Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତ
ଡିବିରି ରୁ ଅଗ୍ନିକାଣ୍ଡ : ୩ ଗୁରୁତର ….
ବାରିପଦା (ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯- ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ମୟୁରଭଂଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମର ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିର୍ପି ପୂର୍ତ୍ତି ଲାଇନ କଟିଯିବାପରେ ଡିବିରି ଜଳାଇ ତେଲ ଢାଳୁଥିବା ବେଳେ ଘରେ ଥିବା ଏକ…
ନଗଡ଼ା’ରେ ଆଟ୍ ଅଫ୍ ଗିଭିଂ….
ଭୁବନେଶ୍ବର,ନିରପେକ୍ଷ ଖବର: ୨୫/୦୭/୧୯ : ଅପପୃଷ୍ଟି ଓ ଅପହଞ୍ଚ ପାହାଡ଼ ପର୍ବତ ଘେରା ଯାଜପୁର ଜିଲ୍ଲା ନଗଡ଼ା’ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ।ଯେଉଁଥିରେ ଓଡ଼ିଆ ଯୁବକ ଏନ୍.ଆର୍.ଆଇ୍ ସତ୍ୟ ସାବତ ସହାୟତାର ହାତ ବଢ଼ାଇ ନଗଡ଼ା ବାସିଙ୍କୁ ନୂଆ ପୋଷାକ, ପାଠ୍ୟ…
ଶିକ୍ଷାନୁଷ୍ଠାନ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ…
ଭୁବନେଶ୍ୱର,ନିରପେକ୍ଷ ଖବର: ୨୫ ଜୁଲାଇ ୨୦୧୯ ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ୱରସ୍ଥିତ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ପହଞ୍ଚି ସେଠାରେ ପ୍ରଶିକ୍ଷାର୍ଥୀମାନଙ୍କ ସହ ମତ ବିନିମୟ କରିଥିଲେ । ବିଳମ୍ବରେ ଆସିଥିବା ଶିକ୍ଷକଙ୍କୁ…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର..
ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି…
ବାଇକରେ ଲିଫ୍ଟ ଦେବା ବାହାନାରେ ଜଂଗଲରେ ଯୁବତୀକୁ ବଳାତ୍କାର…
ବାରିପଦା,ନିରପେକ୍ଷ ଖବର:୨୪/୦୭/୨୦୧୯: ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଯୁବତୀକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଶାନ୍ତନୁ…
ଜାତୀୟ ଶିକ୍ଷାନୀତି ନିରନ୍ତର ଭାବେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବ :ବିଦ୍ୟାଳୟ ଓ ଗଣଶିକ୍ଷା…
ଭୁବନେଶ୍ୱର,ନିରପେକ୍ଷ ଖବର: ୨୩ ଜୁଲାଇ ୨୦୧୯ ପ୍ରଣୀତ ହେବାକୁ ଥିବା ଜାତୀୟ ଶିକ୍ଷାନୀତି ସମାଜର ଉପଦେୟତା, ପ୍ରୟୋଜନୀୟତା ଏବଂ ପ୍ରୟୋଗୀକରଣ ଉପରେ ପର୍ଯ୍ୟବେଶିତ ହେବା ଆବଶ୍ୟକ । ଏହା ନିରନ୍ତର ଭାବେ ଶିକ୍ଷା ପ୍ରଦାନ କ୍ଷେତ୍ରରେ
ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା…
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ – ଆସନ୍ତା କାଲି ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ…
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩.୭ – ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି । ବିଶେଷକରି ନାରୀ ଅପହରଣ ଓ ଦୁଷ୍କର୍ମ ଆଶାତୀତ ଭାବେ ବୃଦ୍ଧି ପାଇଛି । ନାବାଳିକା ଅପହରଣ ଏବଂ ବଳାକ୍ରାର ଘଟଣା ଉଦ୍ବେଗଜନକ ଭାବେ ରାଜ୍ୟରେ ବଢିବାରେ ଲାଗିଛି । ଅଥଚ ଏହାକୁ ନିୟନ୍ତ୍ରଣ କରିବାରେ ଏବଂ…
ପୁଅ ହେଲେ ୫୦୦ ଝିଅ ହେଲେ ୪୦୦….
