍ୟ ଖବର…

କଳାଭୂମିରେ ଅଭିନବ କାର୍ଯ୍ୟକ୍ରମ: ‘ଟ୍ରେଜର ହଣ୍ଟ୍‌’

ଭୁବନେଶ୍ୱର, ନିରପେକ୍ଷ ଖବର: ୧୭/୧୧/୨୦୧୯ କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟଠାରେ ପିଲାମାନଙ୍କ ପାଇଁ ‘ଟ୍ରେଜର ହଣ୍ଟ୍‌’ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଯୋଗଦେଇ ସମୁଦାୟ ୮ଟି ପ୍ରକୋଷ୍ଠ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଓ କାଠ ଖୋଦେଇ, ଧାତବ କଳାକୃତି,…

ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଅଚାନକ ସତ୍ୟବାଦୀ ଥାନା ପରିଦର୍ଶନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୧୫/୧୧/ ୨୦୧୯ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ପ୍ରଥମେ ଥାନା ବାହାରେ ଲାଗିଥିବା ‘ମୋ ସରକାର’ ବୋର୍ଡ ଦେଖିଥିଲେ । ପରେ…

ସୋଆ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

* ନୂଆ ଯୁଗର ସମସ୍ୟାର ସମାଧାନ ପାଇଁ ନୂଆ ଉପାୟ ଦରକାର * ପରିଶ୍ରମ ମାଧ୍ୟମରେ ଦେଶର ଉନ୍ନତି କାମରେ ଲାଗିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ଆଜି ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ…

ମହାନ ସ୍ୱାଧିନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ …..

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୬.୧୧ - ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ସ୍ୱାଧିନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ମହାସମାରୋହରେ…

ଦେଶର ଜନତାଙ୍କ ଆଗରେ ରାହୁଲ କ୍ଷମା ମାଗନ୍ତୁ: ଅରୁଣ ସିଂହ..

* କଂଗ୍ରେସର ମିଥ୍ୟା ଅଭିଯୋଗକୁ ନେଇ କରିଥିବା ଯାଚିକାକୁ ଖାରଜ ସୁପ୍ରିମ କୋର୍ଟ ଖାରଜ କରିବା ସ୍ୱାଗତଯୋଗ୍ୟ * ରାହୁଲ ଗାନ୍ଧୀ ରାଫେଲ ପ୍ରସଙ୍ଗରେ ବାରମ୍ବାର ମିଥ୍ୟା କଥା କହି ଦେଶର ଜନତାଙ୍କୁ ଭ୍ରମିତ କରିଛନ୍ତି * ରାହୁଲ ଗାନ୍ଧୀଙ୍କର ଯଦି ଲୋକ ଲଜ୍ୟା ଥିବ ସେ ତାହେଲେ ଦେଶର ଜନତାଙ୍କ…

ଓଡ଼ିଶା ବଜାରରେ ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ପ୍ରବେଶ..

ଭୁବନେଶ୍ୱର,ନିରପେକ୍ଷ ଖବର:୧୬/୧୧/୨୦୧୯ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, କସମେଟିକ୍ସ ଓ ଖାଦ୍ୟସାମଗ୍ରୀ ଉତ୍ପାଦନ କରୁଥିବା ବହୁରାଷ୍ଟ୍ରୀୟ ଏଫଏମସିଜି କମ୍ପାନି ଆଲିଆଞ୍ଜ ଇଣ୍ଟରନେଶନାଲ ହୋଲଡିଂସ ଲିମିଟେଡ଼ ଓଡ଼ିଶା ବଜାରରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ପରେ ୨ୟ ରାଜ୍ୟଭାବେ କମ୍ପାନି…

ବାରିପଦା ମୁନିସିପାଲଟି ସଫେଇ କର୍ମଚାରୀକୁଂ ମିଳୁନି ପାରିଶ୍ରମିକ….

ବାରିପଦା (ନିରପେକ୍ଷ ଖବର)ତା-୧୩/ନଭେମ୍ବର/୨୦୧୯-ବାରିପଦା ମୁନିସିପାଲଟି ଅଧିକାରୀ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ମାନେ ଗୋଟିଏ ମାସର ଦରମା ପାଇ ନଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ମଙ୍ଗଳବାର ଠାରୁ ଶତାଧିକ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଯାରି…

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ….

ଭୁବନେଶ୍ୱର, ନିରପେକ୍ଷ ଖବର:୧୨/୧୧/୨୦୧୯  ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ବୋଇତ ବନ୍ଦାଣ । ରାତି ପାହାନ୍ତାରୁ ଶ୍ରଦ୍ଧାଳୁୁୁମାନେ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମନ୍ଦିରରେ ଥିବା ଜଳାଶ୍ରୟରେ ବିଭିନ୍ନ ରଙ୍ଗ ବେରଙ୍ଗ…

ଭାରତୀୟ ଖାଉଟି କଲ୍ୟାଣ ପରିଷଦ (ଏଆଇସିଡବ୍ଲୁସି) ଓଡ଼ିଶା ଚାପଫରର କାର୍ଯ୍ୟାରମ୍ଭ…

*ପରିଷଦ ପାଇଁ ଓଡ଼ିଶା ଦେଶର ୨୨ତମ ରାଜ୍ୟ ଚାପଫର -ରାଜ୍ୟ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମନୋନୀତ - ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ ସଂପର୍କିତ କର୍ମଶାଳା ଆୟୋଜିତ ଭୁବନେଶ୍ୱର,ନିରପେକ୍ଷ ଖବର: ୧୦/୧୧/୨୦୧୯ : ଭାରତୀୟ ଉପଭୋକ୍ତା ମହାସଂଘ ( ସିସିଆଇ) ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ…

ଦିଲ୍ଲୀର ବିଜ୍ଞାନଭାବନରେ ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ପୁରସ୍କୃତ ହେଲେ ମନ୍ତ୍ରୀ ପ୍ରତାପ ଜେନା…

ନୂଆଦିଲ୍ଲୀ(ନିରପେକ୍ଷ ଖବର)୦୯/୧୧/୨୦୧୯ ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଦିଆଯାଇଛି । ନୂଆଦିଲ୍ଲୀଠାରେ ବିଜ୍ଞାନଭବନରେ ଆୟୋଜିତ ଏହି…

Latest Videos