Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଅନୁସୁଚିତ ଜାତିର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦେବା ଦାବିରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୧୦: ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ…

ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି….

ଭୁବନେଶ୍ୱର,ନିରପେକ୍ଷ ଖବର:୨୨/୧୦/୧୯ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ…

କ୍ରିକେଟ ଜଗତରୁ ଅବସର ନେଲେ ଓଡିଶା ରଣଜୀ ଖେଳାଳୀ ନଟରାଜ ବେହେରା….

ଭୁବନେଶ୍ୱର, ନିରପେକ୍ଷ ଖବର:୨୧/୧୦/୧୯ ଓଡ଼ିଶାର ରଣଜୀ ଖେଳାଳି ନଟରାଜ ବେହେରା ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି । ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୦୩୧…

ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର: ବିଜେପି

* କୌଣସି ବ୍ୟବସ୍ଥା ନକରି ନିଜ ଦୋଷ ଘୋଡାଇବାକୁ ଏସଡିଏମଓଙ୍କୁ ନିଲମ୍ବିତ ଏକ ଡ୍ରାମା *ଗତ ବର୍ଷ ତୁଳନାରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛେଇବା ନୀତିଆୟୋଗ ରିପୋର୍ଟ କହିଛି * ଟୀକା ଦାନ, ଆନୁଷ୍ଠାନିକ ପ୍ରସବ, ଟିବି ରୋଗ ଚିହ୍ନଟ ଓ ଚିକିତ୍ସା, ମ୍ୟାଲେରିଆ,ଡାକ୍ତର…

୫ଟି ସଚିବ ଭି.କେ ପାଣ୍ଡିଆନ ମୟୁରଭଞ୍ଜ ଗସ୍ତ ସାରି ଚାଲିଗଲେ…

*ଆଶା ଆଶଙ୍କାରେ ମୟୁରଭଞ୍ଜ ବାସୀ... ବାରିପଦା(ନିରପେକ୍ଷ ଖବର)ତା-୧୩/ଅକ୍ଟୋବର/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି- ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ନିଜ ଗସ୍ତ ସାରି ଚାଲିଯାଇଛନ୍ତି । ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ…

ସୁବ୍ରତ ଦାସ ସମ୍ମାନିତ ହେଲେ ଅନ୍ତର୍ଜାତୀୟ ଯୁବ ପୁରସ୍କାରରେ….

ବାରିପଦା,ନିରପେକ୍ଷ ଖବର:୧୩/୧୦: ସେବା ହିଁ ପରମ ଧର୍ମ। ଜଣେ ନିଷ୍ଠା ଓ ଆନ୍ତରିକତା ଭାବେ କୋୖଣସି କାମ କଲେ ତାହା ବିଫଳ ଯାଇନି। ଏହାର ଏକ ଜ୍ୱଳନ୍ତ ଉଧାହରଣ ପାଲଟିଛନ୍ତି ବାରିପଦା ସ୍ଥିତ (ତଖତପୁର ଅଞ୍ଚଳର) ପିତା ଦିଲ୍ଲୀପ କୁମାର ଦାସ ଓ ମାତା ଭାରତୀ ଦାସ ଙ୍କ ସୁପୁତ୍ର ସୁବ୍ରତ କୁମାର ଦାସ।…

ହଜିଯାଇଛି ମାନବିକତା…..

ବାରିପଦା(ନିରପେକ୍ଷ ଖବର)ତା-୧୦/ଅକ୍ଟୋବର/୨୦୧୯: ସତରେ କଣ ମାନବିକତା ହଜିଯାଇଛି। ଆଉ କଣ ମଣିଷ ପଣିଆ ଦେଖାଯାଉନି ..?। ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନ ଭିତରେ ଉଙ୍କି ମାରିବ। ଏମିତି ଏକ ନିଷ୍ଠୁର ଓ ହୃଦୟ ବିଦାରକ ଘଟଣା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ…

ବିଜେପୁର ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ସୋ ରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୦/୧୦: ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ…

ବାଙ୍ଗିରୀପୋଷୀ ଘଟଣା ପ୍ରମାଣ କରୁଛି ରାଜ୍ୟରେ କିପରି ଚାଲିଛି ସ୍ୱାସ୍ଥ୍ୟସେବା ଓ ମହିଳା ସୁରକ୍ଷା ଯୋଜନା:ବିଜେପି

* କୋମାରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ମମତା ଯୋଜନା... * ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ ‘ମୋ ସରକାର’ ଯୋଜନା ବିଫଳତାର ଦୃଷ୍ଟାନ୍ତ... * ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଡାକ୍ତର ଅଭାବ ହେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ... * ମୃତକ…

ଶାରଦୀୟ ଦୁର୍ଗାପୂଜାରେ ବାରିପଦା ସହର ଉତ୍ସବ ମୁଖର….

ବାରିପଦା(ନିରପେକ୍ଷ ଖବର)ତା-୬/ଅକ୍ଟୋବର/୨୦୧୯-ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଲଗାଇଛନ୍ତି। ଧରାପୃଷ୍ଠରେ ଅବତରଣ…

୧୦ଟି ଜିଲ୍ଲାକୁ ସତର୍କ ସୂଚନା….

ଭୁବନେଶ୍ୱର, ନିରପେକ୍ଷ ଖବର:୦୬/୧୦/ ୧୦ଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମଧ୍ୟାହ୍ନ ୧ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର…

ପେଟ୍ରୋଲ ପାଇଁ ଅଧାବାଟରେ ଚାଲିଗଲା ପ୍ରସୂତିଙ୍କ ଜୀବନ….

*ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର..... ବାରିପଦା(ନିରପେକ୍ଷ ଖବର)ତା-୫/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଆଜି ଏମିତି ଏକ ଘଟଣା ଘଟି ଯାଇଛି ତାହା ଜାଣିଲେ ଆପଣଙ୍କୁ ଚକିତ କରିଦେବ। ପେଟ୍ରୋଲ ପାଇଁ ଜଣେ ଗର୍ଭବତୀ ମହିଳାଙ୍କର ଜୀବନକୁ ରକ୍ଷା କରାଯାଇ ପାରିଲା ନାହିଁ। ଆମ୍ବୁଲାନ୍ସରେ…

ଗାନ୍ଧି ବିଚାର ଆଜି ରହିଛି, କାଲିକି ମଧ୍ୟ ରହିବ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୪/୧୦ – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଖିଳ ଭାରତ କଂଗ୍ରେସ କମିଟିର…

ଛାତ୍ର ବୃତ୍ତି ହଡ଼ପ୍ ମିଥ୍ୟା ଘଟଣା…..

ବାରିପଦା,ନିରପେକ୍ଷ ଖବର: ତା-୪/୧୦:ଚିତ୍ରଡା ପାଟପୁର ଠାରେ ଥିବା ଏସିଏସବି ଇଞ୍ଜିନିୟରିଂ କଲେଜରେ ହୋଇଥିବା ଛାତ୍ର ବୃତି ଟଙ୍କା ହଡପ୍ ଘଟଣା ସମ୍ବଦ୍ଧରେ ନିଜର ଭୁଲ୍ ବୁଝି ପାରିଲେ ଛାତ୍ର ମାନେ।ନିଜର ଅଭିଯୋଗ ବିରୁଦ୍ଧରେ ଏକ କ୍ଷମାପତ୍ର ପ୍ରଦାନ କରିଛନ୍ତି । ଗତ ୨୩ ତାରିଖ ଦିନ କିଛି ଛାତ୍ର…

ସୈନିକସ୍କୁଲ କ୍ୟାଡେଟ୍ ମାନଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତାର ବାର୍ତା….

ଭୁବନେଶ୍ୱର, ନିରପେକ୍ଷ ଖବର:୦୧/୧୦/୨୦୧୯ କମିଶନରେଟ୍ ପୋଲିସ୍ '‘ଶଙ୍ଖଧ୍ୱନି ରାଷ୍ଟ୍ର ସୁରକ୍ଷା ସମିତି"ର ସେକ୍ରେଟାରୀ ଶ୍ରୀ ପ୍ରକାଶ କୁମାର ମହାପାତ୍ର , ଶ୍ରୀ ସନ୍ଦୀପ ମହାପାତ୍ର ଏବଂ ଶ୍ରୀ ଜଲିଲ୍ ଖାଁ ଙ୍କ ସହାୟତାରେ ‘ସଡକ ସୁରକ୍ଷା ଏବଂ ଟ୍ରାଫିକ ସଚେତନତା’ ସଂପର୍କିତ ଏକ କାର୍ଯ୍ୟକ୍ରମ…

ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେ ଅଭିଯୁକ୍ତ।

ବାରିପଦା (ନିରପେକ୍ଷ ଖବର)ତା୨/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୋଲିସ ର ନିଷ୍କ୍ରିୟତା ପଦା ରେ ପଡିଛି।ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି।ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ବାରମ୍ବାର ମୟୁରଭଞ୍ଜ ଜିଲ୍ଲାରେ ଏଭଳି ସମସ୍ୟା ଦେଖା ଯାଉଥିଲେ…

ଦୁଇ ଦନ୍ତା ହାତୀ ଙ୍କ ଲଢେଇରେ ଛୁଆ ହାତୀ ର ମୃତ୍ୟୁ…

ବାରିପଦା(ନିରପେକ୍ଷ ଖବର)୦୧/୧୦/୧୯ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ର ଭାଳୁଘେରା ଜଙ୍ଗଲରେ ଆଜି ଏକ ହାତୀ ଛୁଆ ର ମୃତ ଶରୀର ଉଦ୍ଧାର ହୋଇଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ଝାରଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୫୦ ରୁ ଉର୍ଦ୍ଧ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ…

ଜଙ୍ଗଲ ସୁରକ୍ଷା କମିଟି ର ସଭାପତି କୁ ଜଙ୍ଗଲରେ ଦଳିଦେଲା ଦନ୍ଥା।

ବାରିପଦା(ନିରପେକ୍ଷ ଖବର)ତା ୧/ଅକ୍ଟୋବର/୨୦୧୯:ମୟୁରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦାନ୍ତୀଆମୁହାଁ ଗ୍ରାମପଞ୍ଚାୟତ ର ମାଛୁଆ ଜଙ୍ଗଲ ରେ ଦନ୍ଥା ହାତୀ ଆକ୍ରମଣରେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ଥ ଙ୍କ ମୃତ୍ୟୁ ହୋଇଛି। ମୃତବୃଦ୍ଧ ଗଜେନ୍ଦ୍ର ମହାନ୍ତଙ୍କର ବୟସ ୭୫ ବର୍ଷ ବୋଲି ଜଣାଯାଇଛି।ଗଜେନ୍ଦ୍ର…

ରାଜ୍ୟ ସରକାର ଜାଣି ଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି:ବିଜେପି

ଭୁବନେଶ୍ୱର, ନିରପେକ୍ଷ ଖବର:୨୮/୦୯/୧୯ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥିଲାବେଳେ ରାଜ୍ୟ ସରକାର ଏହାର ଲାଭ ଉଠାଇବାକୁ ଚାହୁଁନାହାନ୍ତି। ରାଜ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇ ପିଆଜର ମାନକ ଦେଖି…

ଆରଟିଓ ଅଫିସ୍‌ରୁ ୬, ମେଡିକାଲରୁ ୩ ଜଣ ଦଲାଲଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୁଲିସ

ବାରିପଦା, (ନିରପେକ୍ଷ ଖବର):୨୮/୦୯  ଲୋକମାନଙ୍କର ସରକାର “ମୋ ସରକାର'’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତତ୍ପର ହୋଇଉଠିଛି। ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ…

Latest Videos