ଭଦ୍ରକ:ନିରପେକ୍ଷ ଖବର :୨୩/୭/୨୦୧୯): ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଅ ଜନ୍ମ ହେଲେ ୫୦୦ଟଙ୍କା ଓ ଝିଅ ଜନ୍ମ ହେଲେ ୪୦୦ ଟଙ୍କା ଦେବାକୁ ପଡୁଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତୀମାନେ ଟଙ୍କା ନ ଦେଲେ ସେମାନଙ୍କର ଚିକିତ୍ସା ହୋଇପାରିବ ନାହିଁ ବୋଲି ଧମକ ଦେଉଛନ୍ତି…
ଆରଡ଼ି ପୀଠରେ ଜଳ ଲାଗିକଲେ ୨୦୦୦୦ ରୁ ଅଧିକ ବୋଲ୍ ବମ୍ ଭକ୍ତ…
ଭଦ୍ରକ,ନିରପେକ୍ଷ ଖବର: ୨୨/୦୭/୧୯.ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଶୈବପିଠ ଆରଡ଼ି ରେ ଶ୍ରାବଣ ର ପ୍ରଥମ ସୋମବାର ରେ ବାବାମଣି ଙ୍କୁ ଜଳଲାଗି କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୦୦୦୦ ଶିବ ଭକ୍ତଙ୍କ ସମାଗମ ହୋଇଥିଲା ଆରଡ଼ି ଧାମ ବୋଲବମ ଧ୍ଵନି ରେ କମ୍ପି ଯାଇଥିଲା ସମଗ୍ର ପୀଠ...…
ଆଶ୍ଚର୍ଯ୍ୟ ହେଲେ ବି ସତ….
ବାରିପଦା:(ନିରପେକ୍ଷ ଖବର)୨୩/ଜୁଲାଇ/୨୦୧୯:ଆଶ୍ଚର୍ଯ୍ୟ ହେଲେ ବି ଘଟଣାଟି ସତ୍ୟ। ନାଗରାଜଙ୍କ କୁକୁଡ଼ା ଶିକାର। ଗତକାଲି ଏଭଳି ଏକ ଭୟଭୀତ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଗୌଡ଼ରାମା ପଞ୍ଚାୟତ କୁଳିପାଳ ଗ୍ରାମରେ ଘଟିଯାଇଛି। କୁଳିପାଳ ଗ୍ରାମର କଟିଆ ପ୍ରଧାନଙ୍କ ଘରେ ଦେଖିବାକୁ…
ସାମ୍ବାଦିକ ସୁରକ୍ଷା ଆଇନ୍ ଦାବିରେ ମହାମାନ୍ୟ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା କଳିଙ୍ଗ ସାମ୍ବାଦିକ ସଂଘ..
ଭୁବନେଶ୍ୱର, ନିରପେକ୍ଷ ଖବର:ଆଜି(୨୨/ଜୁଲାଇ/୨୦୧୯)- ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବିଭିନ୍ନ ସମୟରେ ସେମାନଙ୍କ ଉପରେ ହେଉଛି ଆକ୍ରମଣ। ଫଳରେ ଭାରତ ସମ୍ବିଧାନରେ ଚର୍ତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ସାମ୍ବାଦିକମାନେ ଖବର ସଂଗ୍ରହ କରିବାରେ ପ୍ରତିବନ୍ଧକ…
ଦୁର୍ଘଟଣା ସ୍ଥାନରେ ୧୦୮ ଆମ୍ବୁଲାନସ୍ ପହଁଚି ପାରିଲାନି..
ବାରିପଦା: ନିରପେକ୍ଷ ଖବର ୨୨/୦୭/୨୦୧୯: ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ଛକ ନିକଟରେ ଆଜି ଦିନ ୧୧ଟା ସମୟରେ ଏକ ସଡକ ଦୂର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସାରସକଣାର ଖେକରା ଧଳ ନିଜ ବମ୍ବେଛକରୁ ବାରିପଦା ପଟେ ଯାଉଥିବା ସମୟରେ ଧାଙ୍ଗୁଡିଶୋଳ ଛକ ନିକଟରେ…
ନକଲି ଡାକ୍ତରଙ୍କ ଚିକିତ୍ସାରେ ଚାଲିଗଲା ୧୨ବର୍ଷୀୟ ନାବାଳକର ଜୀବନ…
ଭଦ୍ରକ: ନିରପେକ୍ଷ ଖବର:୨୨/୦୭/୧୯,ଭଦ୍ରକ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିରୁ ଜିଲ୍ଲାରେ ନକଲି ଡାକ୍ତରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଫଳରେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସା ହେବାକୁ ଲୋକେ ବାଧ୍ୟ ହେଉଛନ୍ତି। ତେଣୁ ଡାକ୍ତରୀ ପାଠ ପଢି ନ…
କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ସହାୟତାର ହାତ ବଡାଇଲା ତିହିଡି ଯୁବ…
ଭଦ୍ରକ:ନିରପେକ୍ଷ ଖବର :୨୨/୦୭/୧୯ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ତାପସ ମଲ୍ଲିକଙ୍କ ପ୍ରତିମୂତ୍ତିର ରକ୍ଷଣାବେକ୍ଷଣ ପାଇଁ ସହାୟତାର ହାତ ବଡାଇଲା ତିହିଡ଼ିର ଅଗ୍ରଣୀ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ। ସହିଦ୍ ତାପସ…
ମେଡିକାଲରେ ମଦୁଆଙ୍କ ଉତ୍ପାତ…
*ତିନି ମଦୁଆଙ୍କୁ ଗିରଫ କଲା ପୋଲିସ୍.....
ବାରିପଦା,ନିରପେକ୍ଷ ଖବର:୨୧/୭/୨୦୧୯,ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ମେଡିକାଲରେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ମଦୁଆ ମାନେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ହସ୍ପିଟାଲ ପରିସରକୁ ଭଙ୍ଗାରୁଜା କରିଛନ୍ତି।…
କାରଗିଲରେ ସହିଦ୍ ହୋଇଥିବା ଯବାନଙ୍କୁ ମିଳୁନି ଉଚିତ ସମ୍ମାନ…
*ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶ୍ରାଦେ୍ଧାବାର୍ଷିକ ପାଳନ କରିବାକୁ ପିତାମାତାଙ୍କ ଗୁହାରୀ...
ଭଦ୍ରକ, ନିରପେକ୍ଷ ଖବର:(ତିହିଡି) ୨୦ ଜୁଲାଇ : କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ଜିଲ୍ଲା ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର ସହିଦ୍ ତାପସ ମଲ୍ଲିକଙ୍କ ପ୍ରତିମୂରତ୍ତି ଅବହେଳିତ ହୋଇ…
ଖୁଣ୍ଟରେ ବାନ୍ଧି ଯୁବକୁଙ୍କୁ ବାଡେଇଲେ…..
୩ ଜଣଙ୍କ ବିରୋଧରେ ମାମଲା ରୁଜୁ...
ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…
ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ…
ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ପ୍ରଥମ ଦିବସରେ ଗାନ୍ଧୀଙ୍କ ଭାରତ ବିଷୟରେ ବୁଦ୍ଧିଜୀବୀଙ୍କ…
ଭୁବନେଶ୍ୱର,ନିରପେକ୍ଷ ଖବର: ୧୯. ୭. ୨୦୧୯: କର୍ଣ୍ଣାଟକ ରାଜ୍ୟରେ ବିଜେପି ଶାସନ କ୍ଷମତା ଆପଣାଇବାକୁ ଯେଉଁ ଉଦ୍ୟମ କରୁଛି ତାହା କେବଳ ନୈତିକତାର ଅଭାବରେ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି ।
ଭୁବନେଶ୍ୱର ଠାରେ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର…
ଆତଙ୍କର ଆଡ୍ଡାସ୍ଥଳ ପାଲଟିଛି ସହିଦ ନଗର….
ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୭/୧୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶହୀଦ ନଗର ଏବେ ଅସୁରକ୍ଷିତ ହୋଇପଡିଛି। ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏଠାରେ ଦିନ ଦ୍ୱିପହରେ ଲୁଟତରାଜ ମଧ୍ୟ ଚାଲୁଛି। କାହା ପାଖରୁ ବନ୍ଧୁକ ଦେଖାଇ ଲୁଟେରାମାନେ